or_tw/bible/other/scepter.md

2.4 KiB

ରାଜଦଣ୍ଡ, ସାର୍ୱଭୌମତ୍ୱ ସୁଚକ ଦଣ୍ଡ

ସଂଜ୍ଞା:

“ରାଜଦଣ୍ଡ” ଶବ୍ଦ ଜଣେ ଶାସକଙ୍କର ଶୋଭା ବର୍ଦ୍ଧକ ପାଞ୍ଚଣ କିମ୍ୱା ଯଷ୍ଟିକୁ ଦର୍ଶାଏ, ଯେପରି ଜଣେ ରାଜା

  • ସାର୍ୱଭୌମତ୍ୱ ସୁଚକ ଦଣ୍ଡ ପ୍ରଥମରେ ବିଦ୍ୟମାନ କାଠର ଗୋଟିଏ ଡାଳ ସହିତ ସ୍ଥୁଳ ଆକାରରେ ସଜାଇବା

ପରେ ଏହି ସୁଚକ ଦଣ୍ଡ ଦାମୀ ପଦାର୍ଥ ଯେପରି ସୁନାରେ ନିର୍ମିତ

  • ରାଜଦଣ୍ଡ ରାଜକୀୟ ର ଚିହ୍ନ ଏବଂ ଅଧିକାର ପ୍ରାପ୍ତ ପୁଣି ରାଜାଙ୍କର ସମ୍ମାନ ଓ ମହତ୍‌ୱ୍ୱ ସହିତ ଜଡିତ ପ୍ରତୀକ ସ୍ୱରୂପ
  • ପୁରାତନ ନିୟମରେ, ପରମେଶ୍ୱରଙ୍କୁ ଧାର୍ମିକତାର ରାଜଦଣ୍ଡ ସଦୃଶ ବର୍ଣ୍ଣନା କରାଯାଇଛି କାରଣ ପରମେଶ୍ୱର ରାଜା ପରି ତାଙ୍କର ଲୋକମାନଙ୍କୁ ଶାସନ କରନ୍ତି
  • ପୁରାତନ ନୀୟମର ଭାବବାଣୀ ମସୀହଙ୍କୁ ରାଜଦଣ୍ଡ ର ପ୍ରତୀକ ସ୍ୱରୂପେ ଦର୍ଶାଏ ଯେହେତୁ ସେ ଇସ୍ରାଏଲ ବଂଶ ରୁ ଆସିବେ ଏବଂ ସମସ୍ତ ଜାତିକୁ ଶାସନ କରିବେ
  • ଏହାକୁ ମଧ୍ୟ ଅନୁବାଦ କରିହେବ ଯଥା “ଶାସନ ଦଣ୍ଡ “କିମ୍ୱା “ରାଜାଙ୍କର ପାଞ୍ଚଣ

(ଦେଖ: ଅଧିକାରୀ, ଖ୍ରୀଷ୍ଟ, ରାଜା, ଧାର୍ମିକ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H2710, H4294, H7626, H8275, G4464