or_tN/tn_JON.tsv

111 KiB
Raw Permalink Blame History

1ReferenceIDTagsSupportReferenceQuoteOccurrenceNote
2front:introhk4p0

ଯୂନସଙ୍କ ପରିଚୟ

ଭାଗ ୧: ସାଧାରଣ ପରିଚୟ

ଯୂନସ ପୁସ୍ତକର ରୂପରେଖା

  1. ଯୂନସ ଯିହୋବାଙ୍କ ଉପସ୍ଥିତିରୁ ପଳାଇବାକୁ ଚେଷ୍ଟା କରନ୍ତି।(୧:୧-:୧୦)
    • ଯୂନସ ନୀନିବୀକୁ ଯିବା ନିମନ୍ତେ ଯିହୋବାଙ୍କ ପ୍ରଥମ ଆହ୍ୱାନକୁ ଅବମାନନା କରନ୍ତି । (୧:୧–୩)
    • ଯୂନସ ଏବଂ ଅଣଯିହୁଦୀ ନାବିକମାନେ । (୧:୪–୧୬)
    • ଯୂନସଙ୍କୁ ଗିଳିବା ନିମନ୍ତେ ଯିହୋବା ଏକ ବୃହତ ମତ୍ସ୍ୟକୁ ପ୍ରଦାନ କରନ୍ତି, ଏବଂ ସେ ପ୍ରାର୍ଥନା କରନ୍ତି ଏବଂ ଉଦ୍ଧାର ହୁଅନ୍ତି। (୧:୧୭–୨:୧୦)
  2. ନୀନିବୀରେ ଯୂନସ  (୩:୧-୪:୧୧)
    • ଯିହୋବା ପୁନର୍ବାର ଯୂନସଙ୍କୁ ନୀନିବୀକୁ ଯିବା ନିମନ୍ତେ ଆହ୍ୱାନ କରନ୍ତି, ଏବଂ ଯୂନସ ଯିହୋବାଙ୍କ ବାର୍ତ୍ତା ଘୋଷଣା କରନ୍ତି । (୩:୧–୪)
    • ନୀନିବୀ ଅନୁତାପ କରେ । (୩:୫-9)
    • ଯିହୋବା ନୀନିବୀକୁ ବିନାଶ ନକରିବାକୁ ସ୍ଥିର କରନ୍ତି । (୩:୧୦)
    • ଯୂନସ ଯିହୋବାଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୁଅନ୍ତି । (୪:୧୩)
    • ଯିହୋବା  ଯୂନସଙ୍କୁ ଅନୁଗ୍ରହ ଓ ଦୟା ବିଷୟରେ ଶିକ୍ଷା ଦିଅନ୍ତି ।  (୪:୪–୧୧)

ଯୂନସଙ୍କ ପୁସ୍ତକ କ’ଣ ବର୍ଣ୍ଣନା କରେ?

ଅମିତ୍ତୟଙ୍କ ପୁତ୍ର ଯୂନସ ଗାଥ୍‍-ହେଫରରୁ  ( ରାଜା ୧୪:୨୫) ଜଣେ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ଏହି ପୁସ୍ତକ ଯୂନସଙ୍କ ସହିତ କ’ଣ ଘଟିଥିଲା ସେ ବିଷୟରେ ବର୍ଣ୍ଣନା କରେ। ଅଣଯିହୁଦୀମାନଙ୍କୁ ଯିହୋବା କିପରି ଦୟା ଓ ଅନୁଗ୍ରହ ପ୍ରଦାନ କରନ୍ତି ତାହା ବର୍ଣ୍ଣନା କରେ। କିପରି ନୀନିବୀଲୋକମାନେ ଅନୁତାପ କଲେ ଏବଂ ଦୟା ପାଇଁ ଯିହୋବାଙ୍କୁ ଡାକିଲେ ତାହା ମଧ୍ୟ ଏହି ପୁସ୍ତକ ବର୍ଣ୍ଣନା କରେ। [[rc:///tw/dict/bible/kt/mercy]], [[rc:///tw/dict/bible/kt/grace]] ଏବଂ [[rc://*/tw/dict/bible/kt/repent]] ଦେଖନ୍ତୁ)

ଯିହୋବା ନୀନିବୀର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସାବଧାନ କରାଇବା ପାଇଁ ଯୂନସଙ୍କୁ ନୀନିବୀକୁ ପଠାଇଲେ ।ଯିହୋବା କହିଲେ ଯେ ଯଦି ସେମାନେ ଅନୁତାପ କରନ୍ତି ତେବେ ସେ ସେମାନଙ୍କୁ ବିନାଶ କରିବେ ନାହିଁ। ତଥାପି, ଯୂନସ ଜଣେ ଇସ୍ରାଏଲୀୟ ଥିଲେ ଏବଂ ନୀନିବୀଲୋକମାନେ ଅନୁତାପ କରନ୍ତୁ ବୋଲି ଚାହୁଁ ନଥିଲେ। ତେଣୁ ଯୂନସଙ୍କୁ ଯାହା କରିବାକୁ ଯିହୋବା କହିଥିଲେ ତାହା କରିବା ପରିବର୍ତ୍ତେ ଯୂନସ ବିପରୀତ ଦିଗକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯିହୋବା ଯୂନସଙ୍କୁ ଗିଳିବା ନିମନ୍ତେ ଏକ ବୃହତ ମତ୍ସ୍ୟକୁ  ଓ ଏକ ପ୍ରଚଣ୍ଡ ଝଡ଼ ପଠାଇ ତାଙ୍କୁ ଅଟକାଇଲେ।

ଯୂନସ ଅନୁତାପ କରି ନୀନିବୀ ଲୋକମାନଙ୍କୁ ସାବଧାନ କଲେ। ଫଳସ୍ୱରୂପ, ଯିହୋବା ତାଙ୍କୁ ଶିଖାଇଲେ ଯେ ସେ କେବଳ ଇସ୍ରାଏଲୀୟମାନଙ୍କ ଈଶ୍ଵର ନୁହନ୍ତି ନୁହେଁ, ବରଂ ସମସ୍ତ ମାନବ ଜାତିର ଈଶ୍ଵର ଅଟନ୍ତି।

ଏହି ପୁସ୍ତକର ନାମ କିପରି ଅନୁବାଦ ହେବା ଉଚିତ?

ଏହି ପୁସ୍ତକକୁ ପାରମ୍ପାରିକ ଭାବରେ ଯୂନସଙ୍କର ପୁସ୍ତକ କିମ୍ବା କେବଳ ଯୂନସ ବୋଲି ଅନୁବାଦ କରାଯାଇଅଛି I ଅନୁବାଦକମାନେ ଏହି ପୁସ୍ତକକୁ ଯୂନସଙ୍କ ବିଷୟରେ ପୁସ୍ତକ ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରିବାକୁ ନିଷ୍ପତ୍ତି ନେଇପାରନ୍ତି I [[rc://*/ta/man/translate/translate-names]]) ଦେଖନ୍ତୁ)

ଯୂନସ ପୁସ୍ତକ କିଏ ଲେଖିଥିଲେ?

ସମ୍ଭବତଃ ଯୂନସ ଏହି ପୁସ୍ତକ ଲେଖିବାରେ ସମ୍ପୃକ୍ତ ଥିଲେ। ତଥାପି, ପ୍ରକୃତରେ କିଏ ଏହା ଲେଖିଛନ୍ତି ତାହା ବିଦ୍ୱାନଗଣ ଜାଣନ୍ତି ନାହିଁ I

ଯୂନସ ଇସ୍ରାଏଲର ଉତ୍ତର ରାଜ୍ୟରେ ବାସ କରୁଥିଲେ। ସେ 800 ରୁ 750 ଖ୍ରୀଷ୍ଟପୂର୍ବ ମଧ୍ୟରେ  ରାଜା ଯାରବୀୟାମ ଦ୍ୱିତୀୟଙ୍କ ଶାସନ କାଳରେ ଭବିଷ୍ୟବାଣୀ କରିଥିଲେ I

ଭାଗ : ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

ଅଶୂରର ଜାତି କ’ଣ ଥିଲା?

ଯୂନସଙ୍କ ସମୟରେ ଅଶୂର ପ୍ରାଚୀନ ମଧ୍ୟପୂର୍ବର ସବୁଠାରୁ ଶକ୍ତିଶାଳୀ ରାଜ୍ୟ ଥିଲା I ନୀନିବୀ ଅଶୂରର ରାଜଧାନୀ ଥିଲା I

ଅଶୂର  ଆପଣା ଶତ୍ରୁମାନଙ୍କ ପ୍ରତି ନିଷ୍ଠୁର ଥିଲା। ଶେଷରେ, ଯିହୋବା ଅଶୂରୀୟମାନଙ୍କୁ ସେମାନଙ୍କର ଦୁଷ୍କର୍ମ ହେତୁ ଦଣ୍ଡ ଦେଲେ।

ଅଶୂରୀୟମାନେ ଯିହୁଦୀୟ ଧର୍ମ ଗ୍ରହଣ କଲେ କି?

ଅଶୂରୀୟମାନେ କେବଳ ଯିହୋବାଙ୍କୁ ଉପାସନା କରିବା ଆରମ୍ଭ କଲେ ବୋଲି କେତେକ ବିଦ୍ୱାନଗଣ ବିଶ୍ଵାସ କରନ୍ତି । କିନ୍ତୁ ସେମାନେ ଅନ୍ୟ ମିଥ୍ୟା ଦେବତାଗଣକୁ ପୂଜା କରିବା ଜାରି ରଖିଲେ ବୋଲି ଅଧିକାଂଶ ବିଦ୍ୱାନଗଣ ବିଶ୍ଵାସ କରନ୍ତି [[rc://*/tw/dict/bible/kt/falsegod]]) ଦେଖନ୍ତୁ)

31:introxvp20

ଯୂନସ 1 ସାଧାରଣ ବିବରଣୀ

ଆକାର ଏବଂ ଗଠନ

ଏହି ଅଧ୍ୟାୟର ବର୍ଣ୍ଣନା ହଠାତ ଆରମ୍ଭ ହୁଏ । ଏହା ଅନୁବାଦକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ସଂପୂର୍ଣ୍ଣ ରୂପେ ଆବଶ୍ୟକ ନହେବା ପର୍ଯ୍ୟନ୍ତ ଅନୁବାଦକଗଣ ଏହି ପରିଚୟକୁ ସରଳ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ ।

ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ଚମତ୍କାର 

ଯୂନସ 17 ପଦରେ, ଏକ ବୃହତ ମତ୍ସ୍ୟ ବିଷୟରେ ଉଲ୍ଲେଖ ଅଛି । ଏକ ସମୁଦ୍ର ପ୍ରାଣୀ ମନୁଷ୍ୟକୁ ଗିଳିବା ଏବଂ ମତ୍ସ୍ୟ ଭିତରେ ତିନି ଦିନ ଏବଂ ତିନି ରାତ୍ରି ଜୀବିତ ରହିବା ବିଷୟରେ କଳ୍ପନା କରିବା କଷ୍ଟକର ହୋଇପାରେ । ଏହି ଘଟଣା ବୁଝିବାକୁ ସରଳ କରିବାକୁ ଯାଇ ଅନୁବାଦକଗଣ ଚମତ୍କାର ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ । [[rc://*/tw/dict/bible/kt/miracle]]) ଦେଖନ୍ତୁ)]

ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଆଳଙ୍କାରଗୁଡ଼ିକ

ବ୍ୟଙ୍ଗାର୍ଥକ ପରିସ୍ଥିତି

ଏହି ଅଧ୍ୟାୟରେ ଏକ ବ୍ୟଙ୍ଗାର୍ଥକ ପରିସ୍ଥିତି ଅଛି। ଏହାର ଅର୍ଥ ଏଠାରେ ଏପରି ଲୋକମାନେ ଅଛନ୍ତି ଯିଏ ସେମାନଙ୍କଠାରୁ ଆଶା କରାଯାଇଥିବା ବିଷୟର ବିପରୀତ କାର୍ଯ୍ୟ କରନ୍ତି କିମ୍ବା କହନ୍ତି। ଯୂନସ ଈଶ୍ଵରଙ୍କ ଜଣେ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି ଏବଂ ସେ ଈଶ୍ଵରଙ୍କ ଇଚ୍ଛା ପାଳନ କରିବାକୁ ଚେଷ୍ଟା କରିବା ଉଚିତ । କିନ୍ତୁ ସେ ଏପରି କରିବା ପରିବର୍ତ୍ତେ  ଈଶ୍ଵରଙ୍କଠାରୁ ପଳାଇ ଯାଉଛନ୍ତି। ଯଦିଓ ଅଣଯିହୁଦୀ ନାବିକମାନେ ଇସ୍ରାଏଲୀୟ ନୁହଁନ୍ତି, ସେମାନେ ଯୂନସଙ୍କୁ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁକୁ ପଠାଇବା ସମୟରେ ଯିହୋବାଙ୍କ ବିଶ୍ଵାସ ଏବଂ ଭୟରୁ କାର୍ଯ୍ୟ କଲେ। [[rc:///ta/man/translate/figs-irony]], [[rc:///tw/dict/bible/kt/prophet]] ଏବଂ [[rc:///tw/dict/bible/kt/willofgod]] and [[rc:///tw/dict/bible/kt/faith]])

ସମୁଦ୍ର

ପ୍ରାଚୀନ ମଧ୍ୟପୂର୍ବର ଲୋକମାନେ ମଧ୍ୟ ସମୁଦ୍ରକୁ ବିଶୃଙ୍ଖଳିତ ଭାବରେ ଦେଖିଥିଲେ ଏବଂ ଏହାକୁ ବିଶ୍ୱାସ କରିନଥିଲେ। ସେମାନେ ପୂଜା କରୁଥିବା କେତେକ ଦେବତା ସମୁଦ୍ରର ଦେବତା ଥିଲେ। ଯୂନସଙ୍କର ଲୋକ, ଏବ୍ରୀୟମାନେ ସମୁଦ୍ରକୁ ଅତ୍ୟନ୍ତ ଭୟ କରୁଥିଲେ। ତଥାପି, ଯୂନସଙ୍କ ଯିହୋବାଙ୍କ ପ୍ରତି ଥିବା ଭୟ ତାଙ୍କୁ ଜାହାଜରେ ନ ଯିବା ଏବଂ ଯିହୋବାଙ୍କଠାରୁ ପଳାଇ ଯିବା ପାଇଁ ଯଥେଷ୍ଟ ନଥିଲା। ଅଣଯିହୁଦୀମାନଙ୍କ କାର୍ଯ୍ୟଠାରୁ ତାଙ୍କର କାର୍ଯ୍ୟକଳାପ ବିପରୀତ ଥିଲା। [[rc:///ta/man/translate/figs-irony]] and [[rc:///tw/dict/bible/kt/fear]])

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

ଅନ୍ତର୍ନିହିତ ସୂଚନା

ଯଦିଓ ତର୍ଶୀଶ କେଉଁଠାରେ ଅବସ୍ଥିତ ଥିଲା ତାହା କେହି ଜାଣି ନାହାଁନ୍ତି, ଲେଖକ ଅନୁମାନ କରନ୍ତି ଯେ ପାଠକଗଣ ଜାଣନ୍ତି ଯେ ଯୂନସଙ୍କୁ ନୀନିବୀଠାରୁ ସେଠାକୁ ଯିବାର ଥିଲା । [[rc://*/ta/man/translate/figs-explicit]])ଦେଖନ୍ତୁ)

41:1jdr1rc://*/ta/man/translate/writing-neweventוַֽ⁠יְהִי֙ דְּבַר־יְהוָ֔ה1

ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ପ୍ରଥମ ଅର୍ଦ୍ଧେକକୁ ପରିଚିତ କରାଏ । ସେହି ବାକ୍ୟାଂଶ ହିଁ କାହାଣୀର (3: 1) ଦ୍ୱିତୀୟାର୍ଦ୍ଧକୁ ପରିଚିତ କରାଏ  । ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଏକ ଐତିହାସିକ କାହାଣୀ ଆରମ୍ଭ କରିବାର ଏହା ଏକ ସାଧାରଣ ଶୈଳୀ ଅଟେ । [[rc://*/ta/man/translate/writing-newevent]]) ଦେଖନ୍ତୁ)

51:1ll6crc://*/ta/man/translate/figs-idiomוַֽ⁠יְהִי֙ דְּבַר־יְהוָ֔ה1

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯିହୋବା ତାଙ୍କ ବାର୍ତ୍ତାକୁ କୌଣସି ପ୍ରକାରେ କହିଲେ କିମ୍ବା ପ୍ରକାଶ କରିଥିଲେ । ବିକଳ୍ପ ଅନୁବାଦ: “ଯିହୋବା ଆପଣା ବାର୍ତ୍ତା କହିଲେ” [[rc://*/ta/man/translate/figs-idiom]]) ଦେଖନ୍ତୁ)

61:1qa3zדְּבַר־יְהוָ֔ה1

ଯିହୋବାଙ୍କ ବାର୍ତ୍ତା

71:1s6avיְהוָ֔ה1

ଏହା ଈଶ୍ଵରଙ୍କ ନାମ ଯାହା ସେ ନିଜ ଲୋକଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ।

81:1jv8crc://*/ta/man/translate/translate-namesאֲמִתַּ֖י1

ଏହା ଯୂନସଙ୍କ ପିତାଙ୍କର ନାମ ଅଟେ । [[rc://*/ta/man/translate/translate-names]]) ଦେଖନ୍ତୁ)

91:2x5uaק֠וּם לֵ֧ךְ אֶל־נִֽינְוֵ֛ה הָ⁠עִ֥יר הַ⁠גְּדוֹלָ֖ה1

ନୀନିବୀ ମହାନଗରକୁ ଯାଅ

101:2v2xtrc://*/ta/man/translate/figs-idiomק֠וּם1

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯୂନସ ପ୍ରତିକ୍ରିୟା ଦେଇ ସେଠାକୁ ଯିବା ଉଚିତ । ଏହାର ଅର୍ଥ ଏହା ନୁହେଁ ଯେବେ ଈଶ୍ଵର ତାଙ୍କ ସହ କଥା ହେଲେ ସେସମୟରେ ସେ ବସିଥିଲେ କିମ୍ବା ଶୋଇଥିଲେ। ଅନେକ ଭାଷା କେବଳ ଗୋଟିଏ କ୍ରିୟା ବ୍ୟବହାର କରେ, ଯେପରିକି “ଯାଅ” । [[rc://*/ta/man/translate/figs-idiom]]) ଦେଖନ୍ତୁ)

111:2jqz9rc://*/ta/man/translate/figs-metonymyוּ⁠קְרָ֣א עָלֶ֑י⁠הָ1

ଏଠାରେ ଏହି  ଶବ୍ଦ, ଅର୍ଥାତ୍ ନୀନିବୀ ନଗରର, ଏକ ଲକ୍ଷଣାତ୍ମକ ଅଳଙ୍କାର ଅଟେ ଯାହା ନଗରରେ ଏବଂ ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ସାବଧାନ କର” [[rc://*/ta/man/translate/figs-metonymy]]) ଦେଖନ୍ତୁ)

121:2rki2עָלְתָ֥ה רָעָתָ֖⁠ם לְ⁠פָנָֽ⁠י1
131:2jd9rrc://*/ta/man/translate/figs-metonymyלְ⁠פָנָֽ1

ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ । ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଯିହୋବା କହୁଛନ୍ତି ଯେ ନୀନିବୀର ଲୋକମାନେ କେତେ ଦୁଷ୍ଟ ହୋଇଗଲେ ତାହା ସେ ଦୃଷ୍ଟି କରିଛନ୍ତି। [[rc://*/ta/man/translate/figs-metonymy]]) ଦେଖନ୍ତୁ)

141:3f5srrc://*/ta/man/translate/figs-idiomוַ⁠יָּ֤קָם יוֹנָה֙ לִ⁠בְרֹ֣חַ1

ଏଠାରେ ଉଠିଲେ ଶବ୍ଦର ଅର୍ଥ ଈଶ୍ଵରଙ୍କ ଆଦେଶନୁସାରେ ଯୂନସ କାର୍ଯ୍ୟ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ଏହା ମାନିବା ପରିବର୍ତ୍ତେ ଅବମାନନା କରିବା ଥିଲା । 1:2 ରେ ଆପଣ କିପରି ଏହି ରୂଢ଼ିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ ଯୂନସ ପଳାଇଲେ” [[rc://*/ta/man/translate/figs-idiom]]) ଦେଖନ୍ତୁ)

151:3n96trc://*/ta/man/translate/figs-metaphorמִ⁠לִּ⁠פְנֵ֖י יְהוָ֑ה-1
161:3g66vrc://*/ta/man/translate/figs-explicitלִ⁠בְרֹ֣חַ תַּרְשִׁ֔ישָׁ⁠ה1
171:3djv1וַ⁠יֵּ֨רֶד יָפ֜וֹ1

“ଯୂନସ ଯାଫୋକୁ ଗଲେ”

181:3w3ucאָנִיָּ֣ה1

ଏକ ଜାହାଜ ଏକ ବହୁତ ବଡ ଡଙ୍ଗା ଅଟେ ଯାହା ସମୁଦ୍ରରେ ଯାତ୍ରା କରିପାରିବ ଏବଂ ଅନେକ ଯାତ୍ରୀ କିମ୍ବା ଭାରୀ ମାଲ ପରିବହନ କରିପାରିବ।

191:3pz67וַ⁠יִּתֵּ֨ן שְׂכָרָ֜⁠הּ1

“ସେଠାରେ ଯୂନସ ଯାତ୍ରା ପାଇଁ ଭଡ଼ା ଦେଲେ”

201:3g5xpוַ⁠יֵּ֤רֶד בָּ⁠הּ֙1

“ଜାହାଜରେ ଚଢ଼ିଲେ”

211:3i6biעִמָּ⁠הֶם֙1

ସେମାନେ  ଶବ୍ଦ ଜାହାଜରେ ଯାତ୍ରା କରୁଥିବା ଅନ୍ୟ ଲୋକମାନଙ୍କୁ ବୁଝାଏ ।

221:3sw66rc://*/ta/man/translate/figs-metaphorמִ⁠לִּ⁠פְנֵ֖י יְהוָֽה1
231:4jdr2rc://*/ta/man/translate/writing-neweventוַֽ⁠יהוָ֗ה הֵטִ֤יל רֽוּחַ־גְּדוֹלָה֙ אֶל־הַ⁠יָּ֔ם1

ଏହି ବକ୍ୟାଂଶ ଯୂନସର ପଳାୟନକୁ ଯିହୋବାଙ୍କ ପ୍ରତିକ୍ରିୟାର ନୂତନ ଘଟଣାକୁ ପରିଚୟ କରାଏ। ଏହାକୁ ଅନୁବାଦ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ପାଠକମାନେ ଜାଣିବେ ଯେ ଏହି ଘଟଣାଟି କାହାଣୀରେ ପରିବର୍ତ୍ତନ କରେ । [[rc://*/ta/man/translate/writing-newevent]]) ଦେଖନ୍ତୁ)

241:4jdrarc://*/ta/man/translate/figs-personificationוְ⁠הָ֣⁠אֳנִיָּ֔ה חִשְּׁבָ֖ה לְ⁠הִשָּׁבֵֽר1

ଏଠାରେ ଚିନ୍ତାକଲେ ଶବ୍ଦ ଜାହାଜକୁ ଏକ ବ୍ୟକ୍ତି ଭାବରେ ବର୍ଣ୍ଣନା କରେ । ଏହାର ଅର୍ଥ ଝଡ଼ ଏତେ ଭୟଙ୍କର ଥିଲା ଯେ ଜାହାଜଟି ଭାଙ୍ଗିଯିବା ପରି ହେଲା। ବିକଳ୍ପ ଅନୁବାଦ: ତେଣୁ ଜାହାଜଟି ପ୍ରାୟ ଭାଙ୍ଗିଯିବା ପରି ହେଲା। [[rc://*/ta/man/translate/figs-personification]]) ଦେଖନ୍ତୁ)

251:4jl77rc://*/ta/man/translate/figs-activepassiveלְ⁠הִשָּׁבֵֽר1

ଏହାକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଭାଙ୍ଗିଯିବା” [[rc://*/ta/man/translate/figs-activepassive]])

261:5d13rהַ⁠מַּלָּחִ֗ים1

“ଜାହାଜରେ କାମ କରୁଥିବା ଲୋକମାନେ। ”

271:5u2bjאֱלֹהָי⁠ו֒1

ଏଠାରେ, ଦେବତା ଶବ୍ଦ ମିଥ୍ୟା ଦେବତାଗଣ ଏବଂ ମୂର୍ତ୍ତିଗୁଡ଼ିକୁ ବୁଝାଏ ଯାହାକୁ ଲୋକମାନେ ପୂଜା କରନ୍ତି ।

281:5sh1bוַ⁠יָּטִ֨לוּ אֶת־הַ⁠כֵּלִ֜ים אֲשֶׁ֤ר בָּֽ⁠אֳנִיָּה֙1
291:5tg27לְ⁠הָקֵ֖ל מֵֽ⁠עֲלֵי⁠הֶ֑ם1
301:5uzt4rc://*/ta/man/translate/writing-backgroundוְ⁠יוֹנָ֗ה יָרַד֙ אֶל־יַרְכְּתֵ֣י הַ⁠סְּפִינָ֔ה1

ଏହା ପୃଷ୍ଠଭୂମି ସୂଚନା ଅଟେ। ଏହାକୁ ଏପରି ସ୍ପଷ୍ଟ ଭାବରେ ଅନୁବାଦ କରୁନ୍ତୁ ଯାହା ପ୍ରକାଶ କରିବ ଯେ  ଝଡ଼ ଆରମ୍ଭ ହେବା ପୂର୍ବରୁ ଯୂନସ ଏହା କରିସାରି ଥିଲେ । [[rc://*/ta/man/translate/writing-background]]) ଦେଖନ୍ତୁ)

311:5f63rיַרְכְּתֵ֣י הַ⁠סְּפִינָ֔ה1

“ଜାହାଜ ଭିତରେ”

321:5g4y4וַ⁠יִּשְׁכַּ֖ב וַ⁠יֵּרָדַֽם1
331:6laa3וַ⁠יִּקְרַ֤ב אֵלָי⁠ו֙ רַ֣ב הַ⁠חֹבֵ֔ל וַ⁠יֹּ֥אמֶר ל֖⁠וֹ1

“ଜାହାଜରେ କାମ କରୁଥିବା ଲୋକମାନଙ୍କ ଦାୟିତ୍ୱରେ ଥିବା ବ୍ୟକ୍ତି ଯୂନସଙ୍କ ନିକଟକୁ ଯାଇ କହିଲା।”

341:6yx7erc://*/ta/man/translate/figs-rquestionמַה־לְּ⁠ךָ֣ נִרְדָּ֑ם1

ତୁମେ କାହିଁକି ଶୋଇଛ? ଏଠାରେ ସେନାପତି ଯୂନସଙ୍କୁ ଗାଳି ଦେବା ପାଇଁ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଶୋଇବା ବନ୍ଦ କର!” [[rc://*/ta/man/translate/figs-rquestion]])ଦେଖନ୍ତୁ)

351:6bd4frc://*/ta/man/translate/figs-idiomק֚וּם1

କିଛି କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଏହା ଏକ ଆଦେଶ ଅଟେ। 1:2  ଏବଂ 1:3 ରେ ଏହି ରୂଢ଼ିକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ, କପ୍ତାନ ଯୂନସଙ୍କୁ ତାଙ୍କ ଦେବତା ନିକଟରେ ପ୍ରାର୍ଥନା କରିବାକୁ କହୁଛନ୍ତି । ଯେହେତୁ ଯୂନସ ଶୋଇଥିଲେ, କପ୍ତାନ ମଧ୍ୟ ଯୂନସଙ୍କୁ  ଠିଆ ହେବାକୁ କହୁଥିଲେ । [[rc://*/ta/man/translate/figs-idiom]])ଦେଖନ୍ତୁ)

361:6k7a5rc://*/ta/man/translate/figs-idiomקְרָ֣א אֶל־אֱלֹהֶ֔י⁠ךָ1
371:6sk7irc://*/ta/man/translate/figs-explicitאוּלַ֞י יִתְעַשֵּׁ֧ת הָ⁠אֱלֹהִ֛ים לָ֖⁠נוּ וְ⁠לֹ֥א נֹאבֵֽד1
381:6zi04rc://*/ta/man/translate/figs-doublenegativesוְ⁠לֹ֥א נֹאבֵֽד1

ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ସେ ଆମକୁ ଉଦ୍ଧାର କରିବେ” [[rc://*/ta/man/translate/figs-doublenegatives]])ଦେଖନ୍ତୁ)

391:7sc57וַ⁠יֹּאמְר֞וּ אִ֣ישׁ אֶל־רֵעֵ֗⁠הוּ1

ପ୍ରତ୍ୟେକ ଲୋକ ଆପଣା ଆପଣା ସଙ୍ଗୀକୁ .. ବାକ୍ୟ ପାରସ୍ପରିକ କାର୍ଯ୍ୟକୁ ପ୍ରକାଶ କରୁଥିବା ଏକ ରୂଢ଼ି ଅଟେ। ଏହାର ଅର୍ଥ ଗୋଷ୍ଠୀର ସମସ୍ତ ଲୋକ ପରସ୍ପରକୁ ଏହା କହୁଥିଲେ। ବିକଳ୍ପ ଅନୁବାଦ: “ନାବିକମାନେ ସମସ୍ତେ ପରସ୍ପରକୁ କହିଲେ” [[rc://*/ta/man/translate/figs-idiom]]) ଦେଖନ୍ତୁ)

401:7l5xqלְכוּ֙ וְ⁠נַפִּ֣ילָה גֽוֹרָל֔וֹת וְ⁠נֵ֣דְעָ֔ה בְּ⁠שֶׁ⁠לְּ⁠מִ֛י הָ⁠רָעָ֥ה הַ⁠זֹּ֖את לָ֑⁠נוּ1
411:7d726הָ⁠רָעָ֥ה הַ⁠זֹּ֖את1

ଏହା ଭୟଙ୍କର ଝଡ଼କୁ ବୁଝାଏ ।

421:7at67וַ⁠יִּפֹּ֥ל הַ⁠גּוֹרָ֖ל עַל־יוֹנָֽה1

ଗୁଲିବାଣ୍ଟ ଯୂନସଙ୍କ ନାମରେ ଗୁଲି ଉଠିଲା ଅଭିବ୍ୟକ୍ତି ରୂଢ଼ିର ଅର୍ଥ, ଯେତେବେଳେ ଲୋକମାନେ ଗୁଲିବାଣ୍ଟ ପକାଇଲେ, ଫଳାଫଳ ଯୂନସକୁ ସୂଚାଇଲା । ଏହାର ଅର୍ଥ ନୁହେଁ ଯେ ଗୁଲିବାଣ୍ଟଟି ପ୍ରକୃତରେ ଯୂନସଙ୍କ ଉପରେ ପଡିଲା। ବିକଳ୍ପ ଅନୁବାଦ: “ଯୂନସ ଦୋଷୀ ବ୍ୟକ୍ତି ବୋଲି ଗୁଲିବାଣ୍ଟ ଦର୍ଶାଇଲା” [[rc://*/ta/man/translate/figs-idiom]])ଦେଖନ୍ତୁ)

431:8wkh6וַ⁠יֹּאמְר֣וּ אֵלָ֔י⁠ו1

“ତା****ପରେ ଜାହାଜରେ କାମ କରୁଥିବା ଲୋକମାନେ ଯୂନସଙ୍କୁ କହିଲେ”

441:8e7wbהַגִּידָ⁠ה־נָּ֣א לָ֔⁠נוּ בַּ⁠אֲשֶׁ֛ר לְ⁠מִי־הָ⁠רָעָ֥ה הַ⁠זֹּ֖את לָ֑⁠נוּ1
451:9wav5יְהוָ֞ה אֱלֹהֵ֤י הַ⁠שָּׁמַ֨יִם֙ אֲנִ֣י יָרֵ֔א1

ଏଠାରେ ଭୟ ଶବ୍ଦର ଅର୍ଥ ଏହା ଯେ ଯୂନସ ସଦାପ୍ରଭୁଙ୍କୁ ଉପାସନା କରିଥିଲେ ଏବଂ ଅନ୍ୟ କୌଣସି ଦେବତାକୁ ନୁହେଁ।

461:10zi05וַ⁠יִּֽירְא֤וּ הָֽ⁠אֲנָשִׁים֙ יִרְאָ֣ה גְדוֹלָ֔ה1

“ତା’ପରେ ଲୋକମାନେ ମହାଭୀତ ହେଲେ”

471:10peg3rc://*/ta/man/translate/figs-rquestionמַה־זֹּ֣את עָשִׂ֑יתָ1

ଜାହାଜରେ ଥିବା ଲୋକମାନେ ଯୂନସଙ୍କ ଉପରେ କେତେ ଭୟଭୀତ ଓ କ୍ରୋଧିତ ଥିଲେ ତାହା ଦର୍ଶାଇବାକୁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେ ଏକ ଭୟଙ୍କର କର୍ମ କରିଅଛ!” [[rc://*/ta/man/translate/figs-rquestion]])ଦେଖନ୍ତୁ)

481:10us1rrc://*/ta/man/translate/figs-metaphorמִ⁠לִּ⁠פְנֵ֤י יְהוָה֙1

ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ସୂଚାଏ ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ । ସଦାପ୍ରଭୁଙ୍କ ଉପସ୍ଥିତିରେ ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।  ଯୂନସ ପଳାଇଯାଇ  ଭାବୁଛନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିପାରିବେ ନାହିଁ । ବିକଳ୍ପ ଅନୁବାଦ: “ସଦାପ୍ରଭୁଙ୍କ ଉପସ୍ଥିତିରୁ” କିମ୍ବା “ସଦାପ୍ରଭୁଙ୍କଠାରୁ” [[rc://*/ta/man/translate/figs-metaphor]]) ଦେଖନ୍ତୁ)

491:10jdrbrc://*/ta/man/translate/grammar-connect-time-backgroundכִּ֥י הִגִּ֖יד לָ⁠הֶֽם1

ନାବିକମାନେ ଗୁଲିବାଣ୍ଟ କରିବା ପୂର୍ବରୁ, ଯୂନସ ସେମାନଙ୍କୁ କହିଲେ ଯେ ସେ ଉପାସନା କରୁଥିବା ଈଶ୍ୱର ଯିହୋବାଙ୍କଠାରୁ ଦୂରେଇ ଯାଉଛନ୍ତି। [[rc://*/ta/man/translate/grammar-connect-time-background]]) ଦେଖନ୍ତୁ)

501:10hw1prc://*/ta/man/translate/figs-explicitכִּ֥י הִגִּ֖יד לָ⁠הֶֽם1

ସେ ସେମାନଙ୍କୁ ଯାହା କହିଲେ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “କାରଣ ସେ ସେମାନଙ୍କୁ କହିଲେ,‘ମୁଁ ଯିହୋବାଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି। ’” [[rc://*/ta/man/translate/figs-explicit]])ଦେଖନ୍ତୁ)

511:11kb4cוַ⁠יֹּאמְר֤וּ אֵלָי⁠ו֙1
521:11ik6dמַה־נַּ֣עֲשֶׂה לָּ֔⁠ךְ וְ⁠יִשְׁתֹּ֥ק הַ⁠יָּ֖ם מֵֽ⁠עָלֵ֑י⁠נוּ1

“ସମୁଦ୍ରକୁ ଶାନ୍ତ କରିବା ପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା?”

531:11wxr7rc://*/ta/man/translate/figs-idiomהַ⁠יָּ֖ם הוֹלֵ֥ךְ וְ⁠סֹעֵֽר1

ଏହା ଏକ ରୂଢ଼ି ଅଟେ ଅର୍ଥାତ ସମୁଦ୍ର ପ୍ରଚଣ୍ଡତର  ହେବାକୁ ଲାଗିଲା । ବିକଳ୍ପ ଅନୁବାଦ: “ଝଡ଼ ବୃଦ୍ଧି ହେଉଥିଲା” [[rc://*/ta/man/translate/figs-idiom]])ଦେଖନ୍ତୁ)

541:11dji8rc://*/ta/man/translate/grammar-connect-logic-resultהַ⁠יָּ֖ם הוֹלֵ֥ךְ וְ⁠סֹעֵֽר1

ଏହି କାରଣରୁ ଲୋକମାନେ ଯୂନସଙ୍କୁ କଣ କରିବା ଉଚିତ୍ ବୋଲି ପଚାରିଥିଲେ। ଯଦି ଆପଣଙ୍କ ଭାଷାରେ ପ୍ରଥମ କାରଣ ଦର୍ଶାଇବା ଅଧିକ ସ୍ପଷ୍ଟ ହୁଏ, ତେବେ ଏହା 11 ପଦର ପ୍ରାରମ୍ଭରେ “ତେଣୁ” କିମ୍ବା “ତେଣୁକରି” ଭଳି ଶବ୍ଦ ସହିତ ସଂଯୋଗ କରାଯାଇପାରେ । [[rc://*/ta/man/translate/grammar-connect-logic-result]])ଦେଖନ୍ତୁ)

551:12h982כִּ֚י יוֹדֵ֣עַ אָ֔נִי כִּ֣י בְ⁠שֶׁ⁠לִּ֔⁠י הַ⁠סַּ֧עַר הַ⁠גָּד֛וֹל הַ⁠זֶּ֖ה עֲלֵי⁠כֶֽם1

“କାରଣ ମୁଁ ଜାଣେ ଯେ ଏହି ମହାତୋଫାନର କାରଣ ମୁଁ ଅଟେ”

561:13lcd3rc://*/ta/man/translate/figs-explicitוַ⁠יַּחְתְּר֣וּ הָ⁠אֲנָשִׁ֗ים לְ⁠הָשִׁ֛יב אֶל־הַ⁠יַּבָּשָׁ֖ה1

ଏହି ଲୋକମାନେ ଯୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କଲେ ନାହିଁ, ତେଣୁ ସେମାନେ ଯୂନସଙ୍କ ପରାମର୍ଶ ଅନୁଯାୟୀ ତାହା କଲେ ନାହିଁ। ଏହି ସୂଚନାକୁ ସ୍ପଷ୍ଟ କରାଯାଇପାରିବ । [[rc://*/ta/man/translate/figs-explicit]])ଦେଖନ୍ତୁ)

571:13m3iqהַ⁠יָּ֔ם הוֹלֵ֥ךְ וְ⁠סֹעֵ֖ר1
581:14ap77וַ⁠יִּקְרְא֨וּ1
591:14q2xqוַ⁠יִּקְרְא֨וּ אֶל־יְהוָ֜ה1

“ଏହେତୁରୁ ଲୋକମାନେ ଯିହୋବାଙ୍କ ନିକଟରେ ପ୍ରାର୍ଥନା କରି କହିଲେ”

601:14jdr3rc://*/ta/man/translate/figs-exclamationsאָנָּ֤ה1

ଏହି ପ୍ରସଙ୍ଗରେ, ଆଃ! ଶବ୍ଦ! ତୀବ୍ର ନିରାଶାକୁ ପ୍ରକାଶ କରେ । ଏହି ଭାବନାକୁ ଆପଣଙ୍କ ଭାଷାରେ ସ୍ୱାଭାବିକ ଉପାୟରେ ପ୍ରକାଶ କରନ୍ତୁ । [[rc://*/ta/man/translate/figs-exclamations]]) ଦେଖନ୍ତୁ)

611:14wz6zאָנָּ֤ה יְהוָה֙ אַל־נָ֣א נֹאבְדָ֗ה בְּ⁠נֶ֨פֶשׁ֙ הָ⁠אִ֣ישׁ הַ⁠זֶּ֔ה1

“ହେ ଯିହୋବା, ଦୟାକରି ଆମକୁ ନାଶ କର ନାହିଁ କାରଣ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲିଦେଲୁ କିମ୍ବା ହେ ସଦାପ୍ରଭୁ, ଯଦିଓ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲି ଦେଉଅଛୁ, ଦୟାକରି ଆମକୁ ନାଶ କର ନାହିଁ”

621:14vv5trc://*/ta/man/translate/figs-idiomוְ⁠אַל־תִּתֵּ֥ן עָלֵ֖י⁠נוּ דָּ֣ם נָקִ֑יא1

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ “ଜଣେ ନିରୀହ ବ୍ୟକ୍ତିଙ୍କୁ ହତ୍ୟା କରିବାରୁ ଆମକୁ ଦୋଷୀ ମନେ କର ନାହିଁ।” ବିକଳ୍ପ ଅନୁବାଦ: “ଏବଂ ଦୟାକରି ତାଙ୍କ ମୃତ୍ୟୁ ପାଇଁ ଆମକୁ ଦୋଷ ଦିଅନ୍ତୁ ନାହିଁ” କିମ୍ବା “ଏବଂ ମୃତ୍ୟୁବରଣ କରିବାକୁ ଯୋଗ୍ୟ ନଥିବା ବ୍ୟକ୍ତିଙ୍କୁ ହତ୍ୟା କରିଥିବାରୁ ଆମକୁ ଦାୟୀ କରନ୍ତୁ ନାହିଁ” [[rc://*/ta/man/translate/figs-idiom]])ଦେଖନ୍ତୁ)

631:14ab73אַתָּ֣ה יְהוָ֔ה כַּ⁠אֲשֶׁ֥ר חָפַ֖צְתָּ עָשִֽׂיתָ1

“ହେ ଯିହୋବା**,** ଏହିପରି ଭାବରେ କାର୍ଯ୍ୟ କରିବାକୁ ଆପଣ ବାଛିଛନ୍ତି କିମ୍ବା ଆପଣ**,** ସଦାପ୍ରଭୁ**,** ଏହି ସବୁ ଘଟାଇଅଛନ୍ତି”

641:15l9cfוַ⁠יַּעֲמֹ֥ד הַ⁠יָּ֖ם מִ⁠זַּעְפּֽ⁠וֹ1
651:15ab89וַ⁠יַּעֲמֹ֥ד הַ⁠יָּ֖ם מִ⁠זַּעְפּֽ⁠וֹ1

ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ସମୁଦ୍ର ଶାନ୍ତ ହେଲା”

661:16r3gsוַ⁠יִּֽירְא֧וּ הָ⁠אֲנָשִׁ֛ים יִרְאָ֥ה גְדוֹלָ֖ה אֶת־יְהוָ֑ה1

“ଏହା ପରେ ଲୋକମାନେ ଯିହୋବାଙ୍କ ଶକ୍ତିରେ ଅତ୍ୟଧିକ ବିସ୍ମିତ ହେଲେ କିମ୍ବା ସେହି ଲୋକମାନେ ଅତିଶୟ ଭାବରେ ଯିହୋବାଙ୍କୁ ଉପାସନା କଲେ”

671:17q87yGeneral Information:0

General Information:

କେତେକ ସଂସ୍କରଣ ଏହି ପଦକୁ ଅଧ୍ୟାୟ 2 ର ପ୍ରଥମ ପଦ ଭାବରେ ଉଲ୍ଲେଖ କରେ । ଆପଣ ଆପଣଙ୍କ ଭାଷାଗୋଷ୍ଠୀ ବ୍ୟବହାର କରୁଥିବା ମୁଖ୍ୟ ସଂସ୍କରଣ ଅନୁଯାୟୀ ପଦଗୁଡ଼ିକୁ ସଂଖ୍ୟା ନିର୍ଣ୍ଣୟ କରନ୍ତୁ ।

681:17jdr4rc://*/ta/man/translate/writing-neweventוַ⁠יְמַ֤ן יְהוָה֙ דָּ֣ג גָּד֔וֹל לִ⁠בְלֹ֖עַ אֶת־יוֹנָ֑ה1

ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ, ଯେଉଁଠାରେ ଯିହୋବା ଯୂନସଙ୍କୁ ସମୁଦ୍ରରୁ ରକ୍ଷା କରିଥିଲେ ଏବଂ ଯୂନସ ପ୍ରାର୍ଥନା କରିଥିଲେ । ଏହି ପ୍ରସଙ୍ଗରେ, କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଇଂରାଜୀରେ ବର୍ତ୍ତମାନ ଶବ୍ଦ ବ୍ୟବହୃତ ହୋଇଅଛି ।[[rc://*/ta/man/translate/writing-newevent]])ଦେଖନ୍ତୁ)

691:17cjb6rc://*/ta/man/translate/figs-idiomשְׁלֹשָׁ֥ה יָמִ֖ים וּ⁠שְׁלֹשָׁ֥ה לֵילֽוֹת1

ଏହି ଅଭିବ୍ୟକ୍ତି ଏବ୍ରୀୟ ଭାଷାରେ ଏକ ରୂଢ଼ି ଅଟେ ଯାହାର ଅର୍ଥ “କେତେକ ଦିନ” କିମ୍ବା “କିଛି ଦିନ” କିନ୍ତୁ ଏହା ଅନିଶ୍ଚିତ ଅଟେ । ବିକଳ୍ପ ଅନୁବାଦ: “ତିନି ଦିନ ଏବଂ ରାତି”[[rc://*/ta/man/translate/figs-idiom]]) ଦେଖନ୍ତୁ)

702:introae4k0

ଯୂନସ ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

ଏହି ଅଧ୍ୟାୟଟି ଯୂନସଙ୍କ ପ୍ରାର୍ଥନାରେ ଆରମ୍ଭ ହୁଏ ଏବଂ ଅନେକ ଅନୁବାଦକ ଅନ୍ୟ ପାଠ୍ୟ ତୁଳନାରେ ପୃଷ୍ଠାର ଡାହାଣ ପାର୍ଶ୍ୱରେ ଏକ ରେଖା ଟାଣି  ଏହାକୁ ପୃଥକ କରିବାକୁ ପସନ୍ଦ କରନ୍ତି । ଅନୁବାଦକଗଣ ଏହିପରି କରି ପାରନ୍ତି, କିନ୍ତୁ ସେମାନେ ବାଧ୍ୟ ନୁହଁନ୍ତି ।

ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ସମୁଦ୍ର

ଏହି ଅଧ୍ୟାୟରେ ସମୁଦ୍ର ପାଇଁ ଅନେକ ଶବ୍ଦ ଅଛି ।

ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଆଳଙ୍କାରିକ ଶବ୍ଦଗୁଡ଼ିକ

କାବ୍ୟକବିତା

ଶାସ୍ତ୍ରରେ ପ୍ରାର୍ଥନାଗୁଡ଼ିକ ପ୍ରାୟତଃ ଏକ କବିତାର ରୂପ ଧାରଣ କରିଥାଏ । ଏକ ବିଶେଷ ଅର୍ଥ ସହିତ କିଛି ଯୋଗାଯୋଗ କରିବାକୁ କବିତା ବାରମ୍ବାର ରୂପକଗୁଡ଼ିକୁ ବ୍ୟବହାର କରେ । ଉଦାହରଣ ସ୍ୱରୂପ, ଯେହେତୁ ଯୂନସ ସମୁଦ୍ରରେ ଥିଲେ, ଫାଶରେ ପଡ଼ିବା ଏକ କାରାଗାର ସହିତ ତୁଳନା କରାଯାଏ । ଯୂନସ ସମୁଦ୍ରର ଗଭୀରତାରେ ଅତିଷ୍ଠ ହୋଇ ପର୍ବତ ମୂଳରେ ଏବଂ ସମୁଦ୍ର ଉଦରରେ ଏହା ପ୍ରକାଶ କରିଥିଲେ  [[rc://*/ta/man/translate/figs-metaphor]]) ଦେଖନ୍ତୁ)

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

ପଶ୍ଚାତ୍ତାପ

ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ ଥିଲା ନା ସେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ବୋଲି ତାହା ଉପରେ ଜ୍ଞାନୀ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରନ୍ତି । ଅଧ୍ୟାୟ 4 ରେ ତାଙ୍କର ମନୋଭାବକୁ ଦୃଷ୍ଟିରେ ରଖି ସେ ପ୍ରକୃତରେ ଅନୁତାପ କରିଥିଲେ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ଅଛି । ଯଦି ସମ୍ଭବ, ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ କି ନୁହେଁ ସେ ବିଷୟରେ ଅନୁବାଦକମାନେ ପ୍ରକାଶ ନ କରନ୍ତୁ।  [[rc:///tw/dict/bible/kt/repent]] and [[rc:///tw/dict/bible/kt/save]]) ଦେଖନ୍ତୁ)

712:1alr2יְהוָ֖ה אֱלֹהָ֑י⁠ו1
722:2al5bוַ⁠יֹּ֗אמֶר1

“ଯୂନସ କହିଲେ”

732:2jdrcrc://*/ta/man/translate/writing-poetryקָ֠רָאתִי מִ⁠צָּ֥רָה לִ֛⁠י אֶל־יְהוָ֖ה וַֽ⁠יַּעֲנֵ֑⁠נִי1
742:2s7fiקָ֠רָאתִי מִ⁠צָּ֥רָה לִ֛⁠י אֶל־יְהוָ֖ה1

“ମୁଁ ମୋର ବହୁତ ଦୁଃଖ ସକାଶୁ ଯିହୋବାଙ୍କ ନିକଟରେ ପ୍ରାର୍ଥନା କଲି” କିମ୍ବା “ଯିହୋବା, ମୋର ସଙ୍କଟ ସମୟରେ ମୁଁ ତୁମ୍ଭକୁ ଡାକିଲି”

752:2wdr4וַֽ⁠יַּעֲנֵ֑⁠נִי1

ଯିହୋବା ମୋତେ ଉତ୍ତର ଦେଲେ କିମ୍ବା ସେ ମୋତେ ସାହାଯ୍ୟ କଲେ କିମ୍ବା ତୁମ୍ଭେ ମୋତେ ଉତ୍ତର ଦେଲ।

762:2w8wnrc://*/ta/man/translate/figs-metaphorמִ⁠בֶּ֧טֶן שְׁא֛וֹל1
772:2ab77rc://*/ta/man/translate/translate-namesשְׁא֛וֹל1
782:2jdrdrc://*/ta/man/translate/figs-idiomשָׁמַ֥עְתָּ קוֹלִֽ⁠י1

ଏହି ବାକ୍ୟାଂଶର ଅର୍ଥ ବୋଧହୁଏ ଉଭୟ ଆକ୍ଷରିକ ଏବଂ ଆଳଙ୍କାରିକ ଅଟେ । ଏହି ବାକ୍ୟାଂଶର ଆକ୍ଷରିକ ଅର୍ଥ ଏହା ଯେ ଯେବେ ଯୂନସ ମତ୍ସ୍ୟ ଉଦରରୁ ପ୍ରାର୍ଥନା କରୁଥିଲେ ସଦାପ୍ରଭୁ ଯୂନସଙ୍କ ପ୍ରାର୍ଥନାକୁ ଶୁଣିଥିଲେ । ତଥାପି, “କାହାର ସ୍ୱର ଶୁଣିବା”  ପୁରାତନ ନିୟମରେ ଏହି ବାକ୍ୟାଂଶର ଅର୍ଥ “ଶୁଣିବା ଏବଂ ମାନିବା” ଅଟେ । ଏହି ପରିପ୍ରେକ୍ଷୀରେ, ଯୂନସ ପ୍ରକାଶ କରୁଛନ୍ତି ଯେ ଯିହୋବା ଉଭୟ ତାଙ୍କ କଥା ଶୁଣିଥିଲେ ଏବଂ ତାଙ୍କୁ ଉଦ୍ଧାର କରିଥିଲେ। [[rc://*/ta/man/translate/figs-idiom]])ଦେଖନ୍ତୁ)

792:3glp2בִּ⁠לְבַ֣ב יַמִּ֔ים1
802:3p8fdוְ⁠נָהָ֖ר יְסֹבְבֵ֑⁠נִי1

“ସମୁଦ୍ରର ଜଳ ମୋତେ ଚାରିଆଡ଼େ ଘେରିଲା”

812:3c6jxrc://*/ta/man/translate/figs-doubletמִשְׁבָּרֶ֥י⁠ךָ וְ⁠גַלֶּ֖י⁠ךָ1

ଏହି ଦୁଇଟି ସମୁଦ୍ର ପୃଷ୍ଠରେ ବ୍ୟାଘାତର କାରଣ ଅଟଇ । ସେଗୁଡ଼ିକୁ ଗୋଟିଏ ଶବ୍ଦରେ ଯଥା ତରଙ୍ଗ’ ବୋଲି ପ୍ରକାଶ କରାଯାଇ ପାରିବ। [[rc://*/ta/man/translate/figs-doublet]])ଦେଖନ୍ତୁ)

822:4jdr5rc://*/ta/man/translate/grammar-connect-logic-contrastוַ⁠אֲנִ֣י1
832:4x1w9rc://*/ta/man/translate/figs-activepassiveנִגְרַ֖שְׁתִּי1
842:4z1yxrc://*/ta/man/translate/figs-metonymyמִ⁠נֶּ֣גֶד עֵינֶ֑י⁠ךָ1
852:4b8vkאַ֚ךְ אוֹסִ֣יף לְ⁠הַבִּ֔יט אֶל־הֵיכַ֖ל קָדְשֶֽׁ⁠ךָ1

ଯୂନସ ଭାବନ୍ତି ଯେ, ଏହା ସତ୍ତ୍ବେ ଈଶ୍ଵର ତାଙ୍କୁ ଯିରୂଶାଲମରେ ମନ୍ଦିର ଦେଖିବାକୁ ଅନୁମତି ଦେବେ ।

862:5abc2rc://*/ta/man/translate/figs-parallelismאֲפָפ֤וּ⁠נִי מַ֨יִם֙ עַד־נֶ֔פֶשׁ תְּה֖וֹם יְסֹבְבֵ֑⁠נִי1

ନିଜ ପରିସ୍ଥିତିର ଗମ୍ଭୀରତା ଏବଂ ନିରାଶାକୁ ପ୍ରକାଶ କରିବାକୁ ଯୂନସ ଦୁଇଟି ସମାନ ବାକ୍ୟାଂଶ ବ୍ୟବହାର କରନ୍ତି ।[[rc://*/ta/man/translate/figs-parallelism]])ଦେଖନ୍ତୁ)

872:5rf4bמַ֨יִם֙1

ଏଠାରେ ଜଳ ସମୁଦ୍ରକୁ ସୂଚାଏ।

882:5ca31עַד־נֶ֔פֶשׁ1
892:5nr3vתְּה֖וֹם יְסֹבְבֵ֑⁠נִי1

“ଗଭୀର ଜଳ ମୋତେ ଚାରିଆଡ଼େ ଘେରିଥିଲା”

902:5p1fwס֖וּף1

ଦଳ ଏକ ଘାସ ଅଟେ ଯାହା ସମୁଦ୍ରରେ ଅଙ୍କୁରିତ ହୁଏ ।

912:6z36irc://*/ta/man/translate/figs-metaphorהָ⁠אָ֛רֶץ בְּרִחֶ֥י⁠הָ בַעֲדִ֖⁠י לְ⁠עוֹלָ֑ם1
922:6dc3rrc://*/ta/man/translate/figs-metaphorוַ⁠תַּ֧עַל מִ⁠שַּׁ֛חַת חַיַּ֖⁠י1
932:6i3mxיְהוָ֥ה אֱלֹהָֽ⁠י1
942:7jdr6rc://*/ta/man/translate/grammar-connect-time-simultaneousבְּ⁠הִתְעַטֵּ֤ף עָלַ⁠י֙ נַפְשִׁ֔⁠י1
952:7l2b6אֶת־יְהוָ֖ה זָכָ֑רְתִּי1
962:7ue9grc://*/ta/man/translate/figs-metaphorוַ⁠תָּב֤וֹא אֵלֶ֨י⁠ךָ֙ תְּפִלָּתִ֔⁠י אֶל־הֵיכַ֖ל קָדְשֶֽׁ⁠ךָ1
972:7jdrfrc://*/ta/man/translate/figs-metonymyהֵיכַ֖ל קָדְשֶֽׁ⁠ךָ1

ଏଠାରେ ବାକ୍ୟାଂଶ ପବିତ୍ର ମନ୍ଦିର ଆକ୍ଷରିକ ବା ଆଳଙ୍କାରିକ ଅର୍ଥ ହୋଇପାରେ, କିମ୍ବା  ଉଭୟ ହୋଇପାରେ । ୟୂନସ ହୁଏତ ଆକ୍ଷରିକ ମନ୍ଦିର ଯିରୂଶାଲମ ବିଷୟରେ ବ୍ୟକ୍ତ କରୁଥିଲେ କିମ୍ବା ସେ ଈଶ୍ଵରଙ୍କ ବାସସ୍ଥାନ ସ୍ୱର୍ଗ ବିଷୟରେ କହୁଥିଲେ । UST ଦେଖନ୍ତୁ । [[rc://*/ta/man/translate/figs-metonymy]])

982:7jdreנַפְשִׁ֔⁠י1

ଏଠାରେ ଏବ୍ରୀୟ ଶବ୍ଦ ମୋର ଆତ୍ମା,  ମୋ ଜୀବନକୁ ମଧ୍ୟ ବୁଝାଏ ।

992:8u1l9rc://*/ta/man/translate/figs-idiomמְשַׁמְּרִ֖ים הַבְלֵי־שָׁ֑וְא1

ଏଠାରେ ଖାଲି ଅସାରତା ଶବ୍ଦଟି ବୋଧହୁଏ ମିଥ୍ୟା ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ଦର୍ଶାଉଥିବା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯେଉଁମାନେ ଅଦରକାରୀ ପ୍ରତିମା ପ୍ରତି ଧ୍ୟାନ ଦିଅନ୍ତି” କିମ୍ବା “ଯେଉଁମାନେ ଅଦରକାରୀ ଦେବତା ପ୍ରତି ମନୟଯୋଗ କରନ୍ତି” [[rc://*/ta/man/translate/figs-idiom]]) ଦେଖନ୍ତୁ)

1002:8fac9חַסְדָּ֖⁠ם יַעֲזֹֽבוּ1

ଏଠାରେ, ଚୁକ୍ତି ବିଶ୍ଵସ୍ତତାର ଅର୍ଥ 1) ଈଶ୍ଵରଙ୍କ ବିଶ୍ୱସ୍ତତା କିମ୍ବା 2) ଲୋକଙ୍କ ବିଶ୍ୱସ୍ତତାକୁ ସୂଚାଇପାରେ । ତେଣୁ, ଏହାର ଅର୍ଥ ହୋଇପାରେ 1) “ତୁମ୍ଭକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, କିଏ ସେମାନଙ୍କ ପ୍ରତି ବିଶ୍ୱସ୍ତ ହେବ” କିମ୍ବା 2) “ତୁମ୍ଭ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ତ୍ୟାଗ କରୁଛନ୍ତି”

1012:9q3ybrc://*/ta/man/translate/grammar-connect-logic-contrastוַ⁠אֲנִ֗י1
1022:9nfd2בְּ⁠ק֤וֹל תּוֹדָה֙ אֶזְבְּחָה־לָּ֔⁠ךְ1

ଏହି ବାକ୍ୟାଂଶର ଅର୍ଥ ଯୂନସ ଯେତେବେଳେ ଈଶ୍ଵରଙ୍କ ପାଇଁ ଏକ ବଳିଦାନ ଦେବେ ସେତେବେଳେ ତାଙ୍କୁ ଧନ୍ୟବାଦ ଦେବେ । ଯୂନସ ଆନନ୍ଦରେ ଗୀତ ଗାଇ କିମ୍ବା ପାଟି କରି ଈଶ୍ଵଙ୍କୁ ଧନ୍ୟବାଦ ଦେବାକୁ ଯୋଜନା କରିଥିଲେ ନା ନାହିଁ ତାହା ସ୍ପଷ୍ଟ ନୁହେଁ।

1032:9jdrhיְשׁוּעָ֖תָ⁠ה לַ⁠יהוָֽה1
1042:9r4j4rc://*/ta/man/translate/figs-abstractnounsיְשׁוּעָ֖תָ⁠ה לַ⁠יהוָֽה1
1052:10dz3jאֶל־הַ⁠יַּבָּשָֽׁה1
1063:introz3ut0

ଯୂନସ ୩ ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

ଏହି ଅଧ୍ୟାୟ ଯୂନସଙ୍କ ଜୀବନର ଏକ କାହାଣୀକୁ ଫେରେ

ପଶୁଗଣ

ରାଜାଙ୍କ ଘୋଷଣା ଅନୁଯାୟୀ, ପଶୁମାନେ ତାଙ୍କ ଦ୍ୱାରା ଦିଆଯାଇଥିବା ଉପବାସରେ ଅଂଶଗ୍ରହଣ କରିବାର ଥିଲା। ଏହା ବୋଧହୁଏ ସେମାନଙ୍କର ଅଧାର୍ମିକ ମାନସିକତାକୁ ସୂଚାଏ। ମୋଶାଙ୍କ ନିୟମରେ ଏପରି କିଛି ବିଷୟ ନଥିଲା ଯାହା ପଶୁମାନଙ୍କୁ କୌଣସି ଧାର୍ମିକ କାର୍ଯ୍ୟରେ ଭାଗ ନେବାକୁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଏ । [[rc://*/tw/dict/bible/kt/lawofmoses]])ଦେଖନ୍ତୁ)

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

ନୀନିବୀର ଆକାର

ଯେତେବେଳେ ଲେଖକ ନୀନିବୀର ଆକାର ବିଷୟରେ ଉଲ୍ଲେଖ କରନ୍ତି, ସେ ଦେଉଥିବା ମାପଗୁଡ଼ିକ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ। ଅନେକ ଜ୍ଞାନୀ ବ୍ୟକ୍ତିଙ୍କ ଅନୁଯାୟୀ ତିନି ଦିନିଆ ଯାତ୍ରା ବାକ୍ୟାଂଶଟି ଏବ୍ରୀୟ ଭାଷାରେ ଅସ୍ପଷ୍ଟ ଅଟେ । ଯୂନସଙ୍କ ସମୟରେ ନଗରଗୁଡ଼ିକ ଆଜି ପରି ବଡ଼ ନଥିଲା। ତେଣୁ ନୀନିବୀ ଏକ ବଡ଼ ସହର ହୋଇଥିଲେ ମଧ୍ୟ ଅଧିକାଂଶ ଆଧୁନିକ ସହର ପରି ଏହା ବଡ଼ ନଥିଲା ।

ଈଶ୍ଵର ଅନୁତାପ କରୁଛନ୍ତି କିମ୍ବା ପ୍ରାୟଶ୍ଚିତ କରୁଛନ୍ତି

ଏହି ଅଧ୍ୟାୟର ଶେଷ ପଦରେ କୁହାଯାଇଛି, ତେଣୁ ସେମାନଙ୍କର ଏହି କର୍ମ ପରମେଶ୍ଵର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ଵର ତଦ୍ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ। ଈଶ୍ଵରଙ୍କ ମନ ପରିବର୍ତ୍ତନ କରୁଥିବା ଏହି ଧାରଣା ତାଙ୍କ ଚରିତ୍ର ଏବଂ ଯୋଜନାଗୁଡ଼ିକ ପରିବର୍ତ୍ତନ ନହେବା ସହିତ ଅସଙ୍ଗତ ମନେହୁଏ । କିନ୍ତୁ ଏହି ପୁରା ପୁସ୍ତକଟି ମନୁଷ୍ୟ ଦୃଷ୍ଟିକୋଣରୁ ଲେଖାଯାଇଛି ଏବଂ ସେଥିପାଇଁ ଯୂନସ ଯେପରି ଦେଖିଲେ ସେହିପରି ଈଶ୍ଵରଙ୍କ କାର୍ଯ୍ୟଗୁଡ଼ିକୁ ଉପସ୍ଥାପନ କଲେ । ଈଶ୍ଵର ଯୂନସଙ୍କୁ ନୀନିବୀ ନଗରର ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ବିଚାର କରିବାକୁ ଚେତାବନୀ ଦେବାକୁ କହିଥିଲେ।

ଯିହୋବା ଧାର୍ମିକ ଏବଂ ଦୟାଳୁ ଅଟନ୍ତି। କାରଣ ନୀନିବୀ ଲୋକମାନେ ଅନୁତାପ କଲେ ତେଣୁ ଏହି ଘଟଣାରେ ସେମାନଙ୍କର ବିଚାର କଲେ ନାହିଁ, ଏବଂ ଯୂନସ ଏହାକୁ ମନୁଷ୍ୟ ରୂପରେ ବର୍ଣ୍ଣନା କଲେ । ଯେପରି ଆରମ୍ଭରୁ ଏହା ଈଶ୍ଵରଙ୍କ ଯୋଜନା ଥିଲା ବୋଲି ପାଠକ ବୁଝିପାରିବେ [[rc:///tw/dict/bible/kt/justice]], [[rc:///tw/dict/bible/kt/mercy]] ଏବଂ [[rc:///tw/dict/bible/kt/judge]]ଏବଂ [[rc:///tw/dict/bible/kt/evil]])ଦେଖନ୍ତୁ)

1073:1jdr7rc://*/ta/man/translate/writing-neweventוַ⁠יְהִ֧י דְבַר־יְהוָ֛ה1

ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ଦ୍ୱିତୀୟାର୍ଦ୍ଧକୁ ପରିଚିତ କରାଏ । ସେହି ବାକ୍ୟାଂଶ କାହାଣୀର ପ୍ରଥମ ଅର୍ଦ୍ଧେକ (1:1) କୁ ପରିଚିତ କରାଏ । [[rc://*/ta/man/translate/writing-newevent]]) ଦେଖନ୍ତୁ)

1083:1xj6nrc://*/ta/man/translate/figs-idiomוַ⁠יְהִ֧י דְבַר־יְהוָ֛ה1

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯାହା ଯିହୋବା କୌଣସି ପ୍ରକାରେ କହିଥିଲେ .. ଆପଣ ଏହାକୁ 1:1 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିହୋବା ତାଙ୍କ ବାର୍ତ୍ତା କହିଲେ” [[rc://*/ta/man/translate/figs-idiom]])ଦେଖନ୍ତୁ)

1093:2ve4iק֛וּם לֵ֥ךְ אֶל־נִֽינְוֵ֖ה הָ⁠עִ֣יר הַ⁠גְּדוֹלָ֑ה1

“ନୀନିବୀ ମହାନଗରକୁ ଯାଅ”

1103:2cl3brc://*/ta/man/translate/figs-idiomק֛וּם1

ଏଠାରେ ଉଠ, ଏକ ରୂଢ଼ି ଯୂନସକୁ ପରବର୍ତ୍ତୀ ଆଦେଶ ପାଳନ କରିବାକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ, ଯାହା “ଯାଅ” ଅଟେ । 1:2 ଏବଂ 1:3 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । [[rc://*/ta/man/translate/figs-idiom]])ଦେଖନ୍ତି)

1113:2ir79וִּ⁠קְרָ֤א אֵלֶ֨י⁠הָ֙ אֶת־הַ⁠קְּרִיאָ֔ה אֲשֶׁ֥ר אָנֹכִ֖י דֹּבֵ֥ר אֵלֶֽי⁠ךָ1

“ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ କହିବା, ତାହା ସେଠାରେ ଲୋକମାନଙ୍କୁ କୁହ”

1123:3k7k9rc://*/ta/man/translate/figs-idiomוַ⁠יָּ֣קָם יוֹנָ֗ה וַ⁠יֵּ֛לֶךְ אֶל־נִֽינְוֶ֖ה כִּ⁠דְבַ֣ר יְהוָ֑ה1
1133:3g4nkrc://*/ta/man/translate/figs-metonymyכִּ⁠דְבַ֣ר יְהוָ֑ה1
1143:3dt1brc://*/ta/man/translate/writing-backgroundוְ⁠נִֽינְוֵ֗ה הָיְתָ֤ה עִיר־גְּדוֹלָה֙ לֵֽ⁠אלֹהִ֔ים מַהֲלַ֖ךְ שְׁלֹ֥שֶׁת יָמִֽים1

ଏହି ବାକ୍ୟ ନୀନିବୀ ନଗରର ପୃଷ୍ଠଭୂମି ସୂଚନା ପ୍ରଦାନ କରେ । [[rc://*/ta/man/translate/writing-background]]) ଦେଖନ୍ତୁ)

1153:3jd8rrc://*/ta/man/translate/figs-idiomעִיר־גְּדוֹלָה֙ לֵֽ⁠אלֹהִ֔ים1

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ନଗରଟି ଦୁନିଆର ସବୁଠୁ ବଡ ସହର ଥିଲା । [[rc://*/ta/man/translate/figs-idiom]])ଦେଖନ୍ତୁ)

1163:3ye82rc://*/ta/man/translate/figs-idiomמַהֲלַ֖ךְ שְׁלֹ֥שֶׁת יָמִֽים1
1173:4r2alוַ⁠יָּ֤חֶל יוֹנָה֙ לָ⁠ב֣וֹא בָ⁠עִ֔יר מַהֲלַ֖ךְ י֣וֹם אֶחָ֑ד וַ⁠יִּקְרָא֙1

ଏହି ବାକ୍ୟାଂଶର ଦୁଇଟି ଅର୍ଥ ଅଛି: 1) ଯୂନସ ଏକ ଦିନର ପଦଯାତ୍ରା କରି ସହରକୁ ଗଲେ, ତାପରେ ସେ ପ୍ରଚାର କରିବା ଆରମ୍ଭ କଲେ; କିମ୍ବା 2) ପ୍ରଥମ ଦିନ ଯୂନସ ସହର ଦେଇ ପଦଯାତ୍ରା କରିବା ସମୟରେ ସେ ପ୍ରଚାର କରିବା ଆରମ୍ଭ କଲେ ।

1183:4r94kוַ⁠יִּקְרָא֙ וַ⁠יֹּאמַ֔ר1
1193:4ab78ע֚וֹד אַרְבָּעִ֣ים י֔וֹם1
1203:4q2ncrc://*/ta/man/translate/translate-numbersאַרְבָּעִ֣ים י֔וֹם1

40 ଦିନ [[rc://*/ta/man/translate/translate-numbers]]) ଦେଖନ୍ତୁ)

1213:5ab90rc://*/ta/man/translate/translate-symactionוַ⁠יִּקְרְאוּ־צוֹם֙1

ଲୋକମାନେ ଈଶ୍ଵରଙ୍କ ପ୍ରତି ଉଭୟ ଦୁଃଖ କିମ୍ବା ଭକ୍ତି ଦେଖାଇବା ପାଇଁ ଉପବାସ କରିଥିଲେ । [[rc://*/ta/man/translate/translate-symaction]])ଦେଖନ୍ତୁ)

1223:5e5lmrc://*/ta/man/translate/figs-explicitוַ⁠יִּלְבְּשׁ֣וּ שַׂקִּ֔ים1

ଲୋକମାନେ ଅଖା ପିନ୍ଧିବାର କାରଣକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ସେମାନେ ପାପ କରିଥିବାରୁ ଦୁଃଖିତ ବୋଲି ଦର୍ଶାଇବାକୁ ସେମାନେ ଅଖା କପଡା ମଧ୍ୟ ପିନ୍ଧିଥିଲେ” [[rc://*/ta/man/translate/figs-explicit]])ଦେଖନ୍ତୁ)

1233:5isk5מִ⁠גְּדוֹלָ֖⁠ם וְ⁠עַד־קְטַנָּֽ⁠ם1

“ବଡ଼ଠାରୁ ସାନ ପର୍ଯ୍ୟନ୍ତ କିମ୍ବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଲୋକ ଏବଂ ସମସ୍ତ ଗୁରୁତ୍ୱହୀନ ଲୋକ ସମେତ”

1243:6pna3הַ⁠דָּבָר֙1

“ଯୂନସଙ୍କ ବାର୍ତ୍ତା”

1253:6h9wzrc://*/ta/man/translate/translate-symactionוַ⁠יָּ֨קָם֙ מִ⁠כִּסְא֔⁠וֹ1
1263:6pvp7מִ⁠כִּסְא֔⁠וֹ1

ଏକ ସିଂହାସନ ଏକ ସ୍ୱତନ୍ତ୍ର ଆସନ ଅଟେ ଯେଉଁଥିରେ ଜଣେ ରାଜା ରାଜା ଭାବରେ ନିଜର ରାଜକୀୟ କାର୍ଯ୍ୟ ସମ୍ପାଦନ କରିବା ସମୟରେ ବସନ୍ତି । ଏହା କେବଳ ରାଜାଙ୍କ ପାଇଁ ସଂରକ୍ଷିତ ଥାଏ ।

1273:6ab91rc://*/ta/man/translate/translate-symactionוַ⁠יֵּ֖שֶׁב עַל־הָ⁠אֵֽפֶר1

ପାଉଁଶରେ ବସିବା ଅତ୍ୟନ୍ତ ନମ୍ରତା ଏବଂ ଦୁଃଖ ପ୍ରକାଶ କରିବାର ଏକ ଉପାୟ ଥିଲା । ଏହି ପରିପ୍ରେକ୍ଷୀରେ, ସେ ନିଜ ପାପ ପାଇଁ କେତେ ଦୁଃଖିତ ତାହା ପ୍ରକାଶ କରିବାକୁ ଏହା ଥିଲା। [[rc://*/ta/man/translate/translate-symaction]]) ଦେଖନ୍ତୁ)

1283:7v29bוַ⁠יַּזְעֵ֗ק וַ⁠יֹּ֨אמֶר֙ & לֵ⁠אמֹ֑ר1
1293:7zi06מִ⁠טַּ֧עַם הַ⁠מֶּ֛לֶךְ וּ⁠גְדֹלָ֖י⁠ו1

“ରାଜା ଏବଂ ତାଙ୍କର ଅଧିକାରୀମାନଙ୍କ ପୂର୍ଣ୍ଣ ଅଧିକାର ସହିତ ଏକ ଆଦେଶ ।”

1303:7n5fnוּ⁠גְדֹלָ֖י⁠ו1

ସମ୍ଭ୍ରାନ୍ତ ଶବ୍ଦଟି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କୁ ବୁଝାଏ ଯେଉଁମାନେ ରାଜାଙ୍କୁ ନଗରରେ ଶାସନ କରିବାରେ ସାହାଯ୍ୟ କରିଥିଲେ ।

1313:7xw6cהַ⁠בָּקָ֣ר וְ⁠הַ⁠צֹּ֗אן1

“ଏହା ଦୁଇ ପ୍ରକାରର ପଶୁକୁ ସୂଚାଏ ଯାହାର ଲୋକେ ଯତ୍ନ ନିଅନ୍ତି । ଏକ ‘ଗାଈ ବା ଅନ୍ୟ ପଶୁଙ୍କର ଗୋଠ’ ଅନେକ ପଶୁପଲ (ଯେପରିକି ଗୋମେଷାଦି ପଲ) ଏବଂ ଏକ ‘ପଲ’ ଛୋଟ ପଶୁପଲ (ଯେପରିକି ମେଣ୍ଢା କିମ୍ବା ଛେଳି) ଦ୍ୱାରା ଗଠିତ । ବିକଳ୍ପ ଅନୁବାଦ: “ଗୃହପାଳିତ ପଶୁ”  [[rc://*/ta/man/translate/figs-explicit]]) ଦେଖନ୍ତୁ)

1323:7fw18rc://*/ta/man/translate/figs-explicitאַ֨ל־יִרְע֔וּ וּ⁠מַ֖יִם אַל־יִשְׁתּֽוּ1
1333:8mzx6וְ⁠הַ⁠בְּהֵמָ֔ה1

ଏଠାରେ ପଶୁ ଶବ୍ଦଟି ଲୋକମାନେ ପାଳନ କରୁଥିବା ପଶୁମାନଙ୍କୁ ସୂଚାଏ ।

1343:8jh7erc://*/ta/man/translate/figs-explicitוְ⁠יִקְרְא֥וּ אֶל־אֱלֹהִ֖ים בְּ⁠חָזְקָ֑ה1
1353:8n3lsהֶ⁠חָמָ֖ס אֲשֶׁ֥ר בְּ⁠כַפֵּי⁠הֶֽם1
1363:9wbt6rc://*/ta/man/translate/figs-rquestionמִֽי־יוֹדֵ֣עַ1
1373:9z3jjrc://*/ta/man/translate/figs-metaphorיָשׁ֔וּב וְ⁠נִחַ֖ם הָ⁠אֱלֹהִ֑ים1
1383:9jdrgrc://*/ta/man/translate/figs-idiomמֵ⁠חֲר֥וֹן אַפּ֖⁠וֹ1
1393:9uvp9וְ⁠לֹ֥א נֹאבֵֽד1

“ଏବଂ ଆମ୍ଭେମାନେ ବିନଷ୍ଟ ହେବା ନାହିଁ”

1403:10w3uuוַ⁠יַּ֤רְא הָֽ⁠אֱלֹהִים֙ אֶֽת־מַ֣עֲשֵׂי⁠הֶ֔ם כִּי־שָׁ֖בוּ מִ⁠דַּרְכָּ֣⁠ם הָ⁠רָעָ֑ה1

“ଈଶ୍ଵର ଦେଖିଲେ ଯେ ସେମାନେ ପାପ କରିବା ବନ୍ଦ କଲେ”

1413:10k8amrc://*/ta/man/translate/figs-metaphorשָׁ֖בוּ מִ⁠דַּרְכָּ֣⁠ם הָ⁠רָעָ֑ה1

ଏଠାରେ ଲେଖକ ଲୋକମାନେ ପାପରୁ ନିବୃତ୍ତ ହେବା ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ପାପ ପଥରୁ ବିପରୀତ ଦିଗରେ ଚାଲିବା ଆରମ୍ଭ କରଛନ୍ତି । [[rc://*/ta/man/translate/figs-metaphor]])ଦେଖନ୍ତୁ)

1423:10ab85וַ⁠יִּנָּ֣חֶם הָ⁠אֱלֹהִ֗ים עַל־הָ⁠רָעָ֛ה1

ଏଠାରେ “ମନ୍ଦ” ଅନୁବାଦ ହୋଇଥିବା ଶବ୍ଦଟି ବହୁତ ବ୍ୟାପକ, ନୈତିକ ମନ୍ଦ, ଶାରୀରିକ ମନ୍ଦ ଏବଂ ସମସ୍ତ ବିଷୟ ଯାହା ଖରାପ ତାହା ଅନ୍ତର୍ଭୁକ୍ତ କରେ । ନୀନିବୀ ଲୋକମାନଙ୍କ କାର୍ଯ୍ୟକୁ ବର୍ଣ୍ଣନା କରିବାକୁ ଏହା ପୂର୍ବ ପଦରେ (ଏବଂ ପଦ 8) ବ୍ୟବହୃତ ହୋଇଥିବା ସମାନ ଶବ୍ଦ ଅଟେ । ଲେଖକ ଦର୍ଶାଉଛନ୍ତି ଯେ ଯେବେ ଲୋକମାନେ ନୈତିକ ମନ୍ଦରୁ ଅନୁତାପ କରନ୍ତି, ଈଶ୍ଵର ଶାରୀରିକ ଦଣ୍ଡ ଦିଅନ୍ତି ନାହିଁ । ଈଶ୍ଵର କଦାପି ନୈତିକ ମନ୍ଦ କରନ୍ତି ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ଅଟେ, ଆପଣ ଉଭୟ ବାକ୍ୟରେ ଏହି ଶବ୍ଦ ବ୍ୟବହାର କରିପାରନ୍ତି । ଯଦି ତାହା ସ୍ପଷ୍ଟ ନୁହେଁ, ଆପଣ ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରିପାରିବେ ।

1433:10it1arc://*/ta/man/translate/figs-explicitוְ⁠לֹ֥א עָשָֽׂה1

ଈଶ୍ଵର ଯାହା କଲେ ନାହିଁ ତାହା ସ୍ପଷ୍ଟ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ଏବଂ ସେ ସେମାନଙ୍କୁ ଦଣ୍ଡ ଦେଲେ ନାହିଁ” କିମ୍ବା “ଏବଂ ସେ ସେମାନଙ୍କୁ ବିନାଶ କଲେ ନାହିଁ” [[rc://*/ta/man/translate/figs-explicit]])ଦେଖନ୍ତୁ)

1444:introys570

ଯୂନସ ୪ ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

ଯୂନସ କାହାଣୀକୁ ଜାରି ରଖନ୍ତି କିନ୍ପୁତୁ ଏହା ସ୍ତକର ଏକ ଅସାଧାରଣ ସମାପ୍ତ ପରି ପ୍ରତୀତ ହୁଏ । ଏହା ଜୋର ଦିଏ ଯେ ପୁସ୍ତକ ପ୍ରକୃତରେ ଯୂନସଙ୍କ ବିଷୟରେ ନୁହେଁ। ଏହା ସମସ୍ତଙ୍କ ପ୍ରତି ଈଶ୍ଵରଙ୍କ ଦୟାଳୁ ହେବା ବିଷୟରେ ଅଟେ  [[rc://*/tw/dict/bible/kt/mercy]])ଦେଖନ୍ତୁ)

ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ଭବିଷ୍ୟବାଣୀ ସଫଳ ହୁଏ ନାହିଁ

ଜଣେ ଭବିଷ୍ୟ‌ଦ୍‌ବକ୍ତା ଏବଂ ସଦାପ୍ରଭୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଜରୁରୀ ଅଟେ। ଜଣେ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କ ପାଇଁ ଭବିଷ୍ୟ‌ଦ୍‌ବାଣୀ କରିବା ଉଚିତ୍, ଏବଂ ତାଙ୍କର ବାକ୍ୟ ନିଶ୍ଚିତ ରୂପେ ସଫଳ ହେବ। ଆବଶ୍ୟକ ମଧ୍ୟ ଅଟେ । ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ, ଯଦି ଏହା ନହୁଏ, ତେବେ ଦଣ୍ଡ ମୃତ୍ୟୁ ଥିଲା, କାରଣ ଏହା ଦର୍ଶାଏ ଯେ ସେ ପ୍ରକୃତ ଭବିଷ୍ୟ‌ଦ୍‌ବକ୍ତା ନୁହଁନ୍ତି। କିନ୍ତୁ ଯେତେବେଳେ ଯୂନସ ନୀନିବୀ ସହରକୁ କହିଲେ ଯେ ଏହା ଚାଳିଶ ଦିନ ମଧ୍ୟରେ ଧ୍ୱଂସ ହେବାକୁ ଯାଉଛି କିନ୍ତୁ ଏହା ସେତେବେଳେ ଧ୍ୱଂସ ହୋଇ ନଥିଲା। କାରଣ ଈଶ୍ଵର ଦୟାଳୁ ହେବାର ଅଧିକାର ନିଜ ପାଇଁ ସଂରକ୍ଷଣ କରି ରଖନ୍ତି । [[rc:///tw/dict/bible/kt/prophet]] ଏବଂ [[rc:///tw/dict/bible/kt/lawofmoses]])ଦେଖନ୍ତୁ)

ଯୂନସଙ୍କ କ୍ରୋଧ

ଯେତେବେଳେ ଈଶ୍ଵର ନୀନିବୀକୁ ବିନାଶ କଲେ ନାହିଁ ସେ ଈଶ୍ଵରଙ୍କ ଉପରେ କ୍ରୋଧିତ ହେଲେ କାରଣ ଯୂନସ ନୀନିବୀ ଲୋକମାନଙ୍କୁ ଘୃଣା କରୁଥିଲେ I ସେମାନେ ଇସ୍ରାଏଲର ଶତ୍ରୁ ଥିଲେ। କିନ୍ତୁ ଈଶ୍ଵର ଚାହୁଁଥିଲେ ଯେ ଯୂନସ ଏବଂ ଏହି ପୁସ୍ତକର ପାଠକମାନେ ଜାଣନ୍ତୁ ଯେ ଈଶ୍ଵର ସମସ୍ତ ଲୋକମାନଙ୍କୁ ପ୍ରେମ କରନ୍ତି ।

ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ

ଅଳଙ୍କାର ପ୍ରଶ୍ନଗୁଡ଼ିକ

ଅନ୍ୟ ସ୍ଥାନଗୁଡ଼ିକ ପରି, ଯୂନସ ସଦାପ୍ରଭୁଙ୍କ ଉପରେ କେତେ କ୍ରୋଧିତ ଥିଲେ ତାହା ଦର୍ଶାଇବାକୁ ଅଳଙ୍କାରିକ ପ୍ରଶ୍ନ କରିଥିଲେ। [[rc://*/ta/man/translate/figs-rquestion]])ଦେଖନ୍ତୁ)

ସିନୟ ପର୍ବତ ସହିତ ସମାନ୍ତରାଳ

ପଦ 2 ରେ, ଯୂନସ ଈଶ୍ଵରଙ୍କୁ ଅନେକ ଗୁଣଗୁଡ଼ିକୁ ଦର୍ଶାନ୍ତି । ଏହି ପୁସ୍ତକର ଜଣେ ଯିହୁଦୀ ପାଠକ ଏହାକୁ ସିନୟ ପର୍ବତରେ ଈଶ୍ଵରଙ୍କ ସହ ସାକ୍ଷାତ କରିବା ସମୟରେ ମୋଶା ବ୍ୟବହୃତ କରିଥିବା ଶବ୍ଦଗୁଡ଼ିକର ଏକ ସୂତ୍ର ଭାବରେ ସ୍ୱୀକାର କରିବେ । [[rc://*/ta/man/translate/figs-explicit]])ଦେଖନ୍ତୁ)

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

ଈଶ୍ଵରଙ୍କ ଅନୁଗ୍ରହ

ଯେତେବେଳେ ଯୂନସ ନଗର ବାହାରକୁ ଗଲେ, ସେତେବେଳେ ସେ ଅତ୍ୟଧିକ ଖରାରେ ଥିଲେ ଏବଂ ଈଶ୍ଵର ଦୟାକରି ଗଚ୍ଛ ମାଧ୍ୟମରେ କିଛି ଆରାମ ପ୍ରଦାନ କଲେ । ଈଶ୍ଵର ଏକ ବସ୍ତୁ ଶିକ୍ଷା ମାଧ୍ୟମରେ ଯୂନସଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରୁଥିଲେ । ପାଠକ ଏହାକୁ ସ୍ପଷ୍ଟ ଭାବରେ ବୁଝିବା ଜରୁରୀ ଅଟେ। [[rc://*/tw/dict/bible/kt/grace]])ଦେଖନ୍ତୁ)

1454:1jdr8rc://*/ta/man/translate/writing-neweventוַ⁠יֵּ֥רַע אֶל־יוֹנָ֖ה רָעָ֣ה גְדוֹלָ֑ה וַ⁠יִּ֖חַר לֽ⁠וֹ׃1

ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ ଯେଉଁଠାରେ ନୀନିବୀ ନଗରକୁ ରକ୍ଷା କରିବା ପାଇଁ ଯୂନସ ଈଶ୍ଵରଙ୍କୁ ପ୍ରାର୍ଥନା କରିଥିଲେ । [[rc://*/ta/man/translate/writing-newevent]])ଦେଖନ୍ତୁ)

1464:1abc3rc://*/ta/man/translate/figs-idiomוַ⁠יִּ֖חַר לֽ⁠וֹ1

ଏହା ଏକ ରୂଢ଼ି ଅଟେ ଯାହା ଯୂନସଙ୍କ କ୍ରୋଧ ବିଷୟରେ କହିଥାଏ ଯେପରି ଏହା ତାଙ୍କ ଭିତରେ ଉତ୍ତପ୍ତଭାବେ ଆଲୋଚିତ ହେଉଥିଲା । ବିକଳ୍ପ ଅନୁବାଦ: “ଏବଂ ସେ ବହୁତ କ୍ରୁଦ୍ଧ ହେଲେ” [[rc://*/ta/man/translate/figs-idiom]])ଦେଖନ୍ତୁ)

1474:2q6bbrc://*/ta/man/translate/figs-exclamationsאָנָּ֤ה1

ଏହି ପ୍ରସଙ୍ଗରେ, ଅଃ ଶବ୍ଦ! ତୀବ୍ର ନିରାଶାକୁ ସୂଚାଏ । ଏହି ଭାବନାକୁ ଆପଣଙ୍କ ଭାଷାରେ ଅତି ସ୍ୱାଭାବିକଉ ପାୟରେ ପ୍ରକାଶ କରନ୍ତୁ । [[rc://*/ta/man/translate/figs-exclamations]])ଦେଖନ୍ତୁ)

1484:2k24brc://*/ta/man/translate/figs-rquestionיְהוָה֙ הֲ⁠לוֹא־זֶ֣ה דְבָרִ֗⁠י עַד־הֱיוֹתִ⁠י֙ עַל־אַדְמָתִ֔⁠י1
1494:2ab79rc://*/ta/man/translate/figs-explicitיְהוָה֙ הֲ⁠לוֹא־זֶ֣ה דְבָרִ֗⁠י עַד־הֱיוֹתִ⁠י֙ עַל־אַדְמָתִ֔⁠י1
1504:2ab81rc://*/ta/man/translate/figs-idiomאֶ֤רֶךְ אַפַּ֨יִם֙1
1514:2jv5cוְ⁠רַב־חֶ֔סֶד1
1524:2wl7jrc://*/ta/man/translate/figs-explicitוְ⁠נִחָ֖ם עַל־הָ⁠רָעָֽה1
1534:3dm5trc://*/ta/man/translate/figs-explicitקַח־נָ֥א אֶת־נַפְשִׁ֖⁠י מִמֶּ֑⁠נִּי1
1544:3yk5vכִּ֛י ט֥וֹב מוֹתִ֖⁠י מֵ⁠חַיָּֽ⁠י1
1554:4ab82rc://*/ta/man/translate/figs-idiomהַ⁠הֵיטֵ֖ב חָ֥רָה לָֽ⁠ךְ1
1564:4ab83rc://*/ta/man/translate/figs-explicitהַ⁠הֵיטֵ֖ב חָ֥רָה לָֽ⁠ךְ1
1574:5q1f7וַ⁠יֵּצֵ֤א יוֹנָה֙ מִן־הָ⁠עִ֔יר1

“ଏହାପରେ ଯୂନସ ନୀନିବୀ ନଗର ଛାଡି ଚାଲିଗଲେ”

1584:5af46מַה־יִּהְיֶ֖ה בָּ⁠עִֽיר1
1594:6i4r4מֵ⁠עַ֣ל לְ⁠יוֹנָ֗ה לִֽ⁠הְי֥וֹת צֵל֙ עַל־רֹאשׁ֔⁠וֹ1

“ଯୂନସଙ୍କ ମସ୍ତକ ଉପରେ ଛାୟା”

1604:6t21kלְ⁠הַצִּ֥יל ל֖⁠וֹ מֵ⁠רָֽעָת֑⁠וֹ1
1614:7t7ilוַ⁠יְמַ֤ן הָֽ⁠אֱלֹהִים֙ תּוֹלַ֔עַת1

“ତା’ପରେ ପରମେଶ୍ୱର ଏକ କୀଟ ପଠାଇଲେ”

1624:7rw7zוַ⁠תַּ֥ךְ אֶת־הַ⁠קִּֽיקָי֖וֹן1

“ଏବଂ କୀଟ ଲତାକୁ କାଟିଦେଲା”

1634:7d16mוַ⁠יִּיבָֽשׁ1

ଲତାତି ଶୁଷ୍କ ହୋଇ ମରିଗଲା । ବିକଳ୍ପ ଅନୁବାଦ: “ଯାହାଫଳରେ ଲତା ମରିଗଲା”

1644:8jdr9rc://*/ta/man/translate/grammar-connect-time-backgroundוַ⁠יְהִ֣י׀ כִּ⁠זְרֹ֣חַ הַ⁠שֶּׁ֗מֶשׁ1

ସୂର୍ଯ୍ୟର ଉଦୟ ହେବା କାହାଣୀର ପୃଷ୍ଠଭୂମି ସୂଚନା ଅଟେ ଯାହାକି ପୂର୍ବ ଦିଗରୁ ଉଷ୍ମ ପବନ ପ୍ରବାହିତ ହେବା ସମୟକୁ ବୁଝାଏ । ଏହି ସମ୍ପର୍କକୁ ସ୍ୱାଭାବିକ ଭାବରେ ଆପଣଙ୍କ ଭାଷାରେ ପ୍ରକାଶ କରନ୍ତୁ । [[rc://*/ta/man/translate/grammar-connect-time-background]]) ଦେଖନ୍ତୁ)

1654:8hmi4rc://*/ta/man/translate/figs-explicitוַ⁠יְמַ֨ן אֱלֹהִ֜ים ר֤וּחַ קָדִים֙ חֲרִישִׁ֔ית1

ଈଶ୍ଵର ପୂର୍ବ ଦିଗରୁ ଯୂନସ ଉପରେ ପ୍ରବଳ ପବନ ପ୍ରବାହିତ କଲେ । ଯଦି ଆପଣଙ୍କ ଭାଷାରେ “ପବନ” କେବଳ ଥଣ୍ଡା କିମ୍ବା ଶୀତଳ ପବନର ଅର୍ଥକୁ ପ୍ରକାଶ କରେ, ତେବେ ଆପଣ ଏହି ବିକଳ୍ପ ଅନୁବାଦକୁ ଚେଷ୍ଟା କରିପାରିବେ: “ଈଶ୍ଵର ପୂର୍ବ ଦିଗରୁ ଯୂନସଙ୍କୁ ଅତ୍ୟଧିକ ଗରମ ଗ୍ରୀଷ୍ମ ପଠାଇଲେ । [[rc://*/ta/man/translate/figs-explicit]])ଦେଖନ୍ତୁ)

1664:8mnu9וַ⁠תַּ֥ךְ הַ⁠שֶּׁ֛מֶשׁ1

“ସୂର୍ଯ୍ୟକିରଣ ବହୁତ ଗରମ ଥିଲା”

1674:8u2plrc://*/ta/man/translate/figs-synecdocheעַל־רֹ֥אשׁ יוֹנָ֖ה1
1684:8z95vוַ⁠יִּתְעַלָּ֑ף1
1694:8ab87וַ⁠יִּשְׁאַ֤ל אֶת־נַפְשׁ⁠וֹ֙ לָ⁠מ֔וּת1

ଯୂନସ ନିଜ ସହିତ ବାର୍ତ୍ତାଳାପ କରୁଛନ୍ତି। ବିକଳ୍ପ ଅନୁବାଦ: “ସେ ମରିବାକୁ ଇଚ୍ଛା କଲେ” କିମ୍ବା “ସେ ମରିବାକୁ ଚାହୁଁଥିଲେ”

1704:8eln6ט֥וֹב מוֹתִ֖⁠י מֵ⁠חַיָּֽ⁠י1
1714:9w24zrc://*/ta/man/translate/figs-explicitהַ⁠הֵיטֵ֥ב חָרָֽה־לְ⁠ךָ֖ עַל־הַ⁠קִּֽיקָי֑וֹן1
1724:9h43aהֵיטֵ֥ב חָֽרָה־לִ֖⁠י עַד־מָֽוֶת1

“ମୋ ରାଗି ଠିକ କରିଛି। ମୁଁ ମରିବାକୁ ଯଥେଷ୍ଟ କ୍ରୋଧିତ ଅଟେ!”

1734:10gkz7rc://*/ta/man/translate/figs-explicitוַ⁠יֹּ֣אמֶר יְהוָ֔ה1

ଏଠାରେ ଯିହୋବା ଯୂନସଙ୍କ ସହିତ ବାର୍ତ୍ତାଳାପ କରନ୍ତି। ଏହି ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରିବ । ବିକଳ୍ପ ଅନୁବାଦ: “ଯିହୋବା ଯୂନସଙ୍କୁ କହିଲେ” [[rc://*/ta/man/translate/figs-explicit]])ଦେଖନ୍ତୁ)

1744:10ab88rc://*/ta/man/translate/figs-idiomשֶׁ⁠בִּן־ לַ֥יְלָה הָיָ֖ה וּ⁠בִן־ לַ֥יְלָה אָבָֽד־ לַ֥יְלָה1
1754:11jdr0rc://*/ta/man/translate/grammar-connect-words-phrasesוַֽ⁠אֲנִי֙1

10 ପଦରେ ତୁମ୍ଭ ପାଇଁ ସହିତ ଯୋଡି ହୋଇଥିବା ଏହି ଶବ୍ଦ, ଲତା ଏବଂ ଯୂନସଙ୍କ ମନୋଭାବ ଏବଂ ନୀନିବୀର ଲୋକମାନଙ୍କ ପ୍ରତି ସଦାପ୍ରଭୁଙ୍କ ମନୋଭାବ ମଧ୍ୟରେ ତୁଳନାକୁ ଦର୍ଶାଏ । ଏହି ତୁଳନାକୁ ଆପଣଙ୍କ ଭାଷାରେ ସ୍ୱାଭାବିକ ଭାବରେ ପ୍ରକାଶ କରନ୍ତୁ । [[rc://*/ta/man/translate/grammar-connect-words-phrases]]) ଦେଖନ୍ତୁ)

1764:11ecl1rc://*/ta/man/translate/figs-rquestionוַֽ⁠אֲנִי֙ לֹ֣א אָח֔וּס עַל־נִינְוֵ֖ה הָ⁠עִ֣יר הַ⁠גְּדוֹלָ֑ה אֲשֶׁ֣ר יֶשׁ־בָּ֡⁠הּ הַרְבֵּה֩ מִֽ⁠שְׁתֵּים־עֶשְׂרֵ֨ה רִבּ֜וֹ אָדָ֗ם אֲשֶׁ֤ר לֹֽא־יָדַע֙ בֵּין־יְמִינ֣⁠וֹ לִ⁠שְׂמֹאל֔⁠וֹ וּ⁠בְהֵמָ֖ה רַבָּֽה1
1774:11dqi1אֲשֶׁ֣ר יֶשׁ־בָּ֡⁠הּ הַרְבֵּה֩1
1784:11c3b7rc://*/ta/man/translate/translate-numbersמִֽ⁠שְׁתֵּים־עֶשְׂרֵ֨ה רִבּ֜וֹ אָדָ֗ם1

ଏକ ଶହ ଏବଂ କୋଡ଼ିଏ ହଜାର ଲୋକ [[rc://*/ta/man/translate/translate-numbers]]) ଦେଖନ୍ତୁ)

1794:11j35hrc://*/ta/man/translate/figs-idiomאֲשֶׁ֤ר לֹֽא־יָדַע֙ בֵּין־יְמִינ֣⁠וֹ לִ⁠שְׂמֹאל֔⁠וֹ1