or_tw/bible/other/sex.md

3.7 KiB
Raw Permalink Blame History

ସମ୍ପର୍କ ରଖିବା, ପ୍ରେମ କରିବା, ଶୋଇବା, ସହବାସ କରିବା, ନିଦ୍ରିତ, ଶୋଇବା

ସଂଜ୍ଞା:

ବାଇବଲରେ, ଏହି ଶବ୍ଦ ଗୁଡିକ ଶ୍ରୁତିମଧୁର ଯାହା ଯୌନ ସମ୍ପର୍କ ଲିପ୍ତ କୁ ଦର୍ଶାଏ

(ଦେଖ: ଶ୍ରୁତିମଧୁର)

  • “ଶୋଇବା “ଶବ୍ଦ ଟି କେହି ଜଣେ ସାଧାରଣତଃ ଜଣଙ୍କ ସହିତ ସହବାସ କରିବା କୁ ବିଝାଇଥାଏ

ଏହାର ଅତୀତ କାଳ ହେବ “ଶୋଇଲା”

  • ପୁରାତନ ନୀୟମ ପୁସ୍ତକ “ପରମ ଗୀତ”ରେ ସହରୀ ଭାଷାରେ ଏହି ଶବ୍ଦକୁ “ପ୍ରେମ କରିବା” ଅର୍ଥରେ ଅନୁବାଦ ହୋଇଛି “ପ୍ରେମ” ଶବ୍ଦ, ସେହି ପରିସ୍ଥିତିରେ ଏହି ଶବ୍ଦ ଶାରୀରିକ ଯୌନ ସମ୍ପର୍କ କୁ ବୁଝାଏ

ଏହି ଶବ୍ଦ “ପ୍ରେମ କରିବା” ଭାବନା ସହିତ ଜଡିତ

ଅନୁବାଦ ପ୍ରସ୍ତାବ ଗୁଡିକ:

  • କିଛି ଭାଷାରେ ସ୍ଥାନୀୟ ପରିସ୍ଥିତିକୁ ନେଇ ଶବ୍ଦର ଭାବ ପ୍ରକାଶ ହୁଏ, ଏହା ହୁଏତ ବିବାହିତ ଯୋଡି କିମ୍ୱା ସେମାନଙ୍କ ମଧ୍ୟରେ ସେହିପରି ସମ୍ପର୍କ ଉପରେ ନିର୍ଭର କରେ

ପ୍ରତ୍ୟେକ ପରିସ୍ଥିତିରେ ଶବ୍ଦର ଅର୍ଥକୁ ଅନୁବାଦ କରିବ ଗୁରୁତ୍ୱପୂର୍ଣ୍ଣ୍ଣ ଅଟେ

  • ପରିସ୍ଥିତିକୁ ଲକ୍ଷ୍ୟ କରି, ଏହି ପ୍ରକାର ଭାବପ୍ରବଣତା ଶବ୍ଦ ଗୁଡିକ ବୁଝାଇବ ଯଥା “ଶୋଇଲେ” କିମ୍ୱା “ତାହାଙ୍କ ସହିତ ଶୋଇଲେ” କିମ୍ୱା “ପ୍ରେମ କରିବ” କିମ୍ୱା “ଆତ୍ମିୟ଼ତା “
  • ଅନ୍ୟ ଭାବେ, “ସମ୍ପର୍କ ରଖିବା”, ଯୋଗ ହୋଇପାରେ “ଶାରୀରିକ ଯୌନ ସମ୍ଭୋଗ” କିମ୍ୱା “ବୈବାହିକ ସମ୍ପର୍କ”
  • “ପ୍ରେମ କରିବା” ଶବ୍ଦ ଅନୁବାଡ଼ ଅହୋଇପାରେ “ପ୍ରେମିକ” କିମ୍ୱା “ଆତ୍ମିୟ଼ତା”

କିମ୍ୱା ପ୍ରକଳ୍ପ ସଦସ୍ୟ ମଧ୍ୟ ସ୍ୱତ ପ୍ରବୃତ୍ତ ଭାଷାର ଇଙ୍ଗିତ ଅନୁବାଦ କରିପାରିବେ

  • ଏହି ଶବ୍ଦର ଅନୁବାଦ ର ବ୍ୟବହାର ପରଖିବା ଜରୁରୀ କାରଣ ଅନୁବାଦ ହୋଇଥିବା ଚିନ୍ତାଧାରା ଯେପରି ଲୋକମାନେ ସହଜରେ ଗ୍ରହଣ କରି ପାରିବେ
  • ଦେଖ: ଅନୈତିକ ଶାରୀରିକ ସମ୍ପର୍କ

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H160, H935, H1540, H2181, H2233, H3045, H3212, H6172, H7250, H7901, H7903, G1097