or_obs-tn/content/06/04.md

816 B

ପ୍ରତିଜ୍ଞା ପିଢି ପରେ ପିଢି ଯାଇଥିଲା

ଅବ୍ରହାମଙ୍କ ସହିତ ଈଶ୍ଵର ଯେଉଁ ପ୍ରତିଜ୍ଞା କରିଥିଲେ କେବଳ ତାହାଙ୍କ ନିମନ୍ତେ ନ ଥିଲା, କିନ୍ତୁ ତାଙ୍କ ବଂଶଧରଙ୍କ ନିମନ୍ତେ ମଧ୍ୟ ଥିଲା ।

ଅସଂଖ୍ୟ

ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ଅତିଶୟ” । “ଅସଂଖ୍ୟ” ଶବ୍ଦର ଅର୍ଥ ଏତେ ସଂଖ୍ୟକ ବଂଶଧର ହେବେ ଯେ ଲୋକମାନେ ସେମାନଙ୍କୁ ଗଣନା କରିବାକୁ ସମର୍ଥ ହେବେନାହିଁ ।