9 lines
1.7 KiB
Markdown
9 lines
1.7 KiB
Markdown
|
||
# ଏକ ସବିଶେଷ ବିବରଣ
|
||
ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵର ଏହାକୁ ବିଶେଷ ଭାବରେ ବର୍ଣ୍ଣନା କଲେ" କିମ୍ବା, "ପରମେଶ୍ଵର ସେମାନଙ୍କୁ ଠିକ୍ ଭାବରେ କହିଲେ ସେ ଯେପରି ଏହାକୁ ତିଆରି କରିବାକୁ ଚାହିଁଲେ ।"
|
||
# ଏହାକୁ କୁହାଯାଇଥିଲା
|
||
ଏହି ଏହିପରି ଅନୁବାଦ ହୋଇପାରେ ଯେମିତି, "ସେମାନେ ଏହାକୁ କହିଲେ" କିମ୍ବା, "ମୋଶା ଏହାକୁ କହିଲେ ।"
|
||
# ପରଦା ପଛ ଭାଗର କୋଠରୀ
|
||
ଏହି କୋଠାଟୀ ପରଦା ଦ୍ଵାରା ପଛରେ ରହିଥିଲା । କିଛି ଭାଷାରେ ଏହି କୋଠରୀକୁ ଏହିପରି କହିଥା'ନ୍ତି, "ପରଦାର ସମ୍ମୁଖରେ ଥିବା ଏକ କୋଠାରୀ ।"
|
||
# ପରମେଶ୍ଵର ସେଠାରେ ରହିଲେ
|
||
ଯଦି ଏହି ବାକ୍ୟାଂଶ ପରମେଶ୍ଵର ତମ୍ବୁରେ ସୀମିତ ହୋଇ ରହୁଥିଲେ ବୋଲି ଲୋକମାନଙ୍କ ଭାବିବାକୁ ନିଏ, ତେବେ ଏହାକୁ ଅନୁବାଦ କରିବାକୁ ଏଠାରେ କିଛି ଉପାୟ ରହିଅଛି: "ପରମେଶ୍ଵର ସେଠାରେ ଥିଲେ" କିମ୍ବା, କେବଳ "ପରମେଶ୍ଵର ସେଠାରେ ନିଜକୁ ମନୁଷ୍ୟମାନଙ୍କୁ ପ୍ରକାଶିତ କରୁଥିଲେ ।" |