or_obs-tn/content/12/01.md

931 B

ସେମାନେ ଦାସ ହୋଇ ରହିନଥିଲେ 

ଏହାକୁ ଏହିପରି ଅନୁବାଦ କରାଯାଇପାରେ, "ସେମାନେ ଦାସ ହୋଇ ଆଉ ରହି ନ ଥିଲେ " ।

ଯାଉଅଛନ୍ତି 

କିଛି ଭାଷା ଏକ ସ୍ଵତନ୍ତ୍ର ବାକ୍ୟ ବ୍ୟବହାର କରିପାରେ ଯେପରି "ଯାତ୍ରା କରୁଅଛନ୍ତି" ଯେହେତୁ ସେମାନେ ଏକ ଲମ୍ବା ଦୂରବର୍ତ୍ତୀ ସ୍ଥାନ ପ୍ରତିଜ୍ଞାତ ଦେଶକୁ ଯାଉଥିବେ ।

ପ୍ରତିଜ୍ଞାତ ଦେଶ 

ଏହି ହେଉଛି ସେହି ଭୂମି ଯାହା ପରମେଶ୍ଵର ପ୍ରତିଜ୍ଞା କରିଥିଲେ ଯେ ସେ ଅବ୍ରାହମଙ୍କ ବଂଶଧରମାନଙ୍କୁ ଦେଇଥାନ୍ତେ I