or_obs-tn/content/13/09.md

1.8 KiB

ପରମେଶ୍ଵଙ୍କର ବ୍ୟବସ୍ଥା 

ଏହା ତାହାକୁ ଦର୍ଶାଏ ଯାହା ସମସ୍ତ ଆଜ୍ଞା ଓ ପରାମର୍ଶଗୁଡିକ ଯାହା ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ପାଳନ କରିବାକୁ କହିଥିଲେ ।

ସମାଗମ ତମ୍ବୁଙ୍କୁ 

ସେମାନେ ପଶୁକୁ ସମାଗମ ନିଶ୍ଚିତ ହେଉନ୍ତୁ ଯେ ଏହି ବାକ୍ୟାଂଶ ବ୍ୟବହାର ନ କରୁନ୍ତୁ ଯାହାର ଅର୍ଥ ସେମାନେ ଏହାକୁ ଭିତରକୁ ଆଣିଲେ ପ୍ରକାଶ କରେ ।

ବ୍ୟକ୍ତିଙ୍କ ପାପ ଆଚ୍ଛାଦାନ କଲା 

ଯେତେବେଳେ ଲୋକମାନେ ପଶୁଙ୍କୁ ବଳିଦାନ ପାଇଁ ଆଣିଲେ, ପରମେଶ୍ଵର ପଶୁଗୁଡିକୁର ରକ୍ତକୁ ସେମାନଙ୍କର ପାପ ଉପରେ ଏକ ଆବରଣ ସ୍ଵରୂପ ଦେଖିବାକୁ ପସନ୍ଦ କଲେ । ଏହା ଏହିପରି ଯାହା ଅପ୍ରିତୀକର କିମ୍ବା ଅପରିଷ୍କୃତ ତାହାକୁ ଆବରଣ ଦ୍ଵାରା ଲୁଚାଇବା ।

ପରମେଶ୍ଵଙ୍କର ଦୃଷ୍ଟିରେ ଶୁଚି 

ଏହା ଏହିପରି ଅନୁବାଦ ହୋଇପାରେ ଯେପରି, "ସତେ ଯେପରି ସେ ପରମେଶ୍ଵରଙ୍କ ଅନୁସାରେ ପାପ କରି ନ ଥିଲେ" କିମ୍ବା, "ପରମେଶ୍ଵର" କିମ୍ବା, "ପରମେଶ୍ଵଙ୍କର ବ୍ୟବସ୍ଥାକୁ ପାଳନ ନ କରିବା ନିମନ୍ତେ ଦଣ୍ଡରୁ ମୁକ୍ତ ।"