or_obs-tn/content/08/02.md

7 lines
978 B
Markdown

# ତାହାଙ୍କ ଭାଇମାନଙ୍କ ନିକଟକୁ ଆସିଲେ
ଏହାକୁ ଅନ୍ୟ ଭାବରେ ଏହିପରି ଭାବରେ ଅନୁବାଦ କରାଯାଇପାରେ “ତାହାଙ୍କ ଭାଇମାନେ ଯେଉଁଠାରେ ଥିଲେ ସେଠାରେ ପହଞ୍ଚିଲେ ।”
# ଅପହରଣ କଲେ
ସେମାନେ ତାହାଙ୍କ ଇଛା ବିରୁଦ୍ଧରେ ନେଇଗଲେ । ଏହା କରିବା ସେମାନଙ୍କ ପକ୍ଷେ ଉତ୍ତମ ନ ଥିଲା ।
# କ୍ରିତଦାସ ବଣିକମାନେ
ଏମାନେ ସେହି ଲୋକମାନେ ଥିଲେ ଯେଉଁମାନେ ଜଣେ ମାଲିକଙ୍କଠାରୁ ଲୋକମାନଙ୍କୁ କ୍ରୟ କରି ଆଣୁଥିଲେ ଏବଂ ମାଲିକଙ୍କୁ କ୍ରିତଦାସ ଭାବରେ ବିକ୍ରୟ କରୁଥିଲେ ।