or_obs-tn/content/15/03.md

7 lines
814 B
Markdown

# ଲୋକମାନେ ଯର୍ଦ୍ଦନ ନଦୀ ପାର ହେଲା ପରେ 
କିଛି ଭାଷାରେ ଏହା କହିବା ଅତି ଉତ୍ତମ ହେବ,''ଲୋକମାନେ ଜର୍ଦନ ନଦୀ ପାର ହେଲେ ଏବଂ ତାହାପରେ....'' ।
# କିପରି ଆକ୍ରମଣ କରିବେ 
ଏହି ଏହିପରି ଅନୁବାଦ ହୋଇପାରେ,'' ସଠିକ୍ ଭାବେ ସେ ଆକ୍ରମଣ କରିବା ପାଇଁ କ’ଣ କରିବା ଉଚିତ୍,'' ।
# ଦିନକୁ ଥରେ ଛ ଦିନରେ 
ତାହା ହେଉଅଛି ,''ସେମାନେ ସଠିକ୍ ସମୟରେ ଦିନକୁ ଥରେ ନଗରର ଚାରିଆଢ଼େ ବୁଲିଲେ ଛ ଦିନ ପାଇଁ ।