or_obs-tn/content/08/10.md

661 B

ମିସର (ନୁହେଁ), କିନ୍ତୁ କିଣାନରେ ମଧ୍ୟ

କିଛି ଭାଷାରେ ଏହା ଏହି ପ୍ରକାରେ କହିଲେ ସ୍ଵଷ୍ଟ ବା ଅଧିକ ପ୍ରାକୃତିକ ହେବ “କେବଳ ମିସର ନୁହେଁ, କିନ୍ତୁ କିଣାନ ଦେଶ ମଧ୍ୟ ।”

ଦୁର୍ଭିକ୍ଷ ଅତି ଉତ୍କଟ ଥିଲା

ଦୁର୍ଭିକ୍ଷ ଅତି ମନ୍ଦ ଥିଲା । ଅତି ଅଳ୍ପ ଖାଦ୍ୟ ଥିଲା ମିସର ବାହାରେ ଥିବା ଅନେକ ଲୋକ ଭୋକିଲା ଥିଲେ ।