or_obs-tn/content/09/15.md

9 lines
1.5 KiB
Markdown

# ଭୟ କଲେ ଓ ଯିବାକୁ ଇଛା କଲେ ନାହିଁ
ମୋଶା ଜାଣିସାରିଥିଲେ ଯେ ଫାରୋ ତାହାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, ଏବଂ ସେ ବିଶ୍ଵାସ କରୁନଥିଲେ ଯେ ଈଶ୍ଵର ତାହାଙ୍କୁ ଯାହା କରିବାକୁ ଚାହୁଁଥିଲେ ସେ ତାହା କରିପାରିବେ ।
# ମୋଶାଙ୍କ ଭାଇ ହାରୋଣ
ମୋଶାଙ୍କ ଇଶ୍ରାଏଲୀୟ ମାତା ଓ ପିତାଙ୍କଠାରୁ ଜନ୍ମ ନେଇଥିବା ହାରୋଣ ମୋଶାଙ୍କର ପ୍ରକୃତ ଭାଇ ଥିଲେ । ହାରୋଣ ମୋଶାଙ୍କଠାରୁ ଅନେକ ବର୍ଷ ବଡ ହୋଇଥାଇପାରନ୍ତି ।
# କଠିନମନା
ଏହାର ଅର୍ଥ ହେଉଅଛି ଯେ ଫାରୋ ଈଶ୍ଵରଙ୍କର ଆଜ୍ଞାବହ ହେବାକୁ ମନା କରିବେ । ଆପଣ ଏହି ବିଷୟକୁ ମଧ୍ୟ ଯୋଡିପାରନ୍ତି “କଠିନମନା ଓ ଶୁଣିବା (ବା ଆଜ୍ଞାବହ) ହେବା ନିମନ୍ତେ ମନା କରିବା ।”
# ଏକ ବାଇବଲର କାହାଣୀ
ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: