or_obs-tn/content/03/11.md

9 lines
1.4 KiB
Markdown

# କପୋତ
ଏକ ଛୋଟ, ଧଳା କିମ୍ବା ମାଟିଆ ରଙ୍ଗର ଉଡୁଥିବା ପକ୍ଷି ଯାହା ବୀଜ ବା ଫଳ ଖାଇଥାଏ ।
# ଜୀତବୃକ୍ଷର ଡାଳ ବା ଶାଖା
ଜୀତବୃକ୍ଷର ଫଳରେ ତୈଳ ରହିଥାଏ ଯାହାକୁ ଲୋକମାନେ ରନ୍ଧନ କାର୍ଯ୍ୟରେ ବା ସେମାନଙ୍କ ଦେହରେ ଲଗାଇବା ପାଇଁ ବ୍ୟବହାର କରିଥାନ୍ତି ।
# ଆପଣଙ୍କ ଭାଷାରେ ଯଦି “ଜୀତବୃକ୍ଷର ଡାଳ ବା ଶାଖା” ନିମନ୍ତେ କୌଣସି ଶବ୍ଦ ନାହିଁ ଆପଣ ଏହାକୁ “’ଅଲିଭ୍’ ନାମରେ ଜଣାଶୁଣା ଏକ ବୃକ୍ଷର ଶାଖା” କିମ୍ବା “ଏକ ତୈଳ
ବୃକ୍ଷର ଶାଖାରୁ” ବୋଲି ଅନୁବାଦ କରିପାରିବେ ।
# ଜଳ ହ୍ରାସ ପାଇ ପାଇ ଆସୁଥିଲା
ଆପଣଙ୍କ ଭାଷାରେ ଏହାକୁ ଏହି ପ୍ରକାରେ କହିଲେ ଅଧିକ ସାଧାରଣ ହେବ । “ଜଳ ନିମ୍ନକୁ ଚାଲିଯାଉଥିଲା”, କିମ୍ବା “ଜଳସ୍ତର ହ୍ରାସ ପାଇ ପାଇ ଆସୁଥିଲା” ।