or_obs-tn/content/04/06.md

7 lines
1.1 KiB
Markdown

# ତୁମେ ଦେଖିପାରୁଥିବା ସମସ୍ତ ଦେଶ ବା ଅଞ୍ଚଳ
ଯଦି ଅବ୍ରାମ ଏକ ପର୍ବତ ଉପରେ ଠିଆ ହୋଇଥିଲେ, ତେବେ ସେ ଏକ ବିରାଟ ଅଞ୍ଚଳ ଦେଖିପାରିଥିବେ । ଅନେକ ଘଟଣାରେ ଈଶ୍ଵର ଅବ୍ରାମ ଓ ତାଙ୍କ ବଂଶଧରଙ୍କୁ ସମଗ୍ର କିଣାନ ଦେଶ ଦେବା ନିମନ୍ତେ ପ୍ରତିଜ୍ଞା କରିଥିଲେ ।
# ଉତ୍ତରାଧିକାର ଭାବରେ
ଅବ୍ରାମ ଓ ତାଙ୍କ ବଂଶକୁ ଈଶ୍ଵର ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ ଯେପରି ଜଣେ ପିତା ତାହାର ସନ୍ତାନମାନଙ୍କୁ ଭୂମି ଓ ସମ୍ପତ୍ତି ଦେଇଥାଏ ।
# ତା’ପରେ ଅବ୍ରାମ ସେହି ଦେଶରେ ବାସ କଲେ
ଅବ୍ରାମ ଓ ତାଙ୍କ ସହିତ ଯାଇଥିବା ସମସ୍ତେ ସେଠାରେ ବାସ କଲେ ।