25 lines
2.3 KiB
Markdown
25 lines
2.3 KiB
Markdown
# ପ୍ରାସାଦ, ଗୃହ
|
||
|
||
## ପରିଭାଷା:
|
||
|
||
“ପ୍ରାସାଦ” ଶବ୍ଦ ଏକ କୋଠା ବା ଗୃହକୁ ବୁଝାଏ, ଯେଉଁଠାରେ ଏକ ରାଜା, ତାଙ୍କର ପରିବାର ଏବଂ ଦାସଦାସୀମାନଙ୍କ ସହ ବାସ କରୁଥିଲେ I
|
||
|
||
* ଯେପରି ନୂତନ ନିୟମରେ ଉଲ୍ଲେଖ କରାଯାଇଛି, ମହାଯାଜକ ମଧ୍ୟ ଗୋଟିଏ ବହୁ ଅଂଶ ବିଶିଷ୍ଟ ପ୍ରାସାଦରେ ବାସ କରୁଥିଲେ I
|
||
* ପ୍ରାସାଦଗୁଡ଼ିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ ଏବଂ ଆସବାସପାତ୍ରରେ ଅତିଶୟ ବହୁଳ ଭାବରେ ବିଭୂଷିତ ଥିଲା I
|
||
* ପ୍ରସାଦର ଆସବାସପାତ୍ରଗୁଡ଼ିକ ପ୍ରସ୍ତର କିମ୍ୱା କାଷ୍ଠ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଅନେକ ସମୟରେ ମୂଲ୍ୟବାନ କାଷ୍ଠ, ସ୍ୱର୍ଣ୍ଣ, କିମ୍ୱା ହାତୀଦାନ୍ତ ଦ୍ୱାରା ଆଚ୍ଛାଦିତ ହୋଇଥିଲା I
|
||
* ବହୁ ଅଂଶ ବିଶିଷ୍ଟ ପ୍ରସାଦରେ ଆହୁରି ଅନେକ ଲୋକମାନେ ବାସ କରୁଥିଲେ ଏବଂ କାର୍ଯ୍ୟ କରୁଥିଲେ, ଯହିଁରେ ସାଧାରଣତଃ, ଅନେକ କୋଠାଗୁଡ଼ିକ ଏବଂ ପ୍ରାଙ୍ଗଣଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା I
|
||
|
||
(ଦେଖନ୍ତୁ: [ପ୍ରାଙ୍ଗଣ](../other/courtyard.md), [ମହାଯାଜକ](../kt/highpriest.md), [ରାଜା](../other/king.md))
|
||
|
||
## ବାଇବେଲ ପଦପର୍ବ:
|
||
|
||
* [୨ ବଂଶାବଳୀ ୨୮:୭\-୮](rc://*/tn/help/2ch/28/07)
|
||
* [୨ ଶାମୁୟେଲ ୧୧:୨\-୩](rc://*/tn/help/2sa/11/02)
|
||
* [ଦାନିୟେଲ ୫:୫\-୬](rc://*/tn/help/dan/05/05)
|
||
* [ମାଥିଉ ୨୬: ୩\-୫](rc://*/tn/help/mat/26/03)
|
||
* [ଗୀତସଂହିତା ୪୫:୮](rc://*/tn/help/psa/045/008)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H0759, H1002, H1004, H1055, H1406, H1964, H1965, G08330, G09330, G42320
|