or_tw/bible/other/shrewd.md

1.2 KiB

କାଣ୍ଡ ଜ୍ଞାନ ଥିବା ଓ ବିଚାରବତ୍ତ ଥିବା (ବ୍ୟକ୍ତି), ଚତୁରତା

ସଂଜ୍ଞା:

“ଚତୁର” ଶବ୍ଦ ଜଣେ ବ୍ୟକ୍ତିର ବିଦ୍ୱାନ ଓ ଚତୁର ପଣିଆ ମୁଖ୍ୟତ ଅଭ୍ୟାସ ଦିଗରେ ବୁଝାଏ

  • ବାରମ୍ୱାର “ଚତୁର” ଶବ୍ଦର ଅର୍ଥ ନାସ୍ତିକ ଅର୍ଥରେ ମଧ୍ୟ ବୁଝାଯାଏ ଯେତେବେଳେ ଏହି ଶବ୍ଦକୁ ସ୍ୱାର୍ଥ କ୍ଷେତ୍ରରେ ବ୍ୟବହାର କରିବା
  • ଜଣେ ଚତୁର୍ ବ୍ୟକ୍ତି ନିଜର ଲାଭ ପାଇଁ ନିଜେ କାର୍ଯ୍ୟ କରେ ଅନ୍ୟ ପାଇଁ ନୁହେଁ
  • ପରିସ୍ଥିତିକୁ ନେଇ ଅନ୍ୟଭାବେ ଏହାକୁ ଅନୁବାଦ କରିହେବ ଯଥା “ପ୍ରତାରକ” କିମ୍ୱା “ଧୁର୍ତ୍ତ ଭାବରେ” କିମ୍ୱା “କୁଶଳ” କିମ୍ୱା “ଚତୁର”

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H2450, H6175, G5429