9 lines
1.7 KiB
Markdown
9 lines
1.7 KiB
Markdown
|
||
# ଶାନ୍ତିଚୁକ୍ତି
|
||
ଏହା ହେଉଅଛି ଏକ ଶାନ୍ତି ଚୁକ୍ତି ଦୁଇ ଦଳମଧ୍ୟରେ ଯେ ସେମାନେ ପରସ୍ପରକୁ ଆକ୍ରମଣ କରିବେ ନାହି କିନ୍ତୁ ଶାନ୍ତିପୂର୍ଣ୍ଣ ଭାବେ ରହିବେ ଏବଂ ପରସ୍ପରକୁ ସାହଯ୍ୟ କରିବେ । ଏହାକୁ ଏକ ଶାନ୍ତିଚୁକ୍ତି ଭାବରେ ଅନୁବାଦ କରାଯାଇପାରେ ।
|
||
# କିନ୍ତୁ କିଣାନୀୟ ଲୋକମାନଙ୍କ ଦଳରୁ ଗିବିୟୋନ ନାମକ
|
||
କିଛି ଭାଷାରେ ଏହା ଏହିପରୀ ପରିଚୟ କରାଇପାରେ,''କିନ୍ତୁ ଦିନେ ଏକ କିଣାନୀୟ ଲୋକମାନଙ୍କ ଦଳ ଗିବିୟୋନ ନାମକ …" ।
|
||
# ଯିହୋଶୂୟଙ୍କୁ ମିଥ୍ୟା କହିଲେ
|
||
ଏହା ଏହିପରି ଅନୁବାଦ ହୋଇପାରେ,''ସେମାନେ ଯିହୋଶୂୟଙ୍କୁ ମିଥ୍ୟା କହିଲେ" କିମ୍ବା, "ସେମାନେ ମିଛରେ ଯିହୋଶୂୟଙ୍କୁ କହିଲେ " କିମ୍ବା, "ସେମାନେ ମିଛରେ ଯିହୋଶୂୟଙ୍କୁ କହିଲେ ." ।
|
||
# ଯେଉଁଠାରେ ଗିବିୟୋନୀୟ ଥିଲେ
|
||
ଏହା ହେଉଅଛି , "ଯେଉଁଠାରେ ଗିବିୟୋନ ରହିଲେ" କିମ୍ବା, "ଯେଉଁଠାରେ ଗିବିୟୋନମାନଙ୍କର ଗୃହ ଥିଲା." "ଗିବିୟୋନ" ଅର୍ଥ, "ଗିବିୟୋନର ଲୋକମାନେ." । |