or_tw/bible/other/tribute.md

2.7 KiB

ଉପହାର ବା ଉପଢୌକନ

ସଂଜ୍ଞା:

ଏହି “ଉପହାର ବା ଉପଢୌକନ” ଭାବ ପ୍ରକାଶକ ପଦ ଜଣେ ରାଜା ଆଉ ଜଣେ ରାଜାଙ୍କୁ ସୁରକ୍ଷା ପାଇବା ଉଦ୍ଦେଶ୍ୟରେ ଏବଂ ଦେଶଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ନିମନ୍ତେ ପ୍ରଦାନ କରିଥାଆନ୍ତି I

  • ଏକ ଉପହାର ବା ଉପଢୌକନ ମଧ୍ୟ ଏକ ପାଉଣା ବା ପ୍ରାପ୍ୟ ହୋଇପାରେ ଯାହା ଜଣେ ଶାସକ ବା ଅଧିକାରୀ ଲୋକମାନଙ୍କଠାରୁ ଆବଶ୍ୟକ କରିଥାନ୍ତି, ଯଥା: ଏକ ପଥ କର ବା ଶୁଳକ I
  • ବାଇବଲ ସମୟରେ, ଭ୍ରାମ୍ୟମାଣ ରାଜାମାନେ ବା ଶାସକମାନେ ବେଳେବେଳେ ସେମାନେ ଯାତ୍ରାରେ ପ୍ରବେଶ କରି ଯାଉଥିବା ଅଞ୍ଚଳର ରାଜାଙ୍କୁ ଉପହାର ବା ଉପଢୌକନ ପ୍ରଦାନ କରୁଥିଲେ ଯେପରି ସେମାନେ ସୁରକ୍ଷିତ ଓ ନିରାପଦରେ ରହିବେ ବା ଯାତ୍ରା କରିପାରିବେ I
  • ଅନେକ ସମୟରେ ଉପହାର ବା ଉପଢୌକନ ମଧ୍ୟରେ ଅର୍ଥ ବ୍ୟତୀତ ଖାଦ୍ୟ, ମସଲା, ବହୁମୂଲ୍ୟ ବସ୍ତ୍ର, ଏବଂ ମୂଲ୍ୟବାନ ଧାତବ ବସ୍ତୁ, ଯଥା ସୁନା ଅନ୍ତର୍ଭୁକ୍ତଥିଲା I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ପୂର୍ବାପର ସମ୍ୱନ୍ଧ ଉପରେ ନିର୍ଭର କରି “ଉପହାର ବା ଉପଢୌକନ”କୁ “ଆନୁଷ୍ଠାନିକ ଉପହାର” କିମ୍ୱା “ବିଶେଷ କର” କିମ୍ୱା “ଆବଶ୍ୟକୀୟ ପାଉଣା ବା ପ୍ରାପ୍ୟ” ବୋଲି ଅନୁବାଦ କରାଯାଇପାରିବ I

(ଆହୁରି ମଧ୍ୟ ଦେଖ: ସୁନା, ରାଜା, ଶାସନକର୍ତ୍ତା, କର)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H1093, H4060, H4061, H4371, H4503, H4522, H4530, H4853, H6066, H7862, G1323, G2778, G5411