or_obs-tn/content/12/01.md

7 lines
931 B
Markdown

# ସେମାନେ ଦାସ ହୋଇ ରହିନଥିଲେ 
ଏହାକୁ ଏହିପରି ଅନୁବାଦ କରାଯାଇପାରେ, "ସେମାନେ ଦାସ ହୋଇ ଆଉ ରହି ନ ଥିଲେ " ।
# ଯାଉଅଛନ୍ତି 
କିଛି ଭାଷା ଏକ ସ୍ଵତନ୍ତ୍ର ବାକ୍ୟ ବ୍ୟବହାର କରିପାରେ ଯେପରି "ଯାତ୍ରା କରୁଅଛନ୍ତି" ଯେହେତୁ ସେମାନେ ଏକ ଲମ୍ବା ଦୂରବର୍ତ୍ତୀ ସ୍ଥାନ ପ୍ରତିଜ୍ଞାତ ଦେଶକୁ ଯାଉଥିବେ ।
# ପ୍ରତିଜ୍ଞାତ ଦେଶ 
ଏହି ହେଉଛି ସେହି ଭୂମି ଯାହା ପରମେଶ୍ଵର ପ୍ରତିଜ୍ଞା କରିଥିଲେ ଯେ ସେ ଅବ୍ରାହମଙ୍କ ବଂଶଧରମାନଙ୍କୁ ଦେଇଥାନ୍ତେ I