or_obs-tn/content/15/01.md

2.1 KiB

ଶେଷରେ ଏହି ସମୟ ଥିଲା  

"ଶେଷରେ" ଅର୍ଥ "ପରିଶେଷରେ" କିମ୍ବା, "ପରେ ଏକ ଲମ୍ବା ପ୍ରତୀକ୍ଷା" ଏହାକୁ ସ୍ପଷ୍ଠ କରିବା ପାଇଁ କେଉଁ ,''ସମୟ''ସୁଚିତ କରିବାକୁ ,ତୁମେ ବ୍ୟବହାର କରିପାର,''40 ବର୍ଷ ସେମମାନେ ମରୁଭୂମିରେ ଘୁରି ବୁଲିବା ପରେ ,ଶେଷରେ ଈଶ୍ୱର ଅନୁମତି ଦେଲେ''

ଦୁଇ ଗୁପ୍ତଚର କିଣାନକୁ ଯିରୀହୋ ସହରର 

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି,''ଯିରିହୋକୁ ଦୁଇ ବ୍ୟକ୍ତି ,କିଣାନର ଏକ ସହର ..ଏହି ବିଷୟରେ ସ୍ପଷ୍ଟିକରନୀ ପାଇବାକୁ '' ଆଉ ମଧ୍ୟ ଦେଖା, "ଗୁପ୍ତଚର ସ୍ତାନରେ "  14-04.

ପରିବେଷ୍ଟିତ ବଳିଷ୍ଠ ପ୍ରାଚୀରମାନ 

ଏହା ଏହିପରି ଅନୁବାଦ କରାଯାଇପାରିବ ଯେପରି ,'' ପୂରା ଚାରି ଦିଗ ମଧ୍ୟରେ ଘେରା, ବଳିଷ୍ଠ ପ୍ରାଚୀରମାନ ଶତ୍ରୁମାନଙ୍କ ଠାରୁ ରକ୍ଷା କରିବା ପାଇଁ ପଥରରୁ ନିର୍ମିତ

ଖସି ପଳାଇ ଯିବା 

ତାହା ମଧ୍ୟ ଯୋଡ଼ିବା ସମ୍ଭବ,''ଯିରିହୋର ଲୋକମନେ ଯିଏ ସେମାନଙ୍କୁ ହାନି କରିବାକୁ ଚାହୁଁ ଥିଲା ତାଙ୍କଠୁ ଖାସି ପଳାଇ ଯିବା ପାଇଁ ''

ତାଙ୍କୁ ପରିବାର 

ରାହବ ପିତା,ମାତା,ଭାଇ ଓ ଭଉଣୀର ରକ୍ଷା ନିମନ୍ତେ ପଚାରିଲା ଆପଣଙ୍କର ଶବ୍ଦ ବ୍ୟବହାର କରନ୍ତୁ ଯାହା ଏହି ଲୋକମାନଙ୍କୁ ସମ୍ମିଳିତ କରେ ।