or_obs-tn/content/05/01.md

7 lines
1.1 KiB
Markdown

# ତଥାପି ସନ୍ତାନ ନୋଥିଲେ
ସନ୍ତାନ ବିନା ଏକ ବୃହତ୍ ଗୋଷ୍ଟୀ ହେବା ନିମନ୍ତେ ଅବ୍ରାମଙ୍କର ବଂଶଧର ନ ଥିଲେ ।
# ତାକୁ ମଧ୍ୟ ବିବାହ କର
ଅବ୍ରାମ ହାଗାରଙ୍କୁ ଦ୍ବିତୀୟ ସ୍ତ୍ରୀ ଭାବରେ ଗ୍ରହଣ କର, କିନ୍ତୁ ସ୍ତ୍ରୀ ଭାବରେ ସାରାଙ୍କର ଯେପରି ସ୍ତିତି ରହିଛି ହାଗାରଙ୍କର ସେପରି ସ୍ତିତି ରହିବ ନାହିଁ । ସେ ସେତେବେଳେ ସୁଦ୍ଧା ସାରାଙ୍କର ଦାସୀ ଥିଲେ ।
# ମୋ ନିମନ୍ତେ ଏକ ସନ୍ତାନ ଧାରଣ କର
ଯେହେତୁ ହାଗାର ସାରାଙ୍କର ଦାସୀ ଥିଲେ, ତେଣୁ ହାଗାର ଯେକୌଣସି ସନ୍ତାନ ପ୍ରସବ କରିବେ ସେ ସାରାଙ୍କର ସନ୍ତାନ ଭାବରେ ଗଣିତ ହେବେ ।