or_obs-tn/content/08/02.md

978 B

ତାହାଙ୍କ ଭାଇମାନଙ୍କ ନିକଟକୁ ଆସିଲେ

ଏହାକୁ ଅନ୍ୟ ଭାବରେ ଏହିପରି ଭାବରେ ଅନୁବାଦ କରାଯାଇପାରେ “ତାହାଙ୍କ ଭାଇମାନେ ଯେଉଁଠାରେ ଥିଲେ ସେଠାରେ ପହଞ୍ଚିଲେ ।”

ଅପହରଣ କଲେ

ସେମାନେ ତାହାଙ୍କ ଇଛା ବିରୁଦ୍ଧରେ ନେଇଗଲେ । ଏହା କରିବା ସେମାନଙ୍କ ପକ୍ଷେ ଉତ୍ତମ ନ ଥିଲା ।

କ୍ରିତଦାସ ବଣିକମାନେ

ଏମାନେ ସେହି ଲୋକମାନେ ଥିଲେ ଯେଉଁମାନେ ଜଣେ ମାଲିକଙ୍କଠାରୁ ଲୋକମାନଙ୍କୁ କ୍ରୟ କରି ଆଣୁଥିଲେ ଏବଂ ମାଲିକଙ୍କୁ କ୍ରିତଦାସ ଭାବରେ ବିକ୍ରୟ କରୁଥିଲେ ।