or_obs-tn/content/08/07.md

1.7 KiB

ସ୍ଵପ୍ନର ଅର୍ଥ ପ୍ରକାଶ କରିବା

“ଅର୍ଥ ପ୍ରକାଶ କରିବା”ର ଅର୍ଥ ହେଉଛି କିଛି ବିଷୟର ଅର୍ଥ କ’ଣ ବୁଝାଏ ତାହା କହିବା । ତେଣୁ ଲୋକମାନଙ୍କ ସ୍ଵପ୍ନର ଅର୍ଥ କ’ଣ ତାହା ଯୋଷେଫ ଲୋକମାନଙ୍କୁ କହିବାକୁ ସକ୍ଷମ ଥିଲେ ।

ଯୋଷେଫଙ୍କୁ ତାଙ୍କ ନିକଟକୁ ଅଣାଇଲେ

ଅନ୍ୟ ଭାବରେ ଏହାକୁ ନିମ୍ନ ପ୍ରକାରେ କୁହାଯାଇପାରେ “ଯୋଷେଫଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ତାହାଙ୍କ ଦାସମାନଙ୍କୁ ଆଦେଶ ଦେଲେ ।”

ଈଶ୍ଵର ପ୍ରେରଣ କରିବାକୁ ଯାଉଛନ୍ତି

ଈଶ୍ଵର ସାତ ବର୍ଷ ପର୍ଯ୍ୟନ୍ତ ଅତି ପ୍ରଚୁର ରୂପେ ଶଷ୍ୟ ଅମଳ କରାଇବେ ଏବଂ ଏହା ପରେ ସେ ଅତି କମ୍ ପରିମାଣର ଖାଦ୍ୟ ଉତ୍ପନ୍ନ କରିବେ ଯାହା ଲୋକମାନେ ଓ ପଶୁମାନେ ଖାଇବା ନିମନ୍ତେ ଖାଦ୍ୟ ଯଥେଷ୍ଟ ନ ଥିବ ।

ଦୁର୍ଭିକ୍ଷ

ଉଦ୍ୟାନ ଓ କ୍ଷେତ୍ରଗୁଡିକ ଏତେ କମ୍ ପରିମାଣର ଖାଦ୍ୟ ଉତ୍ପନ୍ନ କରିବେ ଯେ ଲୋକମାନେ ଓ ପଶୁମାନେ ଖାଇବା ନିମନ୍ତେ ଖାଦ୍ୟ ଯଥେଷ୍ଟ ନ ଥିବ ।