or_obs-tn/content/09/01.md

458 B

ଇସ୍ରାଏଲୀୟ ବୋଲି ନାମିତ ହେଲେ

ଯାକୁବଙ୍କଠାରୁ ଜାତ ଲୋକ ଦଳକୁ “ଇଶ୍ରାଏଲ” ବୋଲି କୁହାଗଲା ଯେଉଁ ନାମ ଈଶ୍ଵର ଯାକୁବଙ୍କୁ ଦେଇଥିଲେ । ସେହି ଦଳରୁ ବାହାରି ଆସିଥିବା ଲୋକମାନଙ୍କୁ “ଇସ୍ରାଏଲୀୟ” କୁହାଗଲା ।