9 lines
1.8 KiB
Markdown
9 lines
1.8 KiB
Markdown
|
|
# ପରମେଶ୍ଵଙ୍କର ବ୍ୟବସ୍ଥା
|
|
ଏହା ତାହାକୁ ଦର୍ଶାଏ ଯାହା ସମସ୍ତ ଆଜ୍ଞା ଓ ପରାମର୍ଶଗୁଡିକ ଯାହା ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ପାଳନ କରିବାକୁ କହିଥିଲେ ।
|
|
# ସମାଗମ ତମ୍ବୁଙ୍କୁ
|
|
ସେମାନେ ପଶୁକୁ ସମାଗମ ନିଶ୍ଚିତ ହେଉନ୍ତୁ ଯେ ଏହି ବାକ୍ୟାଂଶ ବ୍ୟବହାର ନ କରୁନ୍ତୁ ଯାହାର ଅର୍ଥ ସେମାନେ ଏହାକୁ ଭିତରକୁ ଆଣିଲେ ପ୍ରକାଶ କରେ ।
|
|
# ବ୍ୟକ୍ତିଙ୍କ ପାପ ଆଚ୍ଛାଦାନ କଲା
|
|
ଯେତେବେଳେ ଲୋକମାନେ ପଶୁଙ୍କୁ ବଳିଦାନ ପାଇଁ ଆଣିଲେ, ପରମେଶ୍ଵର ପଶୁଗୁଡିକୁର ରକ୍ତକୁ ସେମାନଙ୍କର ପାପ ଉପରେ ଏକ ଆବରଣ ସ୍ଵରୂପ ଦେଖିବାକୁ ପସନ୍ଦ କଲେ । ଏହା ଏହିପରି ଯାହା ଅପ୍ରିତୀକର କିମ୍ବା ଅପରିଷ୍କୃତ ତାହାକୁ ଆବରଣ ଦ୍ଵାରା ଲୁଚାଇବା ।
|
|
# ପରମେଶ୍ଵଙ୍କର ଦୃଷ୍ଟିରେ ଶୁଚି
|
|
ଏହା ଏହିପରି ଅନୁବାଦ ହୋଇପାରେ ଯେପରି, "ସତେ ଯେପରି ସେ ପରମେଶ୍ଵରଙ୍କ ଅନୁସାରେ ପାପ କରି ନ ଥିଲେ" କିମ୍ବା, "ପରମେଶ୍ଵର" କିମ୍ବା, "ପରମେଶ୍ଵଙ୍କର ବ୍ୟବସ୍ଥାକୁ ପାଳନ ନ କରିବା ନିମନ୍ତେ ଦଣ୍ଡରୁ ମୁକ୍ତ ।" |