or_obs-tn/content/03/11.md

1.4 KiB

କପୋତ

ଏକ ଛୋଟ, ଧଳା କିମ୍ବା ମାଟିଆ ରଙ୍ଗର ଉଡୁଥିବା ପକ୍ଷି ଯାହା ବୀଜ ବା ଫଳ ଖାଇଥାଏ ।

ଜୀତବୃକ୍ଷର ଡାଳ ବା ଶାଖା

ଜୀତବୃକ୍ଷର ଫଳରେ ତୈଳ ରହିଥାଏ ଯାହାକୁ ଲୋକମାନେ ରନ୍ଧନ କାର୍ଯ୍ୟରେ ବା ସେମାନଙ୍କ ଦେହରେ ଲଗାଇବା ପାଇଁ ବ୍ୟବହାର କରିଥାନ୍ତି ।

ଆପଣଙ୍କ ଭାଷାରେ ଯଦି “ଜୀତବୃକ୍ଷର ଡାଳ ବା ଶାଖା” ନିମନ୍ତେ କୌଣସି ଶବ୍ଦ ନାହିଁ ଆପଣ ଏହାକୁ “’ଅଲିଭ୍’ ନାମରେ ଜଣାଶୁଣା ଏକ ବୃକ୍ଷର ଶାଖା” କିମ୍ବା “ଏକ ତୈଳ

ବୃକ୍ଷର ଶାଖାରୁ” ବୋଲି ଅନୁବାଦ କରିପାରିବେ ।

ଜଳ ହ୍ରାସ ପାଇ ପାଇ ଆସୁଥିଲା

ଆପଣଙ୍କ ଭାଷାରେ ଏହାକୁ ଏହି ପ୍ରକାରେ କହିଲେ ଅଧିକ ସାଧାରଣ ହେବ । “ଜଳ ନିମ୍ନକୁ ଚାଲିଯାଉଥିଲା”, କିମ୍ବା “ଜଳସ୍ତର ହ୍ରାସ ପାଇ ପାଇ ଆସୁଥିଲା” ।