or_tw/bible/other/memorialoffering.md

2.9 KiB

ସ୍ମରଣୀୟ, ସ୍ମରଣୀୟ ନୈବେଦ୍ୟ

ସଂଜ୍ଞା:

“ସ୍ମରଣୀୟ” ଶବ୍ଦ ସେହି କାର୍ଯ୍ୟ କିଅବା ବସ୍ତୁ କୁ ଦର୍ଶାଏ ଯାହା କାହାକୁ କିମ୍ୱା କୌଣସି ବସ୍ତୁ କୁ ମନେ ପକାଇବାକୁ ପଡ଼େ I ଏହି ଶବ୍ଦ ମଧ୍ୟ ଏକ ଉଦ୍ଦେଶ୍ୟ ଭାବରେ ବ୍ୟବହୃତ ହୁଏ କି ଏକ ବସ୍ତୁ କୁ ବ୍ୟବହାର କରି ଆଉ ଏକ ବସ୍ତୁ କୁ ମନେ ପକାଇବା, ଯେପରିକି “ସ୍ମରଣୀୟ ନୈବେଦ୍ୟ “କିଅବା “ସ୍ମରଣୀୟ ଭାଗ”ଯାହା ଏକ ବଳିଦାନ “ସ୍ମରଣୀୟ ପଥର ଅଟେ “ଅଟେ I

  • ପୁରାତନ ନିୟମରେ, ସ୍ମରଣୀୟ ନୈବେଦ୍ୟ କୁ ରଖା ଯାଇଥିଲା କି ଇସ୍ରାଏଲ ଲୋକମାନେପାରେଶ୍ୱର କଅଣ କରି ଅଛନ୍ତି ମନେ ରଖି ପାରନ୍ତି I
  • ପରମେଶ୍ୱର ଇସ୍ରାଏଲ ର ଯାଜକମାନଙ୍କୁ ଏକ ବିଶେଷ ବସ୍ତ୍ର ପରିଧାନ କରିବାକୁ କହିଥିଲେ ଯେଉଁ ଠାରେ ସ୍ମରଣୀୟ ପଥରଥିଲା I

ଏହି ପଥର ସବୁରେ ବାର ଜାତିର ନାମ ଖୋଦା ଯାଇଥିଲା I ଏହିସବୁ ବୋଧେ ଏଥି ପାଇଁ କି ପରମେଶ୍ୱରଙ୍କର ବିଶ୍ୱସ୍ଠତା ସେମାନେ ମନେ ରଖନ୍ତୁ I

  • ନୂତନ ନିୟମରେ, ପରମେଶ୍ୱର ଏକ ବ୍ୟକ୍ତି କୁ ସମ୍ମାନ କଲେ ଯାହାର ନାମ କରନେଲିୟାସଥିଲା କାରଣ ତାହାର ଗରିବ ଲୋକଙ୍କ ପ୍ରତି ସେବାକୁ I

ଏହି ସବୁ କାମ ପରମେଶ୍ୱରଙ୍କର ସମ୍ମୁଖରେ “ସ୍ମରଣୀୟ” କୁହାଯାଏ I

ଅନୁବାଦ ପ୍ରସ୍ତାବ:

  • ଏହାକୁ “ଚୀର ସ୍ମରଣୀୟ “ରୂପରେ ମନେ ରଖା ଯିବ I
  • “ଏକ “ସ୍ମରଣୀୟ ପଥର “କୁ “ଏକ ପଥର ଯାହା ତାହାଙ୍କୁ କିଛି ମନେ ପକାଏ” ରୂପରେ ଅନୁବାଦ କରାଯାଏ I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2142, H2146, G3422