or_obs-tn/content/04/06.md

1.1 KiB

ତୁମେ ଦେଖିପାରୁଥିବା ସମସ୍ତ ଦେଶ ବା ଅଞ୍ଚଳ

ଯଦି ଅବ୍ରାମ ଏକ ପର୍ବତ ଉପରେ ଠିଆ ହୋଇଥିଲେ, ତେବେ ସେ ଏକ ବିରାଟ ଅଞ୍ଚଳ ଦେଖିପାରିଥିବେ । ଅନେକ ଘଟଣାରେ ଈଶ୍ଵର ଅବ୍ରାମ ଓ ତାଙ୍କ ବଂଶଧରଙ୍କୁ ସମଗ୍ର କିଣାନ ଦେଶ ଦେବା ନିମନ୍ତେ ପ୍ରତିଜ୍ଞା କରିଥିଲେ ।

ଉତ୍ତରାଧିକାର ଭାବରେ

ଅବ୍ରାମ ଓ ତାଙ୍କ ବଂଶକୁ ଈଶ୍ଵର ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ ଯେପରି ଜଣେ ପିତା ତାହାର ସନ୍ତାନମାନଙ୍କୁ ଭୂମି ଓ ସମ୍ପତ୍ତି ଦେଇଥାଏ ।

ତା’ପରେ ଅବ୍ରାମ ସେହି ଦେଶରେ ବାସ କଲେ

ଅବ୍ରାମ ଓ ତାଙ୍କ ସହିତ ଯାଇଥିବା ସମସ୍ତେ ସେଠାରେ ବାସ କଲେ ।