or_obs-tn/content/09/15.md

1.5 KiB

ଭୟ କଲେ ଓ ଯିବାକୁ ଇଛା କଲେ ନାହିଁ

ମୋଶା ଜାଣିସାରିଥିଲେ ଯେ ଫାରୋ ତାହାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, ଏବଂ ସେ ବିଶ୍ଵାସ କରୁନଥିଲେ ଯେ ଈଶ୍ଵର ତାହାଙ୍କୁ ଯାହା କରିବାକୁ ଚାହୁଁଥିଲେ ସେ ତାହା କରିପାରିବେ ।

ମୋଶାଙ୍କ ଭାଇ ହାରୋଣ

ମୋଶାଙ୍କ ଇଶ୍ରାଏଲୀୟ ମାତା ଓ ପିତାଙ୍କଠାରୁ ଜନ୍ମ ନେଇଥିବା ହାରୋଣ ମୋଶାଙ୍କର ପ୍ରକୃତ ଭାଇ ଥିଲେ । ହାରୋଣ ମୋଶାଙ୍କଠାରୁ ଅନେକ ବର୍ଷ ବଡ ହୋଇଥାଇପାରନ୍ତି ।

କଠିନମନା

ଏହାର ଅର୍ଥ ହେଉଅଛି ଯେ ଫାରୋ ଈଶ୍ଵରଙ୍କର ଆଜ୍ଞାବହ ହେବାକୁ ମନା କରିବେ । ଆପଣ ଏହି ବିଷୟକୁ ମଧ୍ୟ ଯୋଡିପାରନ୍ତି “କଠିନମନା ଓ ଶୁଣିବା (ବା ଆଜ୍ଞାବହ) ହେବା ନିମନ୍ତେ ମନା କରିବା ।”

ଏକ ବାଇବଲର କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: