12 lines
2.1 KiB
Markdown
12 lines
2.1 KiB
Markdown
# ପଞ୍ଚମ ଦିବସ
|
|
ଈଶ୍ଵର ପୂର୍ବରୁ ଚତୁର୍ଥ ଦିବସରେ ଆରମ୍ଭ କରିଥିବା ସୃଷ୍ଟିର ପର୍ଯ୍ୟାୟକ୍ରମେ ଚାଲୁ ରଖିଲେ ।
|
|
# ଈଶ୍ଵର କହିଲେ
|
|
ଈଶ୍ଵର ଆଦେଶ ଦେଇ ପକ୍ଷୀ ଓ ଜଳଚର ସୃଷ୍ଟି କଲେ ।
|
|
# ଜଳରେ ବିଚରଣ କରୁଥିବା ପ୍ରତ୍ୟେକ ଜୀବ ଯେ
|
|
ଈଶ୍ଵର କେବଳ ମତ୍ସ୍ୟ ସୃଷ୍ଟି କରିନଥିଲେ, କିନ୍ତୁ ଜଳରେ ବାସ କରୁଥିବା ସମସ୍ତ ପ୍ରକାର ଜୀବଜନ୍ତୁ କୁ ସୃଷ୍ଟି କରିଥିଲେ। ପ୍ରତ୍ୟେକେ ଅଛନ୍ତି, କାରଣ ଈଶ୍ଵର ଏହାକୁ ସୃଷ୍ଟି କରିବା ନିମନ୍ତେ ମନୋନୀତ କଲେ ।
|
|
# ସମସ୍ତ ପକ୍ଷୀଗଣ
|
|
ଈଶ୍ଵର କେବଳ ଏକ ପ୍ରକାର ପକ୍ଷୀଗଣ ସୃଷ୍ଟି କରିନଥିଲେ, କିନ୍ତୁ ଆଶ୍ଚର୍ଯ୍ୟଜନକ ପ୍ରକାର, ଆକାର, ରଙ୍ଗ ଓ ସମସ୍ତ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ ।
|
|
# ଉତ୍ତମ ଥିଲା
|
|
ଈଶ୍ଵରଙ୍କ ବୁଦ୍ଧିର ଯୋଜନା ଓ ଉଦ୍ଦେଶ୍ୟ ଅନୁଯାୟୀ ସମସ୍ତ ପର୍ଯ୍ୟାୟ ବା ପଦକ୍ଷେପ ଠିକ୍ ଭାବରେ ହୋଇଥିବା ଦେଖାଇବା ନିମନ୍ତେ ସୃଷ୍ଟି ସାରା ଏହି ବାକ୍ୟାଂଶକୁ ବାରମ୍ବାର କୁହାଯାଇଅଛି ।
|
|
# ସେମାନଙ୍କୁ ଆଶୀର୍ବାଦ କଲେ
|
|
ଈଶ୍ଵର ତାହାଙ୍କ ଇଛା ପ୍ରକାଶ କରନ୍ତି ଯେ ସେମାନେ ବୃଦ୍ଧି ପାଇବେ ଏବଂ ସେମାନଙ୍କୁ ସେ ଯେଉଁ ପୃଥିବୀରେ ରଖିଅଛନ୍ତି ସେଥିରେ ସେମାନେ ଭଲ ଭାବରେ ରହିବେ । |