32 lines
2.7 KiB
Markdown
32 lines
2.7 KiB
Markdown
# ଚଟବସ୍ତ୍ର
|
||
|
||
## ପରିଭାଷା:
|
||
|
||
ଚଟବସ୍ତ୍ର ଏକ ଖଦଡ଼ିଆ, ଆଞ୍ଚୁଡ଼ା ପ୍ରକାରର କପଡା ଯାହା ଛେଳି କେଶ କିମ୍ବା ଓଟ କେଶରୁ ତିଆରି ହୋଇଥାଏ I
|
||
|
||
* ଯେଉଁ ବ୍ୟକ୍ତି ଏଥିରୁ ନିର୍ମିତ ପୋଷାକ ପିନ୍ଧୁଥିଲେ ଏହା ତାଙ୍କ ପାଇଁ ଅସହଜ ହେଉଥିଲେ I ଚଟବସ୍ତ୍ରକୁ ଦୁଃଖ କିମ୍ବା ନମ୍ର ଅନୁତାପ ପ୍ରକାଶ କରିବା ପାଇଁ ପିନ୍ଧୁଥିଲେ I
|
||
* “ଚଟବସ୍ତ୍ର ଏବଂ ପାଉଁଶ” ବାକ୍ୟାଂଶ ଏକ ସାଧାରଣ ଶବ୍ଦ ଥିଲା ଯାହା ଦୁଃଖ ଏବଂ ଅନୁତାପର ପାରମ୍ପାରିକ ଅଭିବ୍ୟକ୍ତିକୁ ବୁଝାଏ I
|
||
|
||
## ଅନୁବାଦ ପ୍ରସ୍ତାବଗୁଡ଼ିକ:
|
||
|
||
* ଏହି ଶବ୍ଦକୁ “ପଶୁ କେଶରୁ ନିର୍ମିତ ଖଦଡ଼ିଆ କପଡା” କିମ୍ବା “ଛେଳି କେଶରେ ତିଆରି ପୋଷାକ” କିମ୍ବା “ଆଞ୍ଚୁଡ଼ା ପୋଷାକ” ବୋଲି ଅନୁବାଦ କରାଯାଇପାରେ I
|
||
* ଏହି ଶବ୍ଦକୁ “ରୁକ୍ଷ, ଆଞ୍ଚୁଡ଼ା ଶୋକ ପୋଷାକ” ବୋଲି ଅନୁବାଦ କରାଯାଇପାରେ I
|
||
* “ଚଟବସ୍ତ୍ର ଓ ପାଉଁଶରେ ବସନ୍ତି” ବାକ୍ୟାଂଶକୁ “ଆଞ୍ଚୁଡ଼ା କପଡା ପିନ୍ଧି ପାଉଁଶରେ ବସି ଶୋକ ଏବଂ ନମ୍ରତା ପ୍ରଦର୍ଶନ କରିବା” ବୋଲି ଅନୁବାଦ କରାଯାଇପାରେ I
|
||
|
||
(ଦେଖନ୍ତୁ: ଅଜ୍ଞାତବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)
|
||
|
||
(ଦେଖନ୍ତୁ: [ପାଉଂଶ](../other/ash.md), [ଓଟ](../other/camel.md), [ଛେଳି](../other/goat.md), [ନମ୍ର](../kt/humble.md), [ଶୋକ କରିବା](../other/mourn.md), [ଅନୁତାପ](../kt/repent.md), [ଚିହ୍ନ](../kt/sign.md)<u>)</u>
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ଦ୍ଵିତୀୟ ଶାମୁୟେଲ ୩:୩୧](rc://*/tn/help/2sa/03/31)
|
||
* [ଆଦିପୁସ୍ତକ ୩୭:୩୪](rc://*/tn/help/gen/37/34)
|
||
* [ଯୋୟେଲ ୧:୮\-୧୦](rc://*/tn/help/jol/01/08)
|
||
* [ଯୁନସ ୩:୫](rc://*/tn/help/jon/03/04)
|
||
* [ଲୂକ ୧୦:୧୩](rc://*/tn/help/luk/10/13)
|
||
* [ମାଥିଉ ୧୧:୨୧](rc://*/tn/help/mat/11/20)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H8242, G45260
|