or_obs-tn/content/13/05.md

2.1 KiB

(ପରମେଶ୍ଵର ମୋଶାଙ୍କୁ କଥା କହିବା ଜାରି ରଖିଲେ.)

ମୁଁ, ସଦାପ୍ରଭୁ, ଏକ ଉଦ୍‍ଯୋଗୀ ପରମେଶ୍ଵର ଅଟନ୍ତି 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଆମ୍ଭେ, ସଦାପ୍ରଭୁ, କ୍ରୋଧୀ ହେବେ ଯଦି ମୋହର ବ୍ୟତିତ ଅନ୍ୟ କୌଣସୀ ବସ୍ତୁକୁ ଆଦର କର କିମ୍ବା ଉପାସନା କରିବ" ପରମେଶ୍ଵର ଦୃଢ ଭାବରେ ଇଚ୍ଛା କରନ୍ତି ଯେ ତାଙ୍କ ଲୋକମାନେ ଅନ୍ୟ ସମସ୍ତ ବସ୍ତୁ କିମ୍ବା ଅନ୍ୟମାନଙ୍କ ଠାରୁ ଅଧିକ ପ୍ରେମ, ସେବା, ଏବଂ ତାଙ୍କ ଆଜ୍ଞା ପାଳନ କରନ୍ତୁ ସେ ସେମାନଙ୍କ ଜୀବନରେ ଏକମାତ୍ର କର୍ତ୍ତା ଭାବରେ ରହିବା ଉଚିତ୍ ।

ଆମ୍ଭର ନାମକୁ ମିଥ୍ୟାରେ ନିଅ ନାହିଁ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଆମ୍ଭ ବିଷୟରେ ଅସମ୍ମାନ କିମ୍ବା ଅନାଦର ଭାବ ଦେଖାଇଲା ଭଳି କଥା କୁହ ନାହିଁ" କିମ୍ବା, "ଆମ୍ଭ ବିଷୟରେ ଏଭଳି ଭାବରେ କଥା ହୁଅ ଯାହା ଆମ୍ଭକୁ ଯଥା ଆଦର ଏବଂ ସମ୍ମାନ ଦେଇଥାଏ"

ସାତ ଦିନ 

ଏହାକୁ ଅନୁବାଦ କଲେ, ଏହି ସଂଖ୍ୟାକୁ ("ସାତ")ବ୍ୟବହାର କରିବା ସପ୍ତାହର ସାତ ଦିନରୁ କୌଣସୀ ଏକ ନିର୍ଦ୍ଧିଷ୍ଟ ଦିନକୁ ଦେବା ଠାରୁ ଉତ୍ତମ ଅଟେ

ମୋତେ ସ୍ମରଣ କରିବାକୁ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଆମ୍ଭକୁ ମନରେ ରଖିବାକୁ" କିମ୍ବା, "ଆମ୍ଭକୁ ଆଦର କରିବାକୁ"