or_tN/tn_2TI.tsv

263 KiB
Raw Permalink Blame History

1ReferenceIDTagsSupportReferenceQuoteOccurrenceNote
2front:intros7fk0
31:introp5lf0

2 ତୀମଥି 01 ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

ପଦ 1-2ରେ ପାଉଲ ଔପଚାରିକ ଭାବରେ ପତ୍ରର ପରିଚୟ ପ୍ରଦାନ କରନ୍ତି I ପ୍ରାଚୀନ ମଧ୍ୟପୂର୍ବ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡ଼ିକୁ ଏହି ପ୍ରକାରେ ଆରମ୍ଭ କରୁଥିଲେ I

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

ଆତ୍ମିକ ସନ୍ତାନ

ପାଉଲ ତୀମଥିଙ୍କୁ ଜଣେ ଖ୍ରୀଷ୍ଟିୟାନ ଏବଂ ମଣ୍ଡଳୀର ଜଣେ ନେତା ଭାବରେ ଶିଷ୍ୟକରି ଗଢିଥିଲେ I ପାଉଲ ମଧ୍ୟ ହୁଏତ ତାଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବାକୁ କଢାଇ ନେଇଥିବେ I ସେଥିପାଇଁ, ପାଉଲ ତୀମଥିଙ୍କୁ “ପ୍ରିୟ ପୁତ୍ର” ବୋଲି କହୁଛନ୍ତି I ( [[rc:///tw/dict/bible/kt/disciple]] ଓ [[rc:///tw/dict/bible/kt/spirit]]ଦେଖନ୍ତୁ)

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

ଦୁଃଖଭୋଗ

ଯେତେବେଳେ ପାଉଲଏହି ପତ୍ର ଲେଖିଥିଲେ ସେତେବେଳେ ସେ କାରାଗାରରେ ଥିଲେ । ପାଉଲ ତୀମଥିଙ୍କୁ ସୁସମାଚାର ପାଇଁ ଯନ୍ତ୍ରଣା ଭୋଗିବାକୁ ପ୍ରସ୍ତୁତ ହେବାକୁ ଉତ୍ସାହିତ କରିଥିଲେ ।( [[rc://*/ta/man/translate/figs-explicit]]ଦେଖନ୍ତୁ)

41:1ha4lΠαῦλος1
51:1vl2gδιὰ θελήματος Θεοῦ1

ପାଉଲ ଜଣେ ପ୍ରେରିତ ହେଲେ କାରଣ ଈଶ୍ଵର ଚାହୁଁଥିଲେ ଯେ ସେ ଜଣେ ପ୍ରେରିତ ହୁଅନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଇଚ୍ଛାରୁ” କିମ୍ବା “କାରଣ ଈଶ୍ଵର ଏହା ଚାହୁଁଥିଲେ”

61:1e1lgκατ’1
71:1m9kvrc://*/ta/man/translate/figs-metaphorζωῆς τῆς ἐν Χριστῷ Ἰησοῦ1
81:2rp5uΤιμοθέῳ1

ଆପଣଙ୍କ ଭାଷାରେ ହୁଏତ ପତ୍ରର ପ୍ରାପକଙ୍କ ପରିଚୟ ଦେବାପାଇଁ ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ଯଦି ଅଛି, ଆପଣ ଏହାକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏହି ଚିଠି ତୁମ୍ଭ ପାଇଁ, ତୀମଥି”

91:2ey7grc://*/ta/man/translate/figs-metaphorἀγαπητῷ τέκνῳ1

ପାଉଲ ତୀମଥିଙ୍କ ପିତା ନଥିଲେ, କିନ୍ତୁ ସେ ତୀମଥିଙ୍କ ପ୍ରେମ ଏବଂ ଅନୁମୋଦନ ପ୍ରକାଶ କରିବାକୁ ପୁତ୍ର ଶବ୍ଦ ବ୍ୟବହାର କରିଥିଲେ । ଏହା ମଧ୍ୟ ହୋଇଥାଇପାରେ ଯେ ପାଉଲ ତୀମଥିଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ କଢାଇ ନେଇଥିବେ, ଆଉ ସେଥିପାଇଁ ସେ ତାହାଙ୍କୁ ନିଜ ପୁତ୍ର ସଦୃଶ ମନେ କରୁଛନ୍ତି I ବିକଳ୍ପ ଅନୁବାଦ: “ଯେ କି ମୋହର ପ୍ରିୟ ପୁତ୍ର ସଦୃଶ” ( [[rc://*/ta/man/translate/figs-metaphor]]) ଦେଖନ୍ତୁ

101:2w43qχάρις, ἔλεος, εἰρήνη, ἀπὸ1
111:2ub7crc://*/ta/man/translate/guidelines-sonofgodprinciplesΘεοῦ Πατρὸς καὶ1
121:2yp2qΧριστοῦ Ἰησοῦ τοῦ Κυρίου ἡμῶν1
131:3tvb7ᾧ λατρεύω ἀπὸ προγόνων1
141:3ha9drc://*/ta/man/translate/figs-metaphorἐν καθαρᾷ συνειδήσει1

ପାଉଲ ଆପଣା ବିବେକ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଶାରୀରିକ ଭାବରେ ଶୁଦ୍ଧ ହୋଇପାରିବ I ଏକ “ଶୁଦ୍ଧ ବିବେକ” ଥିବା ଲୋକଟି କେବେ ନିଜକୁ ଦୋଷୀ ମନେ କରେ ନାହିଁ, କାରଣ ସେ ସର୍ବଦା ଯଥାର୍ଥ ବିଷୟ କରିବାକୁ ଚେଷ୍ଟା କରିଥାଏ I ବିକଳ୍ପ ଅନୁବାଦ: “ଏହା ଜାଣି ଯେ ଯାହା ଯଥାର୍ଥ, ତାହା କରିବାକୁ ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଅଛି” (ଦେଖନ୍ତୁ: [[rc://*/ta/man/translate/figs-metaphor]])

151:3rz7sὡς ἀδιάλειπτον ἔχω τὴν περὶ σοῦ μνείαν1

ଗୁଣ ବାଚକ ବିଶେଷ୍ୟ ସ୍ମରଣକୁ ବ୍ୟବହାର କରି ମନେ ରଖିବାର କାର୍ଯ୍ୟ ବିଷୟରେ ପାଉଲ କହନ୍ତି । ଆପଣଙ୍କ ଭାଷାରେ ଏହି ଧାରଣାକୁ ପ୍ରକାଶ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ, ଯେପରିକି ଏକ କ୍ରିୟା ସହିତ । ଯଦି ଅଛି, ଆପଣ ଏହାକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ମୁଁ ମୋ ପ୍ରାର୍ଥନାରେ ତୁମ୍ଭ ବିଷୟରେ ନିରନ୍ତର ଉଲ୍ଲେଖ କରୁଅଛି”I

161:3pa6qrc://*/ta/man/translate/figs-merismνυκτὸς καὶ ἡμέρας1
171:4kk82rc://*/ta/man/translate/figs-metonymyμεμνημένος σου τῶν δακρύων1
181:4zc8sἐπιποθῶν σε ἰδεῖν1
191:4gu8crc://*/ta/man/translate/figs-metaphorχαρᾶς πληρωθῶ1

ପାଉଲ ଆପଣା ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ପାତ୍ର, ଯାହାକୁ କେହି ଜଣେ ପୂର୍ଣ୍ଣ କରିପାରିବ I ବିକଳ୍ପ ଅନୁବାଦ: “ମୁଁ ଆନନ୍ଦିତ ହୋଇପାରିବି” କିମ୍ବା “ମୁଁ ସମ୍ପୂର୍ଣ୍ଣ ଆନନ୍ଦ ପାଇପାରିବି” [[rc://*/ta/man/translate/figs-metaphor]] ଦେଖନ୍ତୁ)

201:5rhs7rc://*/ta/man/translate/figs-activepassiveὑπόμνησιν λαβὼν τῆς ἐν σοὶ1
211:5buc3τῆς ἐν σοὶ ἀνυποκρίτου πίστεως1
221:5vgz2rc://*/ta/man/translate/figs-metaphorπίστεως, ἥτις ἐνῴκησεν πρῶτον ἐν τῇ μάμμῃ σου, Λωΐδι, καὶ τῇ μητρί σου, Εὐνίκῃ; πέπεισμαι δὲ ὅτι καὶ ἐν σοί1

ପାଉଲ ସେମାନଙ୍କର ବିଶ୍ଵାସ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଜୀବିତ ଥାଇ ସେମାନଙ୍କ ମଧ୍ୟରେ ବାସ କରୁଅଛି I ବିକଳ୍ପ ଅନୁବାଦ: “ବିଶ୍ଵାସର ତୁମ୍ଭର ମାତାମହୀ ଲୋୟି ଓ ତୁମ୍ଭର ମାତା ଇଉନୀକୀଠାରେ ଈଶ୍ବରଙ୍କ ପ୍ରତି ଅକପଟ ବିଶ୍ଵାସ ଥିଲା, ଆଉ ବର୍ତ୍ତମାନ ମୁଁ ଦୃଢ଼ଭାବେ ବିଶ୍ଵାସ କରୁଅଛି ଯେ ତୁମ୍ଭଠାରେ ମଧ୍ୟ ସେହି ସମାନ ବାସ୍ତବ ବିଶ୍ଵାସ ଅଛି”  [[rc://*/ta/man/translate/figs-metaphor]])ଦେଖନ୍ତୁ)

231:5l8wcrc://*/ta/man/translate/translate-namesΛωΐδι & Εὐνίκῃ1

ଏହା ଏକ ମହିଳାଙ୍କ ନାମ, ତୀମଥିଙ୍କ ଜେଜେମା, ଯିଏ ବୋଧହୁଏ ତାଙ୍କ ମାଙ୍କର ମାତା ଅଟନ୍ତି। [[rc://*/ta/man/translate/translate-names]])ଦେଖନ୍ତୁ)

241:6ngi3Connecting Statement:0

Connecting Statement:

251:6j58kδι’ ἣν αἰτίαν1
261:6h6eqrc://*/ta/man/translate/figs-metaphorἀναζωπυρεῖν τὸ χάρισμα1

ଆପଣା ଦାନ ବ୍ୟବହାର କରି ତୀମଥି ପୁନର୍ବାର ସେବା ଆରମ୍ଭ କରିବାର ପ୍ରୟୋଜନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପୁନର୍ବାର ଅଗ୍ନି ପ୍ରଜ୍ବଳନ କରୁଛନ୍ତି I ବିକଳ୍ପ ଅନୁବାଦ: ‘ଦାନକୁ ବ୍ୟବହାର କରିବାକୁ ପୁନର୍ବାର ଆରମ୍ଭ କରିବାକୁ” [[rc://*/ta/man/translate/figs-metaphor]])

271:6i977τὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου1
281:7h1z3οὐ & ἔδωκεν ἡμῖν ὁ Θεὸς πνεῦμα δειλίας, ἀλλὰ δυνάμεως, καὶ ἀγάπης, καὶ σωφρονισμοῦ1
291:7k6g7σωφρονισμοῦ1
301:8fk9zτὸ μαρτύριον1
311:8blk9τὸν δέσμιον αὐτοῦ1
321:8ry82rc://*/ta/man/translate/figs-metaphorσυνκακοπάθησον τῷ εὐαγγελίῳ1

ଏକତ୍ର ଶବ୍ଦର ଅର୍ଥ: (1) ତୀମଥିଙ୍କ ପାଇଁ ପାଉଲଙ୍କ ସହ ଏକତ୍ର ଯନ୍ତ୍ରଣା ଭୋଗିବାକୁ ପଡିପାରେ । (2) ଏହାର ଅର୍ଥ ତୀମଥିଙ୍କ ପାଇଁ ସେହି ସମସ୍ତ ଖ୍ରୀଷ୍ଟିଆନମାନଙ୍କ ସହିତ ଯନ୍ତ୍ରଣା ଭୋଗିବାକୁ ପଡିପାରେ । [[rc://*/ta/man/translate/figs-metaphor]])ଦେଖନ୍ତୁ)

331:8hi9aτῷ εὐαγγελίῳ, κατὰ δύναμιν Θεοῦ1
341:9ld55κλήσει ἁγίᾳ1
351:9ub31οὐ κατὰ τὰ ἔργα ἡμῶν1
361:9kyr5ἀλλὰ κατὰ ἰδίαν πρόθεσιν καὶ χάριν1
371:9pq1zἐν Χριστῷ Ἰησοῦ1
381:9zq7mπρὸ χρόνων αἰωνίων1
391:10h5e5rc://*/ta/man/translate/figs-metaphorφανερωθεῖσαν δὲ νῦν, διὰ τῆς ἐπιφανείας τοῦ Σωτῆρος ἡμῶν, Χριστοῦ Ἰησοῦ1
401:10i7clrc://*/ta/man/translate/figs-metaphorκαταργήσαντος μὲν τὸν θάνατον1
411:10i3wlrc://*/ta/man/translate/figs-metaphorφωτίσαντος δὲ ζωὴν καὶ ἀφθαρσίαν διὰ τοῦ εὐαγγελίου1
421:11tb9brc://*/ta/man/translate/figs-activepassiveἐτέθην ἐγὼ κῆρυξ1
431:12j37gδι’ ἣν αἰτίαν1
441:12y8l4καὶ ταῦτα πάσχω1
451:12td39πέπεισμαι1
461:12p6pirc://*/ta/man/translate/figs-metaphorτὴν παραθήκην μου φυλάξαι1

ପାଉଲ ଅନ୍ୟ ଜଣଙ୍କ ସହିତ କିଛି ଛାଡିଥିବା ବ୍ୟକ୍ତିର ରୂପାୟନ ବ୍ୟବହାର କରୁଛନ୍ତି, ଯିଏ ଏହାକୁ ପ୍ରଥମ ବ୍ୟକ୍ତିଙ୍କୁ ନ ଦେବା ପର୍ଯ୍ୟନ୍ତ ଏହାକୁ ସଂରକ୍ଷଣ କରନ୍ତି । ଏଥିରେ ସମ୍ପୃକ୍ତ ଦୁଇଜଣ ବ୍ୟକ୍ତି ହେଉଛନ୍ତି ଯୀଶୁ ଏବଂ ପାଉଲ, କିନ୍ତୁ କାହା ପାଖରେ ଜମା ଅଛି ତାହା ସ୍ପଷ୍ଟ ହୋଇନାହିଁ। ଏହାର ଅର୍ଥ (1) ପାଉଲ ଯୀଶୁଙ୍କଠାରେ ଭରସା ରଖୁଛନ୍ତି ଯେ ସେ ତାହାଙ୍କୁ ବିଶ୍ବସ୍ତ ରହିବାକୁ ସାହାଯ୍ୟ କରିବେ I ଏହା ପାଉଲଙ୍କ ନିଜ ଜୀବନ ହୋଇପାରେ, କିମ୍ବା, ବିଶେଷ ଭାବରେ, ପାଉଲ ସାରା ଜୀବନ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହିବେ । ବିକଳ୍ପ ଅନୁବାଦ: “ମୋତେ ତାଙ୍କ ପ୍ରତି ବିଶ୍ୱସ୍ତ ରଖିବା ପାଇଁ” କିମ୍ବା (2) ପାଉଲ ଭରସା ରଖୁଛନ୍ତି ଯେ ଲୋକମାନେ ଯେପରି ସୁସମାଚାରର ସମ୍ବାଦକୁ ନିରନ୍ତର ପ୍ରସାର କରିବାରେ ଲାଗି ରହିବେ ଯୀଶୁ ତାହା ସୁନିଶ୍ଚିତ କରିବେ I ବିକଳ୍ପ ଅନୁବାଦ: “ମୋତେ ତାଙ୍କ ବାର୍ତ୍ତା ପ୍ରଚାର କରିବାରେ ସାହାଯ୍ୟ କରିବାକୁ” [[rc://*/ta/man/translate/figs-metaphor]])ଦେଖନ୍ତୁ)

471:12qcu3rc://*/ta/man/translate/figs-metonymyἐκείνην τὴν ἡμέραν1
481:13h1qdὑποτύπωσιν ἔχε ὑγιαινόντων λόγων, ὧν παρ’ ἐμοῦ ἤκουσας1
491:13b2ldἐν πίστει καὶ ἀγάπῃ τῇ ἐν Χριστῷ Ἰησοῦ1
501:14i5g5τὴν καλὴν παραθήκην1
511:14cb5qφύλαξον1
521:14a3v2διὰ Πνεύματος Ἁγίου1
531:15p6f4rc://*/ta/man/translate/figs-metaphorἀπεστράφησάν με1
541:15x6ccrc://*/ta/man/translate/translate-namesΦύγελος καὶ Ἑρμογένης1

ଏହା ଏକ ପୁରୁଷର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

551:16e6hlrc://*/ta/man/translate/translate-namesὈνησιφόρου1

ଏହା ଏକ ପୁରୁଷର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

561:16zz44τῷ & οἴκῳ1
571:16td1qrc://*/ta/man/translate/figs-metonymyτὴν ἅλυσίν μου οὐκ ἐπησχύνθη1
581:18p3diδῴη( αὐτῷ ὁ Κύριος, εὑρεῖν ἔλεος παρὰ Κυρίου1
591:18x2dkrc://*/ta/man/translate/figs-metaphorεὑρεῖν ἔλεος παρὰ Κυρίου1
601:18f3eprc://*/ta/man/translate/figs-metonymyἐν ἐκείνῃ τῇ ἡμέρᾳ1
612:introk3zn0

2 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

ପଦ 11b-13 ରେ, ପାଉଲ ହୁଏତ ଏକ କବିତା ବା ଭଜନ ଉଦ୍ଧୃତ କରନ୍ତି । ଆପଣଙ୍କ ଅନୁବାଦରେ, ଏହା ଏକ ଉଦ୍ଧୃତି ହୋଇପାରେ ବୋଲି ପାଠକଙ୍କୁ ଦେଖାଇବା ପାଇଁ ଆପଣ ଏହି ପଦଗୁଡ଼ିକୁ ଅଧ୍ୟାୟର ଡାହାଣ ପାର୍ଶ୍ୱରେ ଉଲ୍ଲେଖ କରିପାରିବେ ।

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

ଆମ୍ଭେମାନେ ତାହାଙ୍କ ସହିତ ରାଜ୍ୟ କରିବା

ଭବିଷ୍ୟତରେ ବିଶ୍ଵସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହିତ ରାଜ୍ୟ କରିବେ I ( rc://*/tw/dict/bible/kt/faithful) ଦେଖନ୍ତୁ

ଏହି ଅଧ୍ୟାୟର ପ୍ରଧାନ ଅଳଙ୍କାରଗୁଡ଼ିକ

ଆଙ୍ଗିକ ଦୃଷ୍ଟାନ୍ତ

ଏହି ଅଧ୍ୟାୟରରେ, ପାଉଲ ଜଣେ ଖ୍ରୀଷ୍ଟିୟାନଭାବରେ ଜୀବନ ଯାପନ କରିବା ବିଷୟରେ ଅନେକ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ସେ ସୈନିକ, କ୍ରୀଡାବିତ୍ ଓ କୃଷକର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଏହି ଅଧ୍ୟାୟର ଶେଷ ଆଡକୁ, ସେ ଗୋଟିଏ ଗୃହରେ ଥିବା ବିଭିନ୍ନ ପ୍ରକାର ପାତ୍ରର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I

622:1t13sConnecting Statement:0

Connecting Statement:

632:1bll5rc://*/ta/man/translate/figs-metaphorτέκνον μου1

ଏଠାରେ “ପୁତ୍ର” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ ଅଟେ I ତୀମଥି ପାଉଲଙ୍କ ନିଜ ପୁତ୍ର ନଥିଲେ। ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ମୋହର ପୁତ୍ର ସଦୃଶ” ( [[rc://*/ta/man/translate/figs-metaphor]]) ଦେଖନ୍ତୁ

642:1e6exrc://*/ta/man/translate/figs-metaphorἐνδυναμοῦ ἐν τῇ χάριτι τῇ ἐν Χριστῷ Ἰησοῦ1

ପାଉଲ ଚାହୁଁଛନ୍ତି ଯେ ଈଶ୍ଵର ତୀମଥିଙ୍କୁ  ଅନୁଗ୍ରହ କିମ୍ବା ଦୟା ପ୍ରଦାନ କରିଥିବା ଶକ୍ତି ଅନୁଭବ କରନ୍ତୁ। ବିଶ୍ଵାସୀମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି ଈଶ୍ଵରଙ୍କ ଅନୁଗ୍ରହ ଅନୁଭବ କରନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏକ ବିଶେଷଣ ସହିତ ବିସ୍ତୃତ ବିଶେଷ୍ୟ ବ୍ୟବହାର କରି  ଅନୁଗ୍ରହ ପ୍ରକାଶ କରିପାରିବେ।” ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ସମ୍ପର୍କ ଦ୍ବାରା ଈଶ୍ବର ତୁମ୍ଭକୁ ଦେଇଥିବା ଅନୁଗ୍ରହକୁ ବ୍ୟବହାର କରି ତୁମ୍ଭକୁ ବଳବାନ୍ କରନ୍ତୁ” (ଦେଖ: [[rc://*/ta/man/translate/figs-metaphor]]) ଦେଖନ୍ତୁ

652:2ig9vδιὰ πολλῶν μαρτύρων1
662:2kv1mrc://*/ta/man/translate/figs-metaphorταῦτα παράθου πιστοῖς ἀνθρώποις1

ପାଉଲ ତୀମଥିଙ୍କୁ ତାଙ୍କ ନିର୍ଦ୍ଦେଶ ବିଷୟରେ କହନ୍ତି ଯେପରି ତୀମଥି ଅନ୍ୟ ଲୋକମାନଙ୍କୁ ସେହି ଶିକ୍ଷା ଦେଇପାରିବେ ଏବଂ ସେମାନେ ସେହି ଶିକ୍ଷାଗୁଡ଼ିକୁ ଅନ୍ୟମାନଙ୍କୁ ସଠିକ୍ ଭାବରେ ଶିକ୍ଷା ଦେଇପାରିବେ ବୋଲି ସେମାନଙ୍କ ଉପରେ ନିର୍ଭର କରିପାରନ୍ତି। ବିକଳ୍ପ ଅନୁବାଦ: “ସମର୍ପଣ କର” କିମ୍ବା “ଶିକ୍ଷା ଦିଅ” ( [[rc://*/ta/man/translate/figs-metaphor]]) ଦେଖନ୍ତୁ

672:3yc1jσυνκακοπάθησον1
682:3juu2rc://*/ta/man/translate/figs-simileὡς καλὸς στρατιώτης Ἰησοῦ Χριστοῦ1
692:4a4x7οὐδεὶς στρατευόμενος ἐμπλέκεται ταῖς τοῦ βίου πραγματίαις1
702:4p7n5rc://*/ta/man/translate/figs-metaphorἐμπλέκεται1
712:4d2lgῷ στρατολογήσαντι1

ବିକଳ୍ପ ଅନୁବାଦ: “ତାଙ୍କ ନେତା” କିମ୍ବା “ଯିଏ ତାଙ୍କୁ ଆଦେଶ ଦିଅନ୍ତି”

722:5d483rc://*/ta/man/translate/figs-explicitἀθλῇ τις, οὐ στεφανοῦται, ἐὰν μὴ νομίμως ἀθλήσῃ1
732:5xbn6rc://*/ta/man/translate/figs-activepassiveοὐ στεφανοῦται, ἐὰν μὴ νομίμως ἀθλήσῃ1
742:5lea8οὐ στεφανοῦται1
752:5reg6νομίμως ἀθλήσῃ1
762:6wz35rc://*/ta/man/translate/figs-metaphorτὸν κοπιῶντα γεωργὸν δεῖ πρῶτον τῶν καρπῶν μεταλαμβάνειν1
772:7bdk9νόει ὃ λέγω1
782:7a22qἐν πᾶσιν1
792:8rp96Connecting Statement:0

Connecting Statement:

802:8mh1krc://*/ta/man/translate/figs-metaphorἐκ σπέρματος Δαυείδ1
812:8wt31rc://*/ta/man/translate/figs-activepassiveἐγηγερμένον ἐκ νεκρῶν1
822:8s4vhrc://*/ta/man/translate/figs-metonymyκατὰ τὸ εὐαγγέλιόν μου1
832:9t2axrc://*/ta/man/translate/figs-metonymyμέχρι δεσμῶν ὡς κακοῦργος1
842:9pc6trc://*/ta/man/translate/figs-metaphorὁ λόγος τοῦ Θεοῦ οὐ δέδεται1
852:10aa1xrc://*/ta/man/translate/figs-activepassiveδιὰ τοὺς ἐκλεκτούς1
862:10j2bkrc://*/ta/man/translate/figs-metaphorσωτηρίας τύχωσιν τῆς ἐν Χριστῷ Ἰησοῦ1
872:10el68μετὰ δόξης αἰωνίου1
882:11nr7uπιστὸς ὁ λόγος1
892:11g6e4rc://*/ta/man/translate/writing-poetryεἰ γὰρ συναπεθάνομεν, καὶ συνζήσομε1

ଏହା ଏକ କବିତା ବା ଗୀତର ଆରମ୍ଭ ଯାହା ପାଉଲ ବୋଧହୁଏ ଉଦ୍ଧୃତ କରୁଛନ୍ତି। ଯଦି ଆପଣଙ୍କ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ଆପଣ ଏଠାରେ ତାହା ବ୍ୟବହାର କରିପାରିବେ I ଯେପରିକି ପୃଥକ ଧାଡିରେ ବ୍ୟକ୍ତିଗତ ବାକ୍ୟାଂଶ ଉଲ୍ଲେଖ କରି, ଆପଣ ଏହାକୁ ଏଠାରେ ଏବଂ 2:12 ଏବଂ 2:13 ରେ ବ୍ୟବହାର କରିପାରିବେ। ଯଦି ନୁହେଁ, ଏହାକୁ ଆପଣ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କରନ୍ତୁ I [[rc://*/ta/man/translate/writing-poetry]]) ଦେଖନ୍ତୁ

902:11in38συναπεθάνομεν1
912:13y1wjrc://*/ta/man/translate/writing-poetryεἰ ἀπιστοῦμεν & ἀρνήσασθαι & ἑαυτὸν οὐ δύναται1
922:13ke4wεἰ ἀπιστοῦμεν1
932:13ihd4ἀρνήσασθαι & ἑαυτὸν οὐ δύναται1
942:14u661General Information:0
952:14r5lqrc://*/ta/man/translate/figs-metaphorἐνώπιον τοῦ Θεοῦ1
962:14g6p7μὴ λογομαχεῖν1
972:14rke6ἐπ’ οὐδὲν χρήσιμον1
982:15m3vyσεαυτὸν, δόκιμον παραστῆσαι τῷ Θεῷ, ἐργάτην ἀνεπαίσχυντον1

ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାକୁ ଯଥାସମ୍ଭବ ଚେଷ୍ଟା କର”

992:15rj6yrc://*/ta/man/translate/figs-metaphorἐργάτην1
1002:15xgz9ὀρθοτομοῦντα τὸν λόγος τῆς ἀληθείας1
1012:16e27qrc://*/ta/man/translate/figs-metaphorἐπὶ πλεῖον & προκόψουσιν ἀσεβείας1
1022:17i73trc://*/ta/man/translate/figs-simileὁ λόγος αὐτῶν ὡς γάγγραινα νομὴν ἕξει1
1032:17x2k6rc://*/ta/man/translate/translate-namesὙμέναιος, καὶ Φίλητος1

ଏଗୁଡ଼ିକ ପୁରୁଷମାନଙ୍କର ନାମ। [[rc://*/ta/man/translate/translate-names]]) ଦେଖନ୍ତୁ

1042:18fi9zrc://*/ta/man/translate/figs-metaphorοἵτινες περὶ τὴν ἀλήθειαν ἠστόχησαν1
1052:18pu22ἀνάστασιν ἤδη γεγονέναι1
1062:18ura5ἀνατρέπουσιν τήν τινων πίστιν1
1072:19zp5mrc://*/ta/man/translate/figs-metaphorGeneral Information:0

General Information:

1082:19ir1zrc://*/ta/man/translate/figs-metaphorὁ & στερεὸς θεμέλιος τοῦ Θεοῦ ἕστηκεν1
1092:19nd7trc://*/ta/man/translate/figs-metonymyὁ ὀνομάζων τὸ ὄνομα Κυρίου1
1102:19y3bcrc://*/ta/man/translate/figs-metaphorἀποστήτω ἀπὸ ἀδικίας1
1112:20j75lrc://*/ta/man/translate/figs-metaphorσκεύη χρυσᾶ καὶ ἀργυρᾶ & ξύλινα καὶ ὀστράκινα1

ପାତ୍ର ଶବ୍ଦ ଅନ୍ୟ ଜିନିଷ ରଖିବା ପାଇଁ ବ୍ୟବହୃତ ସାମଗ୍ରୀ ପାଇଁ ଏକ ସାଧାରଣ ଶବ୍ଦ ଅଟେ, ଯେପରିକି ଶସ୍ୟ, ଖାଦ୍ୟ, ପାନୀୟ କିମ୍ବା ଆବର୍ଜନା। ଯଦି ଆପଣଙ୍କର ଭାଷାରେ ସାଧାରଣ ଶବ୍ଦ ନାହିଁ, ଆପଣ “ପାତ୍ର” କିମ୍ବା “ହାଣ୍ଡି” ପରି ଏକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିପାରିବେ। [[rc://*/ta/man/translate/figs-metaphor]])ଦେଖନ୍ତୁ)

1122:20mt5eτιμὴν & ἀτιμίαν1
1132:21jm3prc://*/ta/man/translate/figs-metaphorἐκκαθάρῃ ἑαυτὸν ἀπὸ τούτων1
1142:21g79frc://*/ta/man/translate/figs-metaphorἔσται σκεῦος εἰς τιμήν1
1152:21mh63rc://*/ta/man/translate/figs-activepassiveἡγιασμένον εὔχρηστον τῷ Δεσπότῃ, εἰς πᾶν ἔργον ἀγαθὸν ἡτοιμασμένον1
1162:21nl5drc://*/ta/man/translate/figs-metaphorἡγιασμένον1
1172:22h9p6rc://*/ta/man/translate/figs-metaphorτὰς δὲ νεωτερικὰς ἐπιθυμίας φεῦγε1
1182:22srb7rc://*/ta/man/translate/figs-metaphorδίωκε & δικαιοσύνην1
1192:22hg99μετὰ τῶν1
1202:22gl3qrc://*/ta/man/translate/figs-idiomτῶν ἐπικαλουμένων τὸν Κύριον1
1212:22b2tirc://*/ta/man/translate/figs-metaphorἐκ καθαρᾶς καρδίας1
1222:23tmf7rc://*/ta/man/translate/figs-metonymyτὰς δὲ μωρὰς καὶ ἀπαιδεύτους ζητήσεις παραιτοῦ1
1232:23kh6prc://*/ta/man/translate/figs-metaphorγεννῶσι μάχας1
1242:25un9lἐν πραΰτητι1
1252:25u6rpπαιδεύοντα τοὺς1
1262:25jt1rrc://*/ta/man/translate/figs-metaphorμήποτε δώῃ αὐτοῖς ὁ Θεὸς μετάνοιαν1
1272:25u8dyεἰς ἐπίγνωσιν ἀληθείας1
1282:26ef3qrc://*/ta/man/translate/figs-metaphorἀνανήψωσιν1

ପାଉଲ ପାପୀମାନଙ୍କ ବିଷୟରେ କରନ୍ତି ଯେ ସେମାନେ ମଦ୍ୟପାନ କରୁଥିବା ପରି ଈଶ୍ଵରଙ୍କ ବିଷୟରେ ସଠିକ୍ ଭାବରେ ଜାଣିପାରିବେ ।

[[rc://*/ta/man/translate/figs-metaphor]])ଦେଖନ୍ତୁ)

1292:26mql8rc://*/ta/man/translate/figs-metaphorἐκ τῆς τοῦ διαβόλου παγίδος1
1302:26dj4jrc://*/ta/man/translate/figs-metaphorἐζωγρημένοι ὑπ’ αὐτοῦ, εἰς τὸ ἐκείνου θέλημα1
1313:introk2cr0

2 ତୀମଥି 03 ସାଧାରଣ ଟିପ୍ପଣୀଗୁଡ଼ିକ

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

ଶେଷ ଦିନ”ର ଅର୍ଥ ହୁଏତ ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବ ସମୟ ହୋଇପାରେ ବୋଲି ଅନେକ ଜ୍ଞାନୀବ୍ୟକ୍ତି ମାନେ ବିଶ୍ଵାସ କରନ୍ତି I ଯଦି ଏହା ହୁଏ, ତେବେ ପାଉଲ ଏହି ପାଠ୍ୟରେ ଦୁଃଖଉଠେଇବା ବିଷୟରେ ଯାହା ଶିକ୍ଷା ଦିଅନ୍ତି ତାହା ସମସ୍ତ ବିଶ୍ଵାସୀଙ୍କ ପାଇଁ ପ୍ରଯୁଜ୍ୟ ଅଟେ। କିନ୍ତୁ କେତେକ ଜ୍ଞାନୀବ୍ୟକ୍ତିମାନେ ଶେଷ ଦିନକୁ ଭବିଷ୍ୟତରେ ଏକ ସମୟ ବୋଲି ବିଶ୍ଵାସ କରନ୍ତି ଯାହା ଯୀଶୁଙ୍କ ଫେରିବା ପୂର୍ବ ସମୟକୁ ସୂଚାଏ । ଯଦି ତାହା ହୁଏ, ତେବେ ପାଉଲ 1-9 ଏବଂ 13 ପଦରେ ସେହି ଦିନଗୁଡ଼ିକ ବିଷୟରେ ଭାବବାଣୀ କରୁଛନ୍ତି I ଯଦି ସମ୍ଭବ, ଅନୁବାଦକମାନେ ଏହି ଶବ୍ଦଗୁଡ଼ିକୁ କିପରି ଅନୁବାଦ କରନ୍ତି ସେ ବିଷୟରେ ସେମାନଙ୍କର ବୁଝାମଣାକୁ ପ୍ରଭାବିତ ନକରି ସାବଧାନ କରିବା ଉଚିତ୍ । ([[rc:///tw/dict/bible/kt/prophet]] ଓ [[rc:///tw/dict/bible/kt/lastday]] ଦେଖନ୍ତୁ)

1323:1j97tConnecting Statement:0

Connecting Statement:

1333:1g65rἐν ἐσχάταις ἡμέραις1
1343:1n7gsκαιροὶ χαλεποί1
1353:2jb27φίλαυτοι1
1363:3u3n7ἄστοργοι1
1373:3r2uvἄσπονδοι1
1383:3ks9yἀφιλάγαθοι1
1393:4dw5zπροπετεῖς1
1403:4d6ngτετυφωμένοι1
1413:5k5dcrc://*/ta/man/translate/figs-metaphorἔχοντες μόρφωσιν εὐσεβείας, τὴν δὲ δύναμιν αὐτῆς ἠρνημένοι1
1423:5tpe8ἔχοντες μόρφωσιν εὐσεβείας1
1433:5xm1crc://*/ta/man/translate/figs-metaphorτούτους ἀποτρέπου1
1443:6gu4bἐνδύνοντες εἰς τὰς οἰκίας, καὶ αἰχμαλωτίζοντες1
1453:6u9m5γυναικάρια1
1463:6e9exrc://*/ta/man/translate/figs-metaphorσεσωρευμένα ἁμαρτίαις1
1473:6izz9rc://*/ta/man/translate/figs-metaphorἀγόμενα ἐπιθυμίαις ποικίλαις1
1483:8m6a7Connecting Statement:0

Connecting Statement:

1493:8b8elrc://*/ta/man/translate/translate-namesἸάννης καὶ Ἰαμβρῆς1

ଏସବୁ ପୁରୁଷମାନଙ୍କ ନାମI

 [[rc://*/ta/man/translate/translate-names]])ଦେଖନ୍ତୁ)

1503:8tgn8rc://*/ta/man/translate/figs-metaphorἀντέστησαν1
1513:8dc3zἀνθίστανται τῇ ἀληθείᾳ1
1523:8g4kkἄνθρωποι κατεφθαρμένοι τὸν νοῦν1
1533:8pfh1ἀδόκιμοι περὶ τὴν πίστιν1
1543:9c6xxrc://*/ta/man/translate/figs-metaphorοὐ προκόψουσιν ἐπὶ πλεῖον1
1553:9mv4jἔκδηλος1
1563:9z4fuἐκείνων1
1573:10vw42rc://*/ta/man/translate/figs-metaphorσὺ & παρηκολούθησάς μου τῇ διδασκαλίᾳ1
1583:10wma6μου τῇ διδασκαλίᾳ1
1593:10lq3vτῇ ἀγωγῇ1
1603:10l4ppτῇ μακροθυμίᾳ1
1613:11r9vkrc://*/ta/man/translate/figs-metaphorἐκ πάντων, με ἐρρύσατο ὁ Κύριος1
1623:12ke7fζῆν εὐσεβῶς ἐν Χριστῷ Ἰησοῦ1
1633:12xm9lrc://*/ta/man/translate/figs-activepassiveδιωχθήσονται1
1643:13s7f2γόητες1
1653:13imc8προκόψουσιν ἐπὶ τὸ χεῖρον1
1663:13eyx5rc://*/ta/man/translate/figs-metaphorπλανῶντες καὶ πλανώμενοι1

ଏଠାରେ, ଜଣେ ଲୋକକୁ ବିପଥରେ ନେଇଯିବା ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ ଯାହା ସତ୍ୟ ନୁହେଁ, ତାହା ବିଶ୍ବାସ କରିବାକୁ ପ୍ରରୋଚିତ କରିବା I ବିକଳ୍ପ ଅନୁବାଦ: “ମିଥ୍ୟାକୁ ବିଶ୍ବାସ କରିବା ଓ ମିଥ୍ୟା ଶିକ୍ଷା ଦେବା” (ଦେଖ: [[rc://*/ta/man/translate/figs-metaphor]]) ଦେଖନ୍ତୁ)

1673:14ytg9rc://*/ta/man/translate/figs-metaphorμένε ἐν οἷς ἔμαθες1

ବାଇବେଲଜନିତ ଉପଦେଶ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠି ତୀମଥି ରହିପାରିବେ I ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା ଭୁଲି ଯାଅ ନାହିଁ” କିମ୍ବା “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା କରିବାରେ ଲାଗିରୁହ” (ଦେଖ: [[rc://*/ta/man/translate/figs-metaphor]]) ଦେଖନ୍ତୁ)

1683:15w9l5rc://*/ta/man/translate/figs-personificationἱερὰ γράμματα οἶδας, τὰ δυνάμενά σε σοφίσαι εἰς σωτηρίαν διὰ πίστεως τῆς ἐν Χριστῷ Ἰησοῦ1

ପବିତ୍ର ଶାସ୍ତ୍ର ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ଜଣେ ବ୍ୟକ୍ତି, ଯେ କି ଅନ୍ୟ ଜଣକୁ ଜ୍ଞାନୀ କରିପାରିବ I ବିକଳ୍ପ ଅନୁବାଦ: “ଯେ ଯେତେବେଳେ ତୁମ୍ଭେ ଈଶ୍ବରଙ୍କ ବାକ୍ୟ ପାଠ କରିବ, ତୁମ୍ଭେ ବିଶ୍ବାସ କରିବା ଦ୍ବାରା ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପାଇବା ନିମନ୍ତେ ଜ୍ଞାନୀ ହେବ” (ଦେଖ: [[rc://*/ta/man/translate/figs-personification]]) ଦେଖନ୍ତୁ

1693:16s274rc://*/ta/man/translate/figs-activepassiveπᾶσα Γραφὴ θεόπνευστος1

କେତେକ ବାଇବେଲ ଏହାକୁ “ସମସ୍ତ ଶାସ୍ତ୍ର ଈଶ୍ବର ନିଶ୍ବଶିତ” ବୋଲି ଅନୁବାଦ କରନ୍ତି I ଏହାର ଅର୍ଥ ହେଉଛି ଯେ କଅଣ ଲେଖିବାକୁ ହେବ ତାହା ଈଶ୍ବର ଲୋକମାନଙ୍କୁ ଆପଣା ଆତ୍ମାଙ୍କ ଦ୍ବାରା କହି ଧର୍ମଶାସ୍ତ୍ରକୁ ଉତ୍ପନ୍ନ କଲେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣା ଆତ୍ମାଙ୍କ ଦ୍ବାରା ସମସ୍ତ ଶାସ୍ତ୍ର ଉତ୍ପନ କଲେ ଯେପରି ତାହାଙ୍କର ଆତ୍ମାଙ୍କ ଲୋକମାନଙ୍କୁ ଲେଖିବାକୁ ନିର୍ଦେଶ ଦେଇଥିଲେ ” (ଦେଖ: [[rc://*/ta/man/translate/figs-activepassive]]) ଦେଖନ୍ତୁ)

1703:16uv35ὠφέλιμος1
1713:16vl2nπρὸς ἐλεγμόν1
1723:16e5h9πρὸς ἐπανόρθωσιν1
1733:16y1hfπρὸς παιδείαν τὴν ἐν δικαιοσύνῃ1
1743:17nb12rc://*/ta/man/translate/figs-gendernotationsὁ τοῦ Θεοῦ ἄνθρωπος1
1753:17uu7iἄρτιος ᾖ & ἐξηρτισμένος1
1764:introk2xa0

2 ତୀମଥି 04 ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

1. ପାଉଲ ତୀମଥିଙ୍କୁ ଏକ ଗୁରୁତର ଦାୟିତ୍ଵ ଦିଅନ୍ତି (4: 1-8)

2. ପାଉଲ କିପରି ଅଛନ୍ତି ତାହା ସେ ତୀମଥିଙ୍କୁ କହନ୍ତି (4: 9-18)

3. ପାଉଲ ବ୍ୟକ୍ତିଗତ ଅଭିବାଦନ ପଠାନ୍ତି (4: 19-22)

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

“ମୁଁ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି”

ଏହି ଶବ୍ଦଗୁଡ଼ିକ ବାକ୍ୟାଂଶ ସହ ପାଉଲ ତୀମଥିଙ୍କୁ ଆଜ୍ଞା ଦିଅନ୍ତି ଯାହାକୁ ସେ ସମ୍ଭବତଃ ଗମ୍ଭୀର ଉପାୟରେ ପାଳନ କରିବା ଆବଶ୍ୟକ ଅଟେ । ଏହା ପାଉଲଙ୍କ ନିଜ କର୍ତ୍ତୃତ୍ୱ ଦ୍ୱାରା ନୁହେଁ, ବରଂ ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ କର୍ତ୍ତୃତ୍ୱରେ ତୀମଥିଙ୍କୁ ପାଉଲଙ୍କ ଆଦେଶ ଥିଲା । ଅନ୍ୟ ଅର୍ଥରେ, ପାଉଲ କହୁଛନ୍ତି ଯେ ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟ ପାଉଲଙ୍କ ମାଧ୍ୟମରେ ତୀମଥିଙ୍କୁ ଆଦେଶ ଦେଉଛନ୍ତି ।

ମୁକୁଟ

ଶାସ୍ତ୍ର ବିଭିନ୍ନ ବିଷୟପାଇଁ ବିଭିନ୍ନ ମୁକୁଟକୁ ପ୍ରତିଛବି ଭାବରେ ବ୍ୟବହାର କରିଥାଏ I ଏହି ଅଧ୍ୟାୟରେ ଏପରି ଜଣାପଡୁଛି ଯେ ଯଥାର୍ଥଭାବେ ଜୀବନ ଯାପନ କରିଥିବାର ଫଳ ସ୍ବରୂପେ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ମୁକୁଟ ପ୍ରଦାନ କରିବେ I

1774:1t68nConnecting Statement:0

Connecting Statement:

1784:1cb15rc://*/ta/man/translate/figs-explicitδιαμαρτύρομαι ἐνώπιον τοῦ Θεοῦ καὶ Χριστοῦ Ἰησοῦ1
1794:1eh3xδιαμαρτύρομαι ἐνώπιον τοῦ Θεοῦ καὶ Χριστοῦ Ἰησοῦ1
1804:1u32grc://*/ta/man/translate/figs-merismζῶντας καὶ νεκρούς1
1814:1lwt2rc://*/ta/man/translate/figs-metonymyνεκρούς, καὶ τὴν ἐπιφάνειαν αὐτοῦ, καὶ τὴν βασιλείαν αὐτοῦ1
1824:2j2z7rc://*/ta/man/translate/figs-metonymyτὸν λόγον1
1834:2zzh4rc://*/ta/man/translate/figs-ellipsisἀκαίρως1
1844:2g7axἔλεγξον1
1854:2u1ycπαρακάλεσον, ἐν πάσῃ μακροθυμίᾳ καὶ διδαχῇ1
1864:3jv7aἔσται γὰρ καιρὸς ὅτε1
1874:3ilx7ἀνέξονται1
1884:3u2ccτῆς ὑγιαινούσης διδασκαλίας οὐκ ἀνέξονται1
1894:3fyl3τῆς ὑγιαινούσης διδασκαλίας1
1904:3e5t2rc://*/ta/man/translate/figs-metaphorκατὰ τὰς ἰδίας ἐπιθυμίας, ἑαυτοῖς ἐπισωρεύσουσιν διδασκάλους1

ଲୋକମାନେ ଅନେକ ଶିକ୍ଷକମାନଙ୍କୁ ସଂଗ୍ରହ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ସେମାନଙ୍କୁ ଗୋଟିଏ ଗଦା ବା ସ୍ତୁପ ମଧ୍ୟକୁ ପକାଇଦେଉଛି Iବିକଳ୍ପ ଅନୁବାଦ: “ସେମାନେ ଅନେକ ଶିକ୍ଷକଙ୍କୁ ଶୁଣିବେ,

ଯେଉଁମାନେ ସେମାନଙ୍କୁ ନିଶ୍ଚୟତା ଦେବେ ଯେ ସେମାନଙ୍କ ପାପପୂର୍ଣ୍ଣ ଅଭିଳାଷରେ କିଛି ଭୁଲ୍ ନାହିଁ” [[rc://*/ta/man/translate/figs-metaphor]])ଦେଖନ୍ତୁ)

1914:3s375rc://*/ta/man/translate/figs-idiomκνηθόμενοι τὴν ἀκοήν1

ଲୋକମାନେ ଦୃଢ଼ଭାବରେ କିଛି ବିଷୟ ଶୁଣିବାକୁ ଇଚ୍ଛା କରୁଥିବା ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ସେମାନଙ୍କ କର୍ଣ୍ଣ କୁଣ୍ଡେଇ ହେଉଛି ଓ ଶିକ୍ଷକମାନେ ସେମାନେ ଶୁଣିବାକୁ ଚାହୁଁଥିବା ବିଷୟ କହିଲେ ଯାଇ ସେମାନଙ୍କୁ ଭଲ ଲାଗିବIବିକଳ୍ପ ଅନୁବାଦ “ଯେଉଁମାନେ କହନ୍ତି ଯେ ସେମାନେ ଯାହା ଚାହାନ୍ତି,ତାହା ହିଁ ଶୁଣିବେ” [[rc://*/ta/man/translate/figs-idiom]])ଦେଖନ୍ତୁ)

1924:4rh2irc://*/ta/man/translate/figs-metaphorἀπὸ μὲν τῆς ἀληθείας τὴν ἀκοὴν ἀποστρέψουσιν1

ଲୋକମାନେ ଆଉ ମନଯୋଗ କରୁ ନ ଥିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ବିମୁଖ ହେଉଛନ୍ତି, ଯେପରି ସେମାନେ ଶୁଣିପାରିବେ ନାହିଁ Iବିକଳ୍ପ ଅନୁବାଦ: “ସେମାନେ ସତ୍ୟ ପ୍ରତି ଆଉ ମନଯୋଗ କରିବେ ନାହିଁ”  [[rc://*/ta/man/translate/figs-metaphor]])ଦେଖନ୍ତୁ)

1934:4xrv7rc://*/ta/man/translate/figs-metaphorτοὺς μύθους ἐκτραπήσονται1

ଲୋକମାନେ କଳ୍ପିତ କାହାଣୀ ପ୍ରତି ମନଯୋଗ କରିବାକୁ ଆରମ୍ଭ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶୁଣିବାକୁ ଶାରୀରିକ ଭାବରେ ସେମାନଙ୍କ ପ୍ରତି ଢଳିପଡୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ନ ଥିବା ଶିକ୍ଷା ପ୍ରତି ମନଯୋଗ କରିବେ” [[rc://*/ta/man/translate/figs-metaphor]]) ଦେଖନ୍ତୁ)

1944:5ehz7rc://*/ta/man/translate/figs-metaphorνῆφε1

ପାଉଲ ଚାହାନ୍ତି ଯେ ତାଙ୍କର ପାଠକମାନେ ସବୁ ବିଷୟରେ ସଠିକ୍ ଚିନ୍ତା କରନ୍ତୁ ଓ ସେ ସେମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଚାହାନ୍ତି ଯେ ସେମାନେ ଦ୍ରାକ୍ଷାରସରେ ମତ୍ତ ନ ହୋଇ ସୁବୁଦ୍ଧି ହୁଅନ୍ତୁI

ବିକଳ୍ପ ଅନୁବାଦ: “ସ୍ପଷ୍ଟଭାବେ ଚିନ୍ତା କର” [[rc://*/ta/man/translate/figs-metaphor]]) ଦେଖନ୍ତୁ))

1954:5tv3kἔργον & εὐαγγελιστοῦ1
1964:6sh23rc://*/ta/man/translate/figs-metaphorἐγὼ & ἤδη σπένδομαι1

ପାଉଲ ମୃତ୍ୟୁଭୋଗ ସମ୍ବନ୍ଧରେ ଆପଣା ପ୍ରସ୍ତୁତି ବିଷୟରେ କହନ୍ତି ଯେ ସତେ ଯେପରି ସେ ଈଶ୍ବରଙ୍କ ନିମନ୍ତେ ଆହୁତି ସ୍ବରୂପେ ଢଳାଯିବା ନିମନ୍ତେ ପ୍ରସ୍ତୁତ ଗୋଟିଏ ଦ୍ରାକ୍ଷାରସର ପାତ୍ର ଅଟନ୍ତି Iବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ନିକଟରେ ମୋ ଜୀବନର ବଳିଦାନ ଶୀଘ୍ର ସମାପ୍ତ ହେବ”I [[rc://*/ta/man/translate/figs-metaphor]])ଦେଖନ୍ତୁ)

1974:6fb7lrc://*/ta/man/translate/figs-euphemismὁ καιρὸς τῆς ἀναλύσεώς μου ἐφέστηκεν1

ଏଠାରେ “ମହାପ୍ରୟାଣ” ମୃତ୍ୟୁକୁ ବୁଝାଏ Iଅପ୍ରୀତିକର ବିଷୟକୁ ସୂଚାଇବା ପାଇଁ ଏହା ଏକ ଭଦ୍ର ଉପାୟ ଅଟେ।

ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ମୃତ୍ୟୁଭୋଗ କରି ଏହି ଜଗତ ପରିତ୍ୟାଗ କରିବି” [[rc://*/ta/man/translate/figs-euphemism]])ଦେଖନ୍ତୁ)

1984:7d9tsrc://*/ta/man/translate/figs-metaphorτὸν καλὸν ἀγῶνα ἠγώνισμαι1
1994:7kq83rc://*/ta/man/translate/figs-metaphorτὸν δρόμον τετέλεκα1
2004:7vk2prc://*/ta/man/translate/figs-metaphorτὴν πίστιν τετήρηκα1

ଖ୍ରୀଷ୍ଟଙ୍କଠାରେ ନିଜର ଭରସା ଓ ଈଶ୍ବରଙ୍କ ପ୍ରତି ନିଜର ବିଶ୍ଵାସ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ବହୁମୂଲ୍ୟ ପଦାର୍ଥ ଯାହା ସେ ନିଜର ଅକ୍ତିଆରରେ ରଖିଛନ୍ତି I

ସେଗୁଡ଼ିକର ଅର୍ଥ (1) ଈଶ୍ଵର ପାଉଲଙ୍କୁ ଯାହା କରିବାକୁ କହିଥିଲେ ତାହା ସେ ବିଶ୍ଵସ୍ତ ହୋଇ କଲେ ବିକଳ୍ପ ଅନୁବାଦ: “ମୋହର ସେବାକାର୍ଯ୍ୟ କରିବାରେ ମୁଁ ବିଶ୍ବସ୍ତ ରହିଅଛି” କିମ୍ବା (2) ପାଉଲ ବିଶ୍ଵସ୍ତ ହୋଇ ସତ୍ୟର ଶିକ୍ଷା ଦେଲେ ବିକଳ୍ପ ଅନୁବାଦ: ତୃଟିଶୂନ୍ୟ ଶିକ୍ଷାକୁ ମୁଁ ରକ୍ଷା କରିଅଛି” [[rc://*/ta/man/translate/figs-metaphor]])ଦେଖନ୍ତୁ)

2014:8ujg5rc://*/ta/man/translate/figs-activepassiveἀπόκειταί μοι ὁ τῆς δικαιοσύνης στέφανος1
2024:8hg8irc://*/ta/man/translate/figs-metaphorτῆς δικαιοσύνης στέφανος1
2034:8dwn6στέφανος1

2: 5 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଈଶ୍ଵରଙ୍କଠାରୁ ଭବିଷ୍ୟତର ପୁରସ୍କାରର ଉଦାହରଣ ଭାବରେ ପାଉଲ ବ୍ୟବହାର କରୁଥିବା ମୁକୁଟଟି  ପ୍ରତିଯୋଗିତାର ବିଜେତାମାନଙ୍କୁ ଦିଆଯାଏ, ଏହି ମୁକୁଟ ଲରେଲ ଗଛର ପତ୍ରରୁ ତିଆରି ପୁଷ୍ପମାଲ୍ୟ ଅଟେ ​​। ଆପଣ ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ପୁରସ୍କାର ଭାବରେ ଏକ ପ୍ରତିଯୋଗିତାରେ ଜିତିବାକୁ ସୂଚିତ କରେ ।

2044:8n3k8ἐν, ἐκείνῃ τῇ ἡμέρᾳ1

1:12 ପରି, ଏହା ସେହି ଦିନକୁ ବୁଝାଏ ଯେବେ ଯୀଶୁ ଲୋକମାନଙ୍କୁ ବିଚାର କରିବାକୁ ଫେରି ଆସିବେ । ବିକଳ୍ପ ଅନୁବାଦ: “ବିଚାର ଦିନ”

2054:8uh88rc://*/ta/man/translate/figs-pastforfutureἀλλὰ καὶ πᾶσιν τοῖς ἠγαπηκόσι τὴν ἐπιφάνειαν αὐτοῦ1

ବିକଳ୍ପ ଅନୁବାଦ: “ଯେଉଁମାନେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି” [[rc://*/ta/man/translate/figs-pastforfuture]])ଦେଖନ୍ତୁ)

2064:9s7xlConnecting Statement:0

Connecting Statement:

2074:9t8b7ἐλθεῖν & ταχέως1

ବିକଳ୍ପ ଅନୁବାଦ: “ଆସ … ଯଥା ଶୀଘ୍ର”

2084:10e4xxrc://*/ta/man/translate/translate-namesΔημᾶς & Κρήσκης & Τίτος1

ଏଗୁଡ଼ିକ ପୁରୁଷମାନଙ୍କର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

2094:10ji2lrc://*/ta/man/translate/figs-metonymyτὸν νῦν αἰῶνα1
2104:10u2qbΚρήσκης εἰς & Τίτος εἰς1
2114:10gs61rc://*/ta/man/translate/translate-namesΔαλματίαν1

ଏଗୁଡ଼ିକ ରୋମୀୟ ସାମ୍ରାଜ୍ୟର ନାମର କିଛି ଅଂଶ । ଗାଲାତିଆ ରୋମୀୟ ପ୍ରଦେଶ ଏକ କାର୍ଯ୍ୟଳୟ ଏବଂ ଦଲ୍ମତିଆ ଇଲ୍ଲୁରିକ ପ୍ରଦେଶର ଦକ୍ଷିଣ ଭାଗର ଏକ ଅଞ୍ଚଳ ଅଟେ । [[rc://*/ta/man/translate/translate-names]])

2124:11w21uμοι εὔχρηστος εἰς διακονίαν1
2134:13d5rwφελόνην1
2144:13v9b6rc://*/ta/man/translate/translate-namesΚάρπῳ1

ଏହା ଏକ ପୁରୁଷର ନାମ ଅଟେ । [[rc://*/ta/man/translate/translate-names]])

2154:13k6tjτὰ βιβλία1
2164:13e395rc://*/ta/man/translate/figs-explicitμάλιστα τὰς μεμβράνας1
2174:14un4vἈλέξανδρος ὁ χαλκεὺς & ἐνεδείξατο1
2184:14kv94rc://*/ta/man/translate/translate-namesἈλέξανδρος1

ଏହା ଏକ ପୁରୁଷର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

2194:14jv63rc://*/ta/man/translate/figs-metaphorπολλά μοι κακὰ ἐνεδείξατο1
2204:14wbx4rc://*/ta/man/translate/figs-metaphorἀποδώσει αὐτῷ ὁ Κύριος κατὰ τὰ ἔργα αὐτοῦ1
2214:14xrj6αὐτῷ & αὐτοῦ1
2224:15jq91ὃν1
2234:15i4ajrc://*/ta/man/translate/figs-metonymyἀντέστη τοῖς ἡμετέροις λόγοις1
2244:16v847ἐν τῇ πρώτῃ μου ἀπολογίᾳ1
2254:16f2c3οὐδείς μοι παρεγένετο1
2264:16rm2trc://*/ta/man/translate/figs-activepassiveμὴ αὐτοῖς λογισθείη1
2274:17t1fwrc://*/ta/man/translate/figs-metaphorὁ & Κύριός μοι παρέστη1
2284:17y69mrc://*/ta/man/translate/figs-activepassiveἵνα δι’ ἐμοῦ τὸ κήρυγμα πληροφορηθῇ1
2294:17gsr8rc://*/ta/man/translate/figs-metaphorἐρύσθην ἐκ στόματος λέοντος1
2304:19n4zcrc://*/ta/man/translate/figs-metonymyτὸν Ὀνησιφόρου οἶκον1
2314:19mef8Ὀνησιφόρου1

ଏହା ଏକ ପୁରୁଷର ନାମ । 1:16 ରେ ଆପଣ ଏହି ନାମକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । [[rc://*/ta/man/translate/translate-names]])ଦେଖନ୍ତୁ)

2324:20lie9rc://*/ta/man/translate/translate-namesἜραστος & Τρόφιμον1

ଏଗୁଡ଼ିକ ପୁରୁଷମାନଙ୍କର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

2334:20wp9hrc://*/ta/man/translate/translate-namesΜιλήτῳ1

ଏହା ଏଫିସର ଦକ୍ଷିଣରେ ଥିବା ଏକ ସହରର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

2344:21p7pxrc://*/ta/man/translate/translate-namesΕὔβουλος & Πούδης & Λίνος1

ଏଗୁଡ଼ିକ ପୁରୁଷମାନଙ୍କର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

2354:21cvc7σπούδασον & ἐλθεῖν1
2364:21eh95πρὸ χειμῶνος1
2374:21z1j9ἀσπάζεταί σε Εὔβουλος, καὶ Πούδης, καὶ Λίνος, καὶ Κλαυδία, καὶ οἱ ἀδελφοὶ1
2384:21er77rc://*/ta/man/translate/translate-namesΚλαυδία1

ଏହା ଜଣେ ମହିଳାଙ୍କ ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

2394:21mk26rc://*/ta/man/translate/figs-gendernotationsοἱ ἀδελφοὶ1
2404:22tx26rc://*/ta/man/translate/figs-youὁ Κύριος μετὰ τοῦ πνεύματός σου1
2414:22k85yrc://*/ta/man/translate/figs-youἡ χάρις μεθ’ ὑμῶν1
2421:1p001rc://*/ta/man/translate/translate-namesΠαῦλος1

ଏହା ହେଉଛି ଜଣେ ବ୍ୟକ୍ତିଙ୍କ ନାମ ଅର୍ଥାତ ଚିଠିର ଲେଖକ । [[rc://*/ta/man/translate/translate-names]])ଦେଖନ୍ତୁ)

2431:2p002rc://*/ta/man/translate/translate-namesΤιμοθέῳ1

ଏହା ଏକ ବ୍ୟକ୍ତିଙ୍କ ନାମ ଯାହାଙ୍କୁ ଏହି ପତ୍ର ଲେଖାଯାଇଛି । [[rc://*/ta/man/translate/translate-names]])ଦେଖନ୍ତୁ)

2441:2p003rc://*/ta/man/translate/figs-abstractnounsχάρις, ἔλεος, εἰρήνη1

ତୀମଥିଙ୍କୁ ପାଉଲଙ୍କ ଆଶୀର୍ବାଦ ଏହି ତିନୋଟି ଗୁଣ ବାଚକ ବିଶେଷ୍ୟ ଅନ୍ତର୍ଭୁକ୍ତ କରେ । ଆପଣଙ୍କ ଭାଷାରେ ଏହି ଧାରଣାଗୁଡ଼ିକୁ ପ୍ରକାଶ କରିବାର ଏକ ବିଶେଷ ଉପାୟ ଥାଇପାରେ, ଯେପରିକି ଏକ କ୍ରିୟା ସହିତ । ଯଦି ଅଛି, ଆପଣ ସେଗୁଡ଼ିକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । UST ଦେଖନ୍ତୁ । [[rc://*/ta/man/translate/figs-abstractnouns]]) ଦେଖନ୍ତୁ)

2451:2dcr3rc://*/ta/man/translate/figs-exclusiveἡμῶν1

ଏହି ପୁସ୍ତକରେ, ଯଦି ଅନ୍ୟଥା ଉଲ୍ଲେଖ କରାଯାଇ ନାହିଁ, ଆମ୍ଭେ, ଆମ୍ଭ ଏବଂ ଆମ୍ଭର ଶବ୍ଦଗୁଡ଼ିକ ପାଉଲ (ଏହି ପତ୍ରର ଲେଖକ), ତୀମଥି (ଯାହାଙ୍କ ନିକଟକୁ ଏହି ପତ୍ର ଲେଖାଯାଇଛି) ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଏ । [[rc://*/ta/man/translate/figs-exclusive]])ଦେଖନ୍ତୁ)

2461:3p004rc://*/ta/man/translate/figs-abstractnounsχάριν ἔχω τῷ Θεῷ1
2471:3p005rc://*/ta/man/translate/figs-yousingularσοῦ1

ପାଉଲ ତୀମଥିଙ୍କୁ ସମ୍ବୋଧନ କରୁଥିବାରୁ ତୁମ୍ଭେ ଶବ୍ଦ ଏଠାରେ ଏବଂ ପୁସ୍ତକରେ ଏକବଚନ ଅଟେ । 4:22 ରେ ଗୋଟିଏ ଟିପ୍ପଣୀ ଏକ ବ୍ୟତିକ୍ରମ ବିଷୟରେ ଆଲୋଚନା କରେ । [[rc://*/ta/man/translate/figs-yousingular]])ଦେଖନ୍ତୁ)

2481:4p006rc://*/ta/man/translate/figs-explicitμεμνημένος σου τῶν δακρύων1
2494:1p100rc://*/ta/man/translate/figs-nominaladjζῶντας καὶ νεκρούς1
2504:1anqhκαὶ τὴν ἐπιφάνειαν αὐτοῦ, καὶ τὴν βασιλείαν αὐτοῦ1
2513:17p099rc://*/ta/man/translate/figs-activepassiveἐξηρτισμένος1
2524:2p101ἐπιτίμησον1
2533:16hvr1πᾶσα Γραφὴ θεόπνευστος1
2543:15p098rc://*/ta/man/translate/figs-abstractnounsεἰς σωτηρίαν διὰ πίστεως τῆς ἐν Χριστῷ Ἰησοῦ1
2553:14p097rc://*/ta/man/translate/figs-activepassiveἐπιστώθης1
2564:2p102rc://*/ta/man/translate/figs-hendiadysἐν πάσῃ μακροθυμίᾳ καὶ διδαχῇ1
2573:13p096rc://*/ta/man/translate/figs-activepassiveπλανῶντες καὶ πλανώμενοι1
2584:2g5r0rc://*/ta/man/translate/figs-explicitἐν πάσῃ μακροθυμίᾳ καὶ διδαχῇ1
2593:13p095rc://*/ta/man/translate/figs-idiomἐπὶ τὸ χεῖρον1

ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଖରାପରୁ ଖରାପ”  [[rc://*/ta/man/translate/figs-idiom]])ଦେଖନ୍ତୁ)

2601:4p007rc://*/ta/man/translate/figs-activepassiveχαρᾶς πληρωθῶ1
2611:5ayl4rc://*/ta/man/translate/figs-idiomὑπόμνησιν λαβὼν1
2621:5p008rc://*/ta/man/translate/figs-metaphorτῆς ἐν σοὶ ἀνυποκρίτου πίστεως1
2631:5p009rc://*/ta/man/translate/translate-namesΕὐνίκῃ1

ଏହା ଏକ ମହିଳା ତଥ୍ୟ ତୀମଥିଙ୍କ ମାତାଙ୍କ ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

2641:6p010rc://*/ta/man/translate/figs-metaphorτὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου1
2651:6s6vbrc://*/ta/man/translate/figs-explicitτὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου1

ଏହା ସୂଚିତ କରେ ଯେ ଏହା ଏକ ଆତ୍ମିକ ଉପହାର ଯାହା ତୀମଥିଙ୍କୁ ଈଶ୍ଵର ସେବା କରିବାକୁ ସକ୍ଷମ କରନ୍ତି ଏବଂ ପାଉଲ ମଧ୍ୟ ତୀମଥିଙ୍କ ପାଇଁ ପ୍ରାର୍ଥନା କଲେ ଯେତେବେଳେ ସେ ତାଙ୍କ ଉପରେ ହାତ ରଖିଥିଲେ। ଯଦି ଏହି ବିଷୟଗୁଡ଼ିକ ଅସ୍ପଷ୍ଟ, ଆପଣ ହୁଏତ ଆପଣଙ୍କର ଅନୁବାଦରେ ଏହି ସୂଚନା ଅନ୍ତର୍ଭୂକ୍ତ କରିପାରିବେ ।  [[rc://*/ta/man/translate/figs-explicit]])ଦେଖନ୍ତୁ)

2661:7u8vlrc://*/ta/man/translate/grammar-connect-logic-resultγὰρ1
2671:7p011rc://*/ta/man/translate/figs-abstractnounsδυνάμεως, καὶ ἀγάπης, καὶ σωφρονισμοῦ1
2681:8xa86συνκακοπάθησον τῷ εὐαγγελίῳ1
2691:9lmasοὐ κατὰ τὰ ἔργα ἡμῶν1
2701:9p012rc://*/ta/man/translate/figs-activepassiveκαὶ χάριν, τὴν δοθεῖσαν ἡμῖν ἐν Χριστῷ Ἰησοῦ1
2711:10p013rc://*/ta/man/translate/figs-activepassiveφανερωθεῖσαν δὲ νῦν1

ଯଦି ଆପଣଙ୍କ ଭାଷା ପାସ୍ ମୌଖିକ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯାହା ବର୍ତ୍ତମାନ ଈଶ୍ଵର ପ୍ରକାଶ କରିଛନ୍ତି” କିମ୍ବା “ଯାହା ବର୍ତ୍ତମାନ ଈଶ୍ଵର ଲୋକମାନଙ୍କୁ ଜାଣିବାକୁ ଅନୁମତି ଦେଇଛନ୍ତି”  [[rc://*/ta/man/translate/figs-activepassive]])ଦେଖନ୍ତୁ)

2721:10a1n7rc://*/ta/man/translate/figs-hendiadysζωὴν καὶ ἀφθαρσίαν1
2731:11p014rc://*/ta/man/translate/translate-unknownκῆρυξ1
2741:11p015rc://*/ta/man/translate/figs-metaphorκῆρυξ1
2751:12hhu5rc://*/ta/man/translate/figs-possessionτὴν παραθήκην μου1
2761:13p016rc://*/ta/man/translate/figs-metonymyλόγων1
2771:13p017rc://*/ta/man/translate/figs-abstractnounsἐν πίστει καὶ ἀγάπῃ τῇ ἐν Χριστῷ Ἰησοῦ1
2781:13ix6wrc://*/ta/man/translate/figs-metaphorἐν Χριστῷ Ἰησοῦ1
2791:15p018rc://*/ta/man/translate/figs-hyperboleπάντες οἱ ἐν τῇ Ἀσίᾳ1
2801:15p019rc://*/ta/man/translate/translate-namesἈσίᾳ1

ଏହା ଏକ ରୋମୀୟ ପ୍ରଦେଶର, ଏସିଆ ପ୍ରଦେଶର ନାମ ଅଟେ, ଏହାର ରାଜଧାନୀ ଏଫିସରେ ଥିଲା, ଯେଉଁଠାରେ ତୀମଥି ଏହି ପତ୍ର ଲେଖିବା ସମୟରେ ରହୁଥିଲେ । ଏହା ବର୍ତ୍ତମାନ ଆଧୁନିକ ତୁର୍କୀର ଏକ ଅଞ୍ଚଳ ଅଟେ ।  [[rc://*/ta/man/translate/translate-names]])ଦେଖନ୍ତୁ)

2811:15p020rc://*/ta/man/translate/figs-explicitἀπεστράφησάν με1
2821:15p021rc://*/ta/man/translate/translate-namesἙρμογένης1

ଏହା ଏକ ପୁରୁଷର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

2831:16izk9rc://*/ta/man/translate/translate-blessingδῴη ἔλεος ὁ Κύριος τῷ Ὀνησιφόρου οἴκῳ1
2841:17xfg1rc://*/ta/man/translate/grammar-connect-logic-contrastἀλλὰ1

ଏଠାରେ, କିନ୍ତୁ ପୂର୍ବ ପଦ ଏବଂ ଏହି ପଦ ମଧ୍ୟରେ ଏକ ପାର୍ଥକ୍ୟକୁ ସୂଚାଏ । ପାଉଲ ବନ୍ଦୀ ଥିବା ହେତୁ ଲଜ୍ଜାଜନକ ହେବା ପରିବର୍ତ୍ତେ ଅନୀସିଫର ପାଉଲଙ୍କୁ ଖୋଜି ସେଠାରେ ପାଇଲେ। ଏହି ଭିନ୍ନତା ଦେଖାଇବା ପାଇଁ ଆପଣଙ୍କ ଭାଷାରେ ଯେକୌଣସି ଗଠନ ସ୍ଵାଭାବିକ ଅଟେ ତାହା ଅନୁସରଣ କରନ୍ତୁ । [[rc://*/ta/man/translate/grammar-connect-logic-contrast]])ଦେଖନ୍ତୁ)

2851:17p022rc://*/ta/man/translate/translate-namesῬώμῃ1

ଏହା ଏକ ସହରର ନାମ, ଯାହା ରୋମୀୟ ସାମ୍ରାଜ୍ୟର ରାଜଧାନୀ ଥିଲା । [[rc://*/ta/man/translate/translate-names]])ଦେଖନ୍ତୁ)

2861:18x0eorc://*/ta/man/translate/grammar-connect-logic-result(δῴη αὐτῷ ὁ Κύριος, εὑρεῖν ἔλεος παρὰ Κυρίου ἐν ἐκείνῃ τῇ ἡμέρᾳ), καὶ ὅσα ἐν Ἐφέσῳ διηκόνησεν, βέλτιον σὺ γινώσκεις1

ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟଗୁଡ଼ିକର କ୍ରମକୁ ଓଲଟାଇ ପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟଟି ପ୍ରଥମ ବାକ୍ୟ ବର୍ଣ୍ଣନା କରୁଥିବା କାର୍ଯ୍ୟର କାରଣକୁ ଦର୍ଶାଏ । UST ଦେଖନ୍ତୁ । [[rc://*/ta/man/translate/grammar-connect-logic-result]])ଦେଖନ୍ତୁ)

2871:18r54trc://*/ta/man/translate/writing-pronounsδῴη αὐτῷ ὁ Κύριος, εὑρεῖν ἔλεος παρὰ Κυρίου1
2881:18p024rc://*/ta/man/translate/translate-namesἘφέσῳ1

ଏହା ହେଉଛି ସହରର ନାମ, ଯେଉଁଠାରେ ପତ୍ର ଗ୍ରହଣ କରୁଥିବା ବ୍ୟକ୍ତି ତୀମଥି ଥିଲେ । [[rc://*/ta/man/translate/translate-names]])ଦେଖନ୍ତୁ)

2891:18p025rc://*/ta/man/translate/figs-explicitὅσα ἐν Ἐφέσῳ διηκόνησεν, βέλτιον σὺ γινώσκεις1

This becomes clear when we understand what this king was to face.  Normally, a kings enemy is another king from an opposing nation, or another army, or rebellion from his people, or people who are against him.  But the prophet Zechariah wrote that the King revealed on a donkey was going to free the prisoners from the waterless pit (v11).  The pit was the Hebrew way of referring to the grave, or death.  This Coming King was going to free those who were prisoners, not of dictators, corrupt politicians, evil kings, or trapped in jails, but those who were prisoners of death. [[rc://*/ta/man/translate/figs-explicit]])ଦେଖନ୍ତୁ)

2902:1p026rc://*/ta/man/translate/figs-activepassiveἐνδυναμοῦ1
2912:2p027rc://*/ta/man/translate/figs-gendernotationsπιστοῖς ἀνθρώποις1
2922:4p028rc://*/ta/man/translate/figs-activepassiveἐμπλέκεται ταῖς τοῦ βίου πραγματίαις1
2932:4p029rc://*/ta/man/translate/figs-explicitτοῦ βίου1
2942:5p031rc://*/ta/man/translate/figs-hypoἐὰν & ἀθλῇ τις, οὐ στεφανοῦται, ἐὰν μὴ νομίμως ἀθλήσῃ1
2952:5p032ἐὰν & ἀθλῇ τις1
2962:5p033rc://*/ta/man/translate/figs-activepassiveοὐ στεφανοῦται1
2972:5p034rc://*/ta/man/translate/figs-explicitοὐ στεφανοῦται1
2982:6p035rc://*/ta/man/translate/figs-explicitπρῶτον τῶν καρπῶν μεταλαμβάνειν1
2992:7p036rc://*/ta/man/translate/figs-metonymyὃ λέγω1
3002:8p037rc://*/ta/man/translate/translate-namesΔαυείδ1

ଏହା ଇସ୍ରାଏଲର ଜଣେ ମହାନ ରାଜାଙ୍କର ନାମ।  [[rc://*/ta/man/translate/translate-names]])ଦେଖନ୍ତୁ)

3012:8p038rc://*/ta/man/translate/figs-activepassiveἐγηγερμένον ἐκ νεκρῶν1
3022:9p039rc://*/ta/man/translate/figs-simileὡς κακοῦργος1
3032:9p040rc://*/ta/man/translate/figs-activepassiveὁ λόγος τοῦ Θεοῦ οὐ δέδεται1
3042:9p041rc://*/ta/man/translate/figs-metonymyὁ λόγος τοῦ Θεοῦ1
3052:10p042rc://*/ta/man/translate/figs-hyperboleπάντα ὑπομένω1
3062:10p043rc://*/ta/man/translate/figs-abstractnounsκαὶ αὐτοὶ σωτηρίας τύχωσιν τῆς ἐν Χριστῷ Ἰησοῦ1
3072:11p044πιστὸς ὁ λόγος1
3082:11p045rc://*/ta/man/translate/figs-quotemarksπιστὸς ὁ λόγος1

ପାଉଲ ଏହି ବାକ୍ୟାଂଶକୁ ଏକ ସିଧାସଳଖ ଉଦ୍ଧୃତି ଉପସ୍ଥାପନ କରିବାକୁ ବ୍ୟବହାର କରନ୍ତି । ଏହି ପଦର ଅବଶିଷ୍ଟ ଅଂଶରେ ଏବଂ 2:12 ଏବଂ 2:13 ରେ ଦେଖାଯାଉଥିବା ଶବ୍ଦଗୁଡ଼ିକ ଏକ କବିତା ବା ଗୀତ ଯାହା ପାଉଲ କହିଥିବା ବାର୍ତ୍ତାକୁ ବିଶ୍ଵାସଯୋଗ୍ୟ ବୋଲି ଦର୍ଶାଏ । ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ଯଦି ଆପଣ ଏହି ଶବ୍ଦଗୁଡ଼ିକୁ ସିଧାସଳଖ ଉଦ୍ଧୃତି ଭାବରେ ଚିହ୍ନିତ କରିନ୍ତି କିମ୍ବା ଡାହାଣରେ ସୂଚାଇଦିଅନ୍ତି, ଯେପରି ଏହି ଅଧ୍ୟାୟର ପ୍ରାରମ୍ଭରେ ସାଧାରଣ ଟିପ୍ପଣୀ ସୂଚିତ କରେ । [[rc://*/ta/man/translate/figs-quotemarks]])ଦେଖନ୍ତୁ)

