or_tw/bible/other/siege.md

2.3 KiB
Raw Permalink Blame History

ଅବରୋଧ, ଘେରିନେବା, ବେଷ୍ଟନକାରୀ, ଅବରୋଧ କରୁଛି, ଦୁର୍ଗ ଅବରୋଧ କାର୍ଯ୍ୟ

ସଂଜ୍ଞା:

“ଅବରୋଧ” କରାଯାଏ ଯେତେବେଳେ ସୈନିକ ଏକ ସହରକୁ ଆକ୍ରମଣ କରନ୍ତି ଏବଂ କୌଣସି ଖାଦ୍ୟ ଓ ପାନୀୟ ଯୋଗାଣକୁ ବନ୍ଦ କରିଦିଅନ୍ତି ଗୋଟିଏ ସହରକୁ “ଘେରିବା” କିମ୍ୱା “ନଜରବନ୍ଦୀ” କରିବା ଅର୍ଥ ଅବରୋଧ କରି ଆକ୍ରମଣ କରିବା

  • ଯେତେବେଳେ ବାବିଲୋନ ଇସ୍ରାଏଲ କୁ ଆକ୍ରମଣ କଲେ, ସେମାନେ ଅବରୋଧ କରିବା କୌଶଳ କୁ ବ୍ୟବହାର କଲେ ଯେପରି ଯିରୁଶାଲମ ସହର ଭିତରେ ବାସ କରୁଥିବା ଲୋକମାନେ ଦୁର୍ୱଳ ହେବେ
  • ଅବରୋଧ ସମୟରେ, ଗଡର ପ୍ରାଚୀର ଗୁଡିକ ନିର୍ମାଣ କରନ୍ତି ଯେପରି ସୈନିକମାନେ ସହର ପରିସୀମାକୁ ଅତିକ୍ରମ କରିବେ ଓ ସହରକୁ ଅକ୍ତିଆର କରିବେ
  • ଗୋଟିଏ ସହରକୁ ”ଘେରିବା” ପ୍ରକାଶ କରିହେବ ଯଥା ଏହାକୁ “ଅବରୋଧ କରି ରଖିବା” କିମ୍ୱା “ବନ୍ଦ ଡାକରା ଦେବା “
  • “ଘେରିବା” ଶବ୍ଦ ସମାନ ଅର୍ଥ ବୁଝାଏ ଯେପରି “ଅବରୋଧକୁ ଅଧିନରେ ରଖିବା”

ଉଭୟ ପ୍ରକାଶନ ବର୍ଣ୍ଣନା କରେ ଗୋଟିଏ ସହର୍ ଯାହା ଜଣେ ଶତୃର ସୈନିକ ଚାରିପାଖ ଘେରୀ ଅଛନ୍ତି ଏବଂ ଅବରୋଧ କରିଅଛନ୍ତି

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H4692, H4693, H5341, H5437, H5564, H6693, H6696, H6887