or_tw/bible/other/precious.md

2.4 KiB
Raw Permalink Blame History

ମୂଲ୍ୟବାନ, ଦାମୀ, ବ୍ୟୟବହୁଳ, ଉତ୍କୃଷ୍ଟ

ତଥ୍ୟବଳୀ:

“ମୂଲ୍ୟବାନ” ଶବ୍ଦ ଲୋକ କିମ୍ବା ବିଷୟଗୁଡ଼ିକୁ ବର୍ଣ୍ଣନା କରେ ଯାହା ଅତ୍ୟନ୍ତ ମୂଲ୍ୟବାନ ବୋଲି ବିବେଚନା କରାଯାଏ ।

  • ଶବ୍ଦ “ମୂଲ୍ୟବାନ ପଥର” କିମ୍ବା “ମୂଲ୍ୟବାନ ଅଳଙ୍କାର” ପଥର ଏବଂ ଖଣିଜ ପଦାର୍ଥକୁ ବୁଝାଏ ଯାହା ରଙ୍ଗୀନ କିମ୍ବା

ଅନ୍ୟାନ୍ୟ ଗୁଣ ଯାହା ସେଗୁଡ଼ିକୁ ସୁନ୍ଦର କିମ୍ବା ଉପଯୋଗୀ କରିଥାଏ ।

  • ମୂଲ୍ୟବାନ ପଥରରେ ହୀରା, ରୁବି, ଏବଂ ମରକତ ମଣି ଅନ୍ତର୍ଭୁକ୍ତ।
  • ସୁନା ଓ ରୂପାକୁ “ମୂଲ୍ୟବାନ ଧାତୁ” କୁହାଯାଏ ।
  • ଯିହୋବା କହନ୍ତି ଯେ ତାଙ୍କ ଲୋକମାନେ ତାଙ୍କ ଦୃଷ୍ଟିରେ “ମୂଲ୍ୟବାନ” ଅଟନ୍ତି (ଯିଶାଇୟ ୪୩: ୪) ।
  • ପିତର ଲେଖନ୍ତି ଯେ ନମ୍ର ଏବଂ ଶାନ୍ତ ଆତ୍ମା ଈଶ୍ଵରଙ୍କ ଦୃଷ୍ଟିରେ ମୂଲ୍ୟବାନ ଅଟେ (୧ ପିତର ୩:୪) ।
  • ଏହି ଶବ୍ଦକୁ “ମୂଲ୍ୟବାନ” କିମ୍ବା “ଅତି ପ୍ରିୟ” କିମ୍ବା “ପ୍ରିୟ” କିମ୍ବା “ବହୁମୂଲ୍ୟ” ବୋଲି ଅନୁବାଦ କରାଯାଇପାରେ ।

(ଦେଖନ୍ତୁ: ସୁନା, ରୂପା)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H0068, H1431, H2532, H2667, H2896, H3357, H3365, H3366, H3368, H4022, H4030, H4261, H4262, H5238, H8443, G09270, G17840, G24720, G41850, G41860, G50920, G50930