9 lines
1.7 KiB
Markdown
9 lines
1.7 KiB
Markdown
|
|
# ସ୍ଵପ୍ନର ଅର୍ଥ ପ୍ରକାଶ କରିବା
|
|
“ଅର୍ଥ ପ୍ରକାଶ କରିବା”ର ଅର୍ଥ ହେଉଛି କିଛି ବିଷୟର ଅର୍ଥ କ’ଣ ବୁଝାଏ ତାହା କହିବା । ତେଣୁ ଲୋକମାନଙ୍କ ସ୍ଵପ୍ନର ଅର୍ଥ କ’ଣ ତାହା ଯୋଷେଫ ଲୋକମାନଙ୍କୁ କହିବାକୁ ସକ୍ଷମ ଥିଲେ ।
|
|
# ଯୋଷେଫଙ୍କୁ ତାଙ୍କ ନିକଟକୁ ଅଣାଇଲେ
|
|
ଅନ୍ୟ ଭାବରେ ଏହାକୁ ନିମ୍ନ ପ୍ରକାରେ କୁହାଯାଇପାରେ “ଯୋଷେଫଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ତାହାଙ୍କ ଦାସମାନଙ୍କୁ ଆଦେଶ ଦେଲେ ।”
|
|
# ଈଶ୍ଵର ପ୍ରେରଣ କରିବାକୁ ଯାଉଛନ୍ତି
|
|
ଈଶ୍ଵର ସାତ ବର୍ଷ ପର୍ଯ୍ୟନ୍ତ ଅତି ପ୍ରଚୁର ରୂପେ ଶଷ୍ୟ ଅମଳ କରାଇବେ ଏବଂ ଏହା ପରେ ସେ ଅତି କମ୍ ପରିମାଣର ଖାଦ୍ୟ ଉତ୍ପନ୍ନ କରିବେ ଯାହା ଲୋକମାନେ ଓ ପଶୁମାନେ ଖାଇବା ନିମନ୍ତେ ଖାଦ୍ୟ ଯଥେଷ୍ଟ ନ ଥିବ ।
|
|
# ଦୁର୍ଭିକ୍ଷ
|
|
ଉଦ୍ୟାନ ଓ କ୍ଷେତ୍ରଗୁଡିକ ଏତେ କମ୍ ପରିମାଣର ଖାଦ୍ୟ ଉତ୍ପନ୍ନ କରିବେ ଯେ ଲୋକମାନେ ଓ ପଶୁମାନେ ଖାଇବା ନିମନ୍ତେ ଖାଦ୍ୟ ଯଥେଷ୍ଟ ନ ଥିବ । |