or_obs-tn/content/15/06.md

1.7 KiB

ଶାନ୍ତିଚୁକ୍ତି 

ଏହା ହେଉଅଛି ଏକ ଶାନ୍ତି ଚୁକ୍ତି ଦୁଇ ଦଳମଧ୍ୟରେ ଯେ ସେମାନେ ପରସ୍ପରକୁ ଆକ୍ରମଣ କରିବେ ନାହି କିନ୍ତୁ ଶାନ୍ତିପୂର୍ଣ୍ଣ ଭାବେ ରହିବେ ଏବଂ ପରସ୍ପରକୁ ସାହଯ୍ୟ କରିବେ । ଏହାକୁ ଏକ ଶାନ୍ତିଚୁକ୍ତି ଭାବରେ ଅନୁବାଦ କରାଯାଇପାରେ ।

କିନ୍ତୁ କିଣାନୀୟ ଲୋକମାନଙ୍କ ଦଳରୁ ଗିବିୟୋନ ନାମକ 

କିଛି ଭାଷାରେ ଏହା ଏହିପରୀ ପରିଚୟ କରାଇପାରେ,''କିନ୍ତୁ ଦିନେ ଏକ କିଣାନୀୟ ଲୋକମାନଙ୍କ ଦଳ ଗିବିୟୋନ ନାମକ …" ।

ଯିହୋଶୂୟଙ୍କୁ ମିଥ୍ୟା କହିଲେ 

ଏହା ଏହିପରି ଅନୁବାଦ ହୋଇପାରେ,''ସେମାନେ ଯିହୋଶୂୟଙ୍କୁ ମିଥ୍ୟା କହିଲେ" କିମ୍ବା, "ସେମାନେ ମିଛରେ ଯିହୋଶୂୟଙ୍କୁ କହିଲେ " କିମ୍ବା, "ସେମାନେ ମିଛରେ ଯିହୋଶୂୟଙ୍କୁ କହିଲେ ." ।

ଯେଉଁଠାରେ ଗିବିୟୋନୀୟ ଥିଲେ  

ଏହା ହେଉଅଛି , "ଯେଉଁଠାରେ ଗିବିୟୋନ ରହିଲେ" କିମ୍ବା, "ଯେଉଁଠାରେ ଗିବିୟୋନମାନଙ୍କର ଗୃହ ଥିଲା." "ଗିବିୟୋନ" ଅର୍ଥ, "ଗିବିୟୋନର ଲୋକମାନେ." ।