or_obs-tn/content/08/11.md

841 B

ତାହାଙ୍କ ଜ୍ୟୋଷ୍ଠ ପୁତ୍ରମାନେ

ଏମାନେ ଯୋଷେଫଙ୍କର ଜ୍ୟୋଷ୍ଠ ଭାଇମାନେ ଯେଉଁମାନେ କି ତାହାଙ୍କୁ କ୍ରିତଦାସ ଭାବରେ ବିକ୍ରୟ କରିଦେଇଥିଲେ ।

ଯୋଷେଫଙ୍କୁ ଜାଣି ପାରିଲେ ନାହିଁ

ସେମାନେ ଜାଣିପାରିଲେ ନାହିଁ ଯେ ସେହି ବ୍ୟକ୍ତି ଯୋଷେଫ ଥିଲେ, କାରଣ ସେମାନେ ତାହାଙ୍କୁ ଶେଷଥର ଦେଖିଥିବାଠାରୁ ଅଧିକ ବୟସ୍କ ହୋଇଯାଇଥିଲେ,ଏବଂ ସେ ଜଣେ ମିଶରୀୟ ଶାସକ ଭାବରେ ବସ୍ତ୍ର ପରିଧାନ କରିଥିଲେ ।