or_obs-tn/content/15/03.md

814 B

ଲୋକମାନେ ଯର୍ଦ୍ଦନ ନଦୀ ପାର ହେଲା ପରେ 

କିଛି ଭାଷାରେ ଏହା କହିବା ଅତି ଉତ୍ତମ ହେବ,''ଲୋକମାନେ ଜର୍ଦନ ନଦୀ ପାର ହେଲେ ଏବଂ ତାହାପରେ....'' ।

କିପରି ଆକ୍ରମଣ କରିବେ 

ଏହି ଏହିପରି ଅନୁବାଦ ହୋଇପାରେ,'' ସଠିକ୍ ଭାବେ ସେ ଆକ୍ରମଣ କରିବା ପାଇଁ କ’ଣ କରିବା ଉଚିତ୍,'' ।

ଦିନକୁ ଥରେ ଛ ଦିନରେ 

ତାହା ହେଉଅଛି ,''ସେମାନେ ସଠିକ୍ ସମୟରେ ଦିନକୁ ଥରେ ନଗରର ଚାରିଆଢ଼େ ବୁଲିଲେ ଛ ଦିନ ପାଇଁ ।