or_obs-tn/content/07/10.md

2.2 KiB

ଶାନ୍ତିର ସହ ବାସ କଲେ

ଏହି ଘଟଣାକୁ ସୂଚାଏ ଯେ ଯାକୁବ ଓ ଏଷୌ ପରସ୍ପର ପ୍ରତି କ୍ରୋଧିତ ନ ଥିଲେ ଏବଂ ସେମାନେ ପରସ୍ପର ପ୍ରତି ଆଉ କଳି କଲେ ନାହିଁ ।

କବର ଦେଲେ

ଏହାର ଅର୍ଥ ଏପରି ବୁଝାଯିବ ଯେ ସେମାନେ ଭୂମିରେ ଏକ ଗାତ ଖୋଳିଲେ, ଇସ୍‍ହାକଙ୍କ ଶରୀର ସେଠାରେ ରଖିଲେ, ଏବଂ ଗାତକୁ ଧୂଳି ବା ପଥରରେ ପୋତି ପକାଇଲେ । କିମ୍ବା ଏହା ଏପରି ବୁଝାଯିବ ଯେ ସେମାନେ ଇସାହାକଙ୍କର ଶରୀରକୁ ଏକ ଗୁମ୍ଫାରେ ରଖିଲେ ଏବଂ ଏହାର ପ୍ରବେଶ ପଥକୁ ଘୋଡାଇ ପକାଇଲେ ।

ଚୁକ୍ତିର ପ୍ରତିଶୃତିଗୁଡିକ

ଏହି ସମସ୍ତ ସେହି ସମସ୍ତ ପ୍ରତିଜ୍ଞାକୁ ସୂଚାଏ ଯାହା ଅବ୍ରହାମଙ୍କ ସହ ଈଶ୍ଵର ତାହାଙ୍କ ପ୍ରତିଜ୍ଞା ବା ଚୁକ୍ତି କରିବା ସମୟରେ କରିଥିଲେ ।

ଇସ୍‍ହାକଙ୍କଠାରୁ ଯାକୁବଙ୍କଠାକୁ ଯାଇଥିଲା

ପ୍ରତିଜ୍ଞାଗୁଡିକ ଅବ୍ରହାମଙ୍କଠାରୁ ତାହାଙ୍କ ପୁତ୍ର ଇସ୍‍ହାକଙ୍କ ନିକଟକୁ ଯାଇଥିଲା, ଏବଂ ବର୍ତ୍ତମାନ ଇସାହାକଙ୍କ ପୁତ୍ର ଯାକୁବଙ୍କ ନିକଟକୁ ଗଳା ଉପରକୁ ଆସିଲା । ଏଷୌ ପ୍ରତିଜ୍ଞାଗୁଡିକ ପ୍ରାପ୍ତ କରିନଥିଲେ । 06-04 ମଧ୍ୟ ଦେଖନ୍ତୁ ।

ଏକ ବାଇବଲର କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ:

ଆଦିପୁସ୍ତକର 25: 27

33: 20