or_obs-tn/content/16/07.md

5 lines
812 B
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

# କାହିଁକି ତୁମେ ତୁମ ଈଶ୍ଵରକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଅଛ? 
ଏହା ଏକ ବାସ୍ତବିକ ପ୍ରଶ୍ନ ନୁହଁ ଯାହା ସୁଚନା ପାଇଁ ପଚରା ଯାଏ । ଅନ୍ୟ ଭାବରେ ଏହା କହିବାକୁ ଗଲେ, "ତୁମ୍ଭେ ତୁମ୍ଭ ଈଶ୍ଵରକୁ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ '' କିମ୍ବା''ତୁମେ ତୁମ ଇଶ୍ଵରକୁ ସାହାଯ୍ୟ କରିବା ଆବଶ୍ୟକତା ନାହିଁ ।
# ଯଦି ସେ ଜଣେ ଈଶ୍ଵର
ତେବେ ସେ ନିଜକୁ ରକ୍ଷା କରନ୍ତୁ!”