or_obs-tn/content/05/01.md

1.1 KiB

ତଥାପି ସନ୍ତାନ ନୋଥିଲେ

ସନ୍ତାନ ବିନା ଏକ ବୃହତ୍ ଗୋଷ୍ଟୀ ହେବା ନିମନ୍ତେ ଅବ୍ରାମଙ୍କର ବଂଶଧର ନ ଥିଲେ ।

ତାକୁ ମଧ୍ୟ ବିବାହ କର

ଅବ୍ରାମ ହାଗାରଙ୍କୁ ଦ୍ବିତୀୟ ସ୍ତ୍ରୀ ଭାବରେ ଗ୍ରହଣ କର, କିନ୍ତୁ ସ୍ତ୍ରୀ ଭାବରେ ସାରାଙ୍କର ଯେପରି ସ୍ତିତି ରହିଛି ହାଗାରଙ୍କର ସେପରି ସ୍ତିତି ରହିବ ନାହିଁ । ସେ ସେତେବେଳେ ସୁଦ୍ଧା ସାରାଙ୍କର ଦାସୀ ଥିଲେ ।

ମୋ ନିମନ୍ତେ ଏକ ସନ୍ତାନ ଧାରଣ କର

ଯେହେତୁ ହାଗାର ସାରାଙ୍କର ଦାସୀ ଥିଲେ, ତେଣୁ ହାଗାର ଯେକୌଣସି ସନ୍ତାନ ପ୍ରସବ କରିବେ ସେ ସାରାଙ୍କର ସନ୍ତାନ ଭାବରେ ଗଣିତ ହେବେ ।