or_obs-tn/content/08/11.md

5 lines
841 B
Markdown

# ତାହାଙ୍କ ଜ୍ୟୋଷ୍ଠ ପୁତ୍ରମାନେ
ଏମାନେ ଯୋଷେଫଙ୍କର ଜ୍ୟୋଷ୍ଠ ଭାଇମାନେ ଯେଉଁମାନେ କି ତାହାଙ୍କୁ କ୍ରିତଦାସ ଭାବରେ ବିକ୍ରୟ କରିଦେଇଥିଲେ ।
# ଯୋଷେଫଙ୍କୁ ଜାଣି ପାରିଲେ ନାହିଁ
ସେମାନେ ଜାଣିପାରିଲେ ନାହିଁ ଯେ ସେହି ବ୍ୟକ୍ତି ଯୋଷେଫ ଥିଲେ, କାରଣ ସେମାନେ ତାହାଙ୍କୁ ଶେଷଥର ଦେଖିଥିବାଠାରୁ ଅଧିକ ବୟସ୍କ ହୋଇଯାଇଥିଲେ,ଏବଂ ସେ ଜଣେ ମିଶରୀୟ ଶାସକ ଭାବରେ ବସ୍ତ୍ର ପରିଧାନ କରିଥିଲେ ।