or_obs-tn/content/08/10.md

5 lines
661 B
Markdown

# ମିସର (ନୁହେଁ), କିନ୍ତୁ କିଣାନରେ ମଧ୍ୟ
କିଛି ଭାଷାରେ ଏହା ଏହି ପ୍ରକାରେ କହିଲେ ସ୍ଵଷ୍ଟ ବା ଅଧିକ ପ୍ରାକୃତିକ ହେବ “କେବଳ ମିସର ନୁହେଁ, କିନ୍ତୁ କିଣାନ ଦେଶ ମଧ୍ୟ ।”
# ଦୁର୍ଭିକ୍ଷ ଅତି ଉତ୍କଟ ଥିଲା
ଦୁର୍ଭିକ୍ଷ ଅତି ମନ୍ଦ ଥିଲା । ଅତି ଅଳ୍ପ ଖାଦ୍ୟ ଥିଲା ମିସର ବାହାରେ ଥିବା ଅନେକ ଲୋକ ଭୋକିଲା ଥିଲେ ।