or_tw/bible/other/meditate.md

2.3 KiB
Raw Permalink Blame History

ଧ୍ୟାନ କରିବା, ଧ୍ୟାନ କରନ୍ତି, ଭକ୍ତି

ସଂଜ୍ଞା:

“ଧ୍ୟାନ କରିବା “ଶବ୍ଦ ର ଅର୍ଥ ହେଉଛି କେଉଁ ବିଷୟରେ ଯତ୍ନ ପୂର୍ବକ ଓ ଗଭୀର ରୂପରେ ଭାବିସମୟ ବିତାଇବା ଅଟେ I

  • ଏହି ଶବ୍ଦ ଅଧିକାଂଶ ସମୟରେ ବାଇବଲରେ ବ୍ୟବହାର କରାଯାଇଅଛି ଯାହା ପରମେଶ୍ୱରଙ୍କ ଓ ତାହାଙ୍କ ଶିକ୍ଷା ବିଷୟରେ ଚିନ୍ତନ କରିବା I
  • ଗୀତସଂହିତା ୧ କୁହେ କି ଯେଉଁ ବ୍ୟକ୍ତି “ଦିନ” ଓ “ରାତି” ପରମେଶ୍ୱରଙ୍କର ବାକ୍ୟ ଧ୍ୟାନ କରେ ସେ ବହୁତ ଆଶୀର୍ବାଦ ପ୍ରାପ୍ତ ହେବ I

ଅନୁବାଦ ପ୍ରସ୍ତାବ:

  • “ଧ୍ୟାନ କରିବା” କୁ ଅନୁବାଦ କଲେ “ଗଭିରତାରେ ଓ ଜାତ୍ନ ପୂର୍ବକ ଚିନ୍ତା କରିବା” କିଅବା “ବିବେଚନା ଅନୁସାରେ ଭାବନା “କିଅବା “ଅଧିକାଂଶ ସମୟରେ ଗୋଟିଏ ବିଷୟରେ ଚିନ୍ତା କରିବା “ଅଟେ I
  • “ଧ୍ୟାନ” ଏକ ବିଶେଶ୍ୟ ଅଟେ ଓ ତାହାକୁ “ଗଭୀର ଚିନ୍ତା” ରୂପରେ ଅନୁବାଦ କରାଯାଇପାରେ I

ବାକ୍ୟାଂଶ ଯେପରି କି “ମୋ ହୃଦୟର ଧ୍ୟାନ” କୁ “ମୁଁ ଗଭୀର ଭାବେ ଯାହା ଚିନ୍ତା କରେ “କିଅବା “ଅଧିକାଂଶ ସମୟରେ ମୁଁ ଯାହା ଚିନ୍ତା କରେ “I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1897, H1900, H1901, H1902, H7742, H7878, H7879, H7881, G3191, G4304