or_obs-tn/content/13/07.md

1.1 KiB

ଏହି ଦଶ ଆଜ୍ଞାଗୁଡିକ 

ଇସ୍ରାଏଲୀୟଙ୍କୁ ଆଜ୍ଞା ପାଳନ କରିବା ନିମନ୍ତେ ପରମେଶ୍ଵର ଯେଉଁ ଆଜ୍ଞାଗୁଡିକ ମୋଶାଙ୍କୁ ଦେଲେ ଏହା ତାହାକୁ ଦର୍ଶାଏ । ସେଗୁଡିକ ଫ୍ରେମରେ ଲିଖିତ ଅଛି 13-05 ଏବଂ [13-06]।

ପ୍ରସ୍ତରପଟା ଗୁଡିକ  

ଏଗୁଡିକ ସମତଳ ପଥର ଖଣ୍ଡିକ ଥିଲା ।

ପରମେଶ୍ଵର ମଧ୍ୟ ଦେଲେ 

ଏହା ଏହିପରି ଅନୁବାଦ ହୋଇପାରେ ଯେପରି, "ପରମେଶ୍ଵର ମଧ୍ୟ ସେମାନଙ୍କୁ କହିଲେ ।"

ଅନୁସରଣ କରିବାକୁ 

ଏହା ଏହିପରି ଅନୁବାଦ ହୋଇପାରେ ଯେପରି, "ତାହାକୁ ସେମାନେ ପାଳନ କରିବା ଆବଶ୍ୟକ" କିମ୍ବା, "ତାହାକୁ ସେମାନେ ରଖିବା ଆବଶ୍ୟକ ।"