or_obs-tn/content/13/01.md

1.6 KiB

ଜ୍ୱଳନ୍ତ ବୁଦା 

ମୋଶା ମିଶରକୁ ଯିବା ପୂର୍ବରୁ,ପରମେଶ୍ଵର ତାଙ୍କୁ ଏକ ଜ୍ୱଳନ୍ତ ବୁଦା ବୁଦାରୁ କହିଲେ କିନ୍ତୁ ତାହା ଅଗ୍ନି ଦ୍ଵାରା ଜଳି ନଷ୍ଟ ହେଉ ନ ଥିଲା । ଦେଖି 09-12.

ସେମାନଙ୍କର ତମ୍ବୁଗୁଡିକ ପ୍ରସ୍ତୁତ କଲେ 

ମିଶର ଦେଶରୁ ପ୍ରତିଜ୍ଞାର ଦେଶକୁ ଇସ୍ରାଏଲୀୟମାନଙ୍କୁ ଏକ ଲମ୍ବା ଯାତ୍ରା କରିବାର ଥିଲା । ତେଣୁ ସେମାନେ ସେମାନଙ୍କ ସହିତ ତମ୍ବୁଗୁଡିକ ନେଲେ ଯଦ୍ଵାରା ସେମାନେ ସେଗୁଡିକୁ ଆଶ୍ରୟସ୍ଥଳ ସ୍ଵରୂପେ ସ୍ଥାପନ କରି, ରାସ୍ତାରେ ସେଗୁଡିକ ଭିତରେ ଶୟନ କରିବେ କିଛି ଭାଷାରେ ଏହିପରି ଅନୁବାଦ କରାଯାଇପାରେ ଯେପରି, "ସେମାନଙ୍କର ତମ୍ବୁ ଫିଟାଇଲେ ।"

ପର୍ବତର ନିମ୍ନ ଅଂଶ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ପର୍ବତର ପାଦଦେଶରେ" ଏହା ଭୂମିର ସେହି ସ୍ଥାନକୁ ବୁଝାଏ ଯାହା ଯେଉଁ ସ୍ଥାନରୁ ପର୍ବତର ଉପର ଭାଗକୁ ଗଢ଼ାଣିଆ ସ୍ଥାନର ନିକଟସ୍ଥ ସ୍ଥାନରେ ଅବସ୍ଥିତ