or_obs-tn/content/13/08.md

1.7 KiB

ଏକ ସବିଶେଷ ବିବରଣ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵର ଏହାକୁ ବିଶେଷ ଭାବରେ ବର୍ଣ୍ଣନା କଲେ" କିମ୍ବା, "ପରମେଶ୍ଵର ସେମାନଙ୍କୁ ଠିକ୍ ଭାବରେ କହିଲେ ସେ ଯେପରି ଏହାକୁ ତିଆରି କରିବାକୁ ଚାହିଁଲେ ।"

ଏହାକୁ କୁହାଯାଇଥିଲା 

ଏହି ଏହିପରି ଅନୁବାଦ ହୋଇପାରେ ଯେମିତି, "ସେମାନେ ଏହାକୁ କହିଲେ" କିମ୍ବା, "ମୋଶା ଏହାକୁ କହିଲେ ।"

ପରଦା ପଛ ଭାଗର କୋଠରୀ 

ଏହି କୋଠାଟୀ ପରଦା ଦ୍ଵାରା ପଛରେ ରହିଥିଲା । କିଛି ଭାଷାରେ ଏହି କୋଠରୀକୁ ଏହିପରି କହିଥା'ନ୍ତି, "ପରଦାର ସମ୍ମୁଖରେ ଥିବା ଏକ କୋଠାରୀ ।"

ପରମେଶ୍ଵର ସେଠାରେ ରହିଲେ  

ଯଦି ଏହି ବାକ୍ୟାଂଶ ପରମେଶ୍ଵର ତମ୍ବୁରେ ସୀମିତ ହୋଇ ରହୁଥିଲେ ବୋଲି ଲୋକମାନଙ୍କ ଭାବିବାକୁ ନିଏ, ତେବେ ଏହାକୁ ଅନୁବାଦ କରିବାକୁ ଏଠାରେ କିଛି ଉପାୟ ରହିଅଛି: "ପରମେଶ୍ଵର ସେଠାରେ ଥିଲେ" କିମ୍ବା, କେବଳ "ପରମେଶ୍ଵର ସେଠାରେ ନିଜକୁ ମନୁଷ୍ୟମାନଙ୍କୁ ପ୍ରକାଶିତ କରୁଥିଲେ ।"