or_obs-tn/content/16/07.md

812 B

କାହିଁକି ତୁମେ ତୁମ ଈଶ୍ଵରକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଅଛ? 

ଏହା ଏକ ବାସ୍ତବିକ ପ୍ରଶ୍ନ ନୁହଁ ଯାହା ସୁଚନା ପାଇଁ ପଚରା ଯାଏ । ଅନ୍ୟ ଭାବରେ ଏହା କହିବାକୁ ଗଲେ, "ତୁମ୍ଭେ ତୁମ୍ଭ ଈଶ୍ଵରକୁ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ '' କିମ୍ବା''ତୁମେ ତୁମ ଇଶ୍ଵରକୁ ସାହାଯ୍ୟ କରିବା ଆବଶ୍ୟକତା ନାହିଁ ।

ଯଦି ସେ ଜଣେ ଈଶ୍ଵର

ତେବେ ସେ ନିଜକୁ ରକ୍ଷା କରନ୍ତୁ!”