or_tw/bible/other/seacow.md

2.2 KiB

ସମୁଦ୍ର ଗାଈ

ସଂଜ୍ଞା:

“ସମୁଦ୍ର ଗାଈ” ଦର୍ଶାଏ ଏକ ବିଶାଳକାୟ ସମୁଦ୍ର ପ୍ରାଣୀ ଯାହା ସମୁଦ୍ର ଘାସ ଏବଂ ମହାସାଗର ଚଟାଣରେ ମିଳୁଥିବା ପରିବା ଖାଏ

  • ଗୋଟିଏ ସମୁଦ୍ର ଗାଈ ମୋଟା ଚମଡା ଧୂସର ରଂଗ ଦେଖାଯାଏ

ଏହା ପାଣି ଭିତରେ ଏହାର ଅଂଗ ବା ଡେଣାରେ ଗତି କରେ

  • ବାଇବଲ ସମୟରେ ଲୋକମାନେ ତମ୍ୱୁ ତିଆରି କରିବା ପାଇଁ ସମୁଦ୍ର ଗାଈ ର ଚମଡା ବ୍ୟବହାର କରୁଥିଲେ

ଏହି ପ୍ରାଣୀମାନଙ୍କ ଚମଡାରେ ସମାଗମ ତମ୍ୱକୁ ଘୋଡାଇବା ନିମନ୍ତେ ବ୍ୟବହାର କରୁଥିଲେ

  • “ସମୁଦ୍ର ଗାଈ “ହେଉଛି ଡାକ ନାମ କାରଣ ଏହା ଗାଈ ପରି ଘାସ ଖାଏ, କିନ୍ତୁ ଅନ୍ୟ ଭାବେ ଏହା ଗାଈ ସହିତ ସମାନ ନୁହେଁ
  • ସେହି ପ୍ରକାରେ ପ୍ରାଣୀ ଗୁଡିକ ହେଲେ “ସ୍ତନ୍ୟପାୟୀ” ଏବଂ “ଡେଣା ଓ ଚଟକା ଲାଞ୍ଜଥିବା ଏକ ବଡ ଆକାରର ତୃଣଜୀବୀ ସମୁଦ୍ର ଜୀବ”

(ଦେଖ: ଅଜଣା ବିଷୟ କୁ ଅନୁବାଦ କରିବେ କିପରି)

(ଦେଖ: ସମାଗମ ତମ୍ୱୁ)

ବାଇବଲ ସନ୍ଦର୍ୱ:

ଯେଉଁ ବ୍ୟକ୍ତି ମୋଡା କାଗଜ ଗ୍ରହଣ କରେ ଭଗ୍ନ ହୋଇ ନଥିବା ମୋହର କୁ ଦେଖିବା ଏବଂ ଜାଣିବ ଯେ କେହି ଏହାକୁ ଖୋଲି ନାହାନ୍ତି

ବୋର୍ଡ ଡାଟା :

  • Strong's: H8476