or_obs-tn/content/09/01.md

3 lines
458 B
Markdown

# ଇସ୍ରାଏଲୀୟ ବୋଲି ନାମିତ ହେଲେ
ଯାକୁବଙ୍କଠାରୁ ଜାତ ଲୋକ ଦଳକୁ “ଇଶ୍ରାଏଲ” ବୋଲି କୁହାଗଲା ଯେଉଁ ନାମ ଈଶ୍ଵର ଯାକୁବଙ୍କୁ ଦେଇଥିଲେ । ସେହି ଦଳରୁ ବାହାରି ଆସିଥିବା ଲୋକମାନଙ୍କୁ “ଇସ୍ରାଏଲୀୟ” କୁହାଗଲା ।