3092:11p046καὶ συνζήσομεν1
3102:12p048εἰ ἀρνησόμεθα1
3112:12p049κἀκεῖνος ἀρνήσεται ἡμᾶς1
3122:13p050rc://*/ta/man/translate/figs-explicitἐκεῖνος πιστὸς μένει1
3132:14p051rc://*/ta/man/translate/figs-metaphorἐνώπιον τοῦ Θεοῦ1
3142:14ywtyrc://*/ta/man/translate/figs-abstractnounsἐπὶ καταστροφῇ τῶν ἀκουόντων1
3152:14x7gxrc://*/ta/man/translate/figs-metonymyἐπὶ καταστροφῇ τῶν ἀκουόντων1
3162:15p052rc://*/ta/man/translate/figs-metonymyτὸν λόγον τῆς ἀληθείας1
3172:15p053rc://*/ta/man/translate/figs-abstractnounsτὸν λόγον τῆς ἀληθείας1
3182:17p054rc://*/ta/man/translate/figs-metonymyὁ λόγος αὐτῶν1
3192:17p055rc://*/ta/man/translate/translate-unknownὡς γάγγραινα1
3202:17p056rc://*/ta/man/translate/writing-pronounsὧν ἐστιν Ὑμέναιος, καὶ Φίλητος1
3212:18p057rc://*/ta/man/translate/figs-abstractnounsοἵτινες περὶ τὴν ἀλήθειαν ἠστόχησαν1
3222:19p058rc://*/ta/man/translate/figs-metonymyἔχων τὴν σφραγῖδα ταύτην1
3232:19p059rc://*/ta/man/translate/figs-quotemarksἔχων τὴν σφραγῖδα ταύτην1

ଦୁଇଟି ପ୍ରତ୍ୟକ୍ଷ ଉଦ୍ଧୃତିର ପରିଚୟ ଦେବା ପାଇଁ ପାଉଲ ଏହି ବାକ୍ୟାଂଶ ବ୍ୟବହାର କରନ୍ତି । ଏହି ପଦର ଅବଶିଷ୍ଟ ଅଂଶରେ ଅନୁସରଣ କରୁଥିବା ବିବୃତ୍ତିଗୁଡ଼ିକ ଲୋକମାନଙ୍କୁ ବିଶ୍ଵାସ ଜାରି ରଖିବା ପାଇଁ ଈଶ୍ଵର ପ୍ରଦାନ କରିଥିବା ଆଧାରର ଦୁଇଟି ଦିଗ ବର୍ଣ୍ଣନା କରିଛନ୍ତି । ଯଦି ଆପଣ ଏହି ବିବୃତ୍ତିକୁ ଉଦ୍ଦୃତ ଭାବରେ ଚିହ୍ନିତ କରନ୍ତି ତେବେ ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ।[[rc://*/ta/man/translate/figs-quotemarks]])ଦେଖନ୍ତୁ)

3242:20p060rc://*/ta/man/translate/figs-metaphorἐν μεγάλῃ δὲ οἰκίᾳ, οὐκ ἔστιν μόνον σκεύη χρυσᾶ καὶ ἀργυρᾶ, ἀλλὰ καὶ ξύλινα καὶ ὀστράκινα1
3252:20p061rc://*/ta/man/translate/figs-ellipsisἀλλὰ καὶ ξύλινα καὶ ὀστράκινα1
3262:21p062rc://*/ta/man/translate/figs-explicitἔσται σκεῦος εἰς τιμήν1
3272:21p063rc://*/ta/man/translate/figs-activepassiveἡγιασμένον1
3282:21p064rc://*/ta/man/translate/figs-metaphorεὔχρηστον τῷ Δεσπότῃ1
3292:21p065rc://*/ta/man/translate/figs-activepassiveεἰς πᾶν ἔργον ἀγαθὸν ἡτοιμασμένον1
3302:22p066rc://*/ta/man/translate/figs-metonymyτὰς & νεωτερικὰς ἐπιθυμίας φεῦγε1
3312:22p067rc://*/ta/man/translate/figs-abstractnounsδικαιοσύνην, πίστιν, ἀγάπην, εἰρήνην1
3322:22p068rc://*/ta/man/translate/figs-metonymyἐκ καθαρᾶς καρδίας1
3332:23p069rc://*/ta/man/translate/figs-doubletμωρὰς καὶ ἀπαιδεύτους ζητήσεις1
3342:23p070rc://*/ta/man/translate/figs-metaphorμάχας1
3352:24p071rc://*/ta/man/translate/figs-metaphorδοῦλον & Κυρίου1
3362:24p072rc://*/ta/man/translate/figs-metaphorοὐ δεῖ μάχεσθαι1
3372:26p073rc://*/ta/man/translate/figs-ellipsisἀνανήψωσιν ἐκ τῆς τοῦ διαβόλου παγίδος1
3382:26p074rc://*/ta/man/translate/figs-activepassiveἐζωγρημένοι ὑπ’ αὐτοῦ, εἰς τὸ ἐκείνου θέλημα1
3393:2p075rc://*/ta/man/translate/figs-gendernotationsοἱ ἄνθρωποι1
3403:4p076rc://*/ta/man/translate/figs-activepassiveτετυφωμένοι1
3413:5p077rc://*/ta/man/translate/grammar-connect-logic-resultκαὶ1
3423:5p078rc://*/ta/man/translate/figs-nominaladjτούτους ἀποτρέπου1
3433:6p079rc://*/ta/man/translate/figs-activepassiveσεσωρευμένα ἁμαρτίαις1
3443:6p080rc://*/ta/man/translate/figs-activepassiveἀγόμενα ἐπιθυμίαις ποικίλαις1
3453:7p082rc://*/ta/man/translate/figs-metaphorμηδέποτε εἰς ἐπίγνωσιν ἀληθείας ἐλθεῖν δυνάμενα1
3463:8p083ὃν τρόπον δὲ1
3473:8p084rc://*/ta/man/translate/figs-explicitἸάννης καὶ Ἰαμβρῆς1
3483:8p085rc://*/ta/man/translate/figs-nominaladjοὗτοι1
3493:8p086rc://*/ta/man/translate/figs-abstractnounsτῇ ἀληθείᾳ1
3503:8p087rc://*/ta/man/translate/figs-activepassiveἄνθρωποι κατεφθαρμένοι τὸν νοῦν1
3513:8sppyrc://*/ta/man/translate/figs-explicitἀδόκιμοι περὶ τὴν πίστιν1
3523:9x9kxrc://*/ta/man/translate/figs-explicitἀλλ’1
3533:10p089rc://*/ta/man/translate/figs-abstractnounsτῇ πίστει1
3543:10p088rc://*/ta/man/translate/figs-abstractnounsτῇ προθέσει1
3553:10p091rc://*/ta/man/translate/figs-abstractnounsτῇ μακροθυμίᾳ1
3563:10p090rc://*/ta/man/translate/figs-abstractnounsτῇ ἀγάπῃ1
3573:11p092rc://*/ta/man/translate/translate-namesἐν Ἀντιοχείᾳ, ἐν Ἰκονίῳ, ἐν Λύστροις1

ଏଗୁଡ଼ିକ ତିନୋଟି ସହରର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

3583:11p093οἵους διωγμοὺς ὑπήνεγκα1
3593:13p094rc://*/ta/man/translate/figs-gendernotationsἄνθρωποι1
3603:13xo4qrc://*/ta/man/translate/figs-hendiadysπονηροὶ & ἄνθρωποι καὶ γόητες1
3614:2p103rc://*/ta/man/translate/figs-hyperboleἐν πάσῃ μακροθυμίᾳ καὶ διδαχῇ1
3624:3p104rc://*/ta/man/translate/figs-metonymyκνηθόμενοι τὴν ἀκοήν1
3634:4p105rc://*/ta/man/translate/figs-metonymyἀπὸ μὲν τῆς ἀληθείας τὴν ἀκοὴν ἀποστρέψουσιν1
3644:4p106rc://*/ta/man/translate/figs-activepassiveἐπὶ & τοὺς μύθους ἐκτραπήσονται1
3654:6p107ἐγὼ & ἤδη σπένδομαι1
3664:6p108rc://*/ta/man/translate/figs-activepassiveἐγὼ & ἤδη σπένδομαι1
3674:8p109rc://*/ta/man/translate/figs-metonymyτὴν ἐπιφάνειαν αὐτοῦ1
3684:11p110rc://*/ta/man/translate/translate-namesΛουκᾶς & Μᾶρκον1

ଏଗୁଡ଼ିକ ପୁରୁଷମାନଙ୍କର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

3694:12p111rc://*/ta/man/translate/translate-namesΤυχικὸν1

ଏହା ଏକ ପୁରୁଷର ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

3704:12y60rἀπέστειλα1
3714:12p112rc://*/ta/man/translate/translate-namesἜφεσον1

ଏହା ଏକ ସହରର ନାମ । ଏହା ହେଉଛି ସେହି ସହର ଯେଉଁଠାରେ ତୀମଥି ଏହି ପତ୍ର ଗ୍ରହଣ କରିଥିଲେ । [[rc://*/ta/man/translate/translate-names]])ଦେଖନ୍ତୁ)

3724:13x1jbrc://*/ta/man/translate/translate-namesΤρῳάδι1

ଏହା ଏକ ସହରର ନାମ [[rc://*/ta/man/translate/translate-names]])ଦେଖନ୍ତୁ)

3734:17p113rc://*/ta/man/translate/figs-hyperboleκαὶ ἀκούσωσιν πάντα τὰ ἔθνη1
3744:17p114rc://*/ta/man/translate/figs-activepassiveἐρύσθην ἐκ στόματος λέοντος1
3754:18p115rc://*/ta/man/translate/figs-idiomεἰς τοὺς αἰῶνας τῶν αἰώνων1
3764:19p116rc://*/ta/man/translate/translate-namesΠρίσκαν1

ଏହା ଏକ ମହିଳାଙ୍କ ନାମ । [[rc://*/ta/man/translate/translate-names]])ଦେଖନ୍ତୁ)

3774:19p117rc://*/ta/man/translate/translate-namesἈκύλαν1

ଏହା ଏକ ପୁରୁଷଙ୍କର ନାମ । [[rc://*/ta/man/translate/translate-names]]) ଦେଖନ୍ତୁ)

3784:20p118rc://*/ta/man/translate/translate-namesΚορίνθῳ1

ଏହା ଏକ ସହରର ନାମ ।

[[rc://*/ta/man/translate/translate-names]])ଦେଖନ୍ତୁ)

3794:22p119rc://*/ta/man/translate/figs-synecdocheὁ Κύριος μετὰ τοῦ πνεύματός σου1
3804:22p120ἡ χάρις μεθ’ ὑμῶν